REPUBLIC DAY 2018

News and features on Republic day 2018

ପୁସ୍ତକରେ ପ୍ରକାଶ ପାଇଲା ଶ୍ରୀମନ୍ଦିର ଭିତର ଫଟୋ

ଭୁବନେଶ୍ୱର,(ଓଟି): ଯେତେ ଚେଷ୍ଟା କଲେ ବି ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହେବାକୁ ରୋକାଯାଇପାରୁନି। ଏଥର କିନ୍ତୁ କୌଣସି ସୋସିଆଲ ମିଡିଆରେ ନୁହେଁ ବରଂ ପୁସ୍ତକରେ ଶ୍ରୀମନ୍ଦିର ଦେବଦେବୀଙ୍କ ଫଟୋ ଛପା ହୋଇଛି । ଏହି ଫଟୋକୁ ବହି ଆକାରରେ ଛପାଇଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଅବସରପ୍ରାପ୍ତ ଅଧିକାରୀ ଡଃ ରବି ନାରାୟଣ ଦାଶ । ଶ୍ରୀମନ୍ଦିରର ନୀଳଚକ୍ର ଠାରୁ ଆରମ୍ଭ କରି ପାର୍ଶ୍ବ ଦେବାଦେବୀ ମୁର୍ତ୍ତି , ଗରୁଡ …

Read More »

ରସଗୋଲା ଜିଆଇ ଟ୍ୟାଗ‌୍‍ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର,(ଓଟି): ରସଗୋଲାକୁ ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ‌୍‍) ମାନ୍ୟତା ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ରସଗୋଲା ପାଇଁ ପଶ୍ଚିମବଙ୍ଗକୁ ମିଳିଥିବା ଟ୍ୟାଗ‌୍‍ ରଦ୍ଦ କରିବା ପାଇଁ ଆବେଦନ କରାଯାଇଛି। ଏହି ମାମଲାରେ ରାଜ୍ୟ ସରକାର , ଶ୍ରୀମନ୍ଦିର ପ୍ରଶାସନ, ଇଂଟେଲେକଚୁଆଲ ପ୍ରପର୍ଟି ଅଫିସ‌୍‍ ଓ ପଶ୍ଚିମବଙ୍ଗ ବିଜ୍ଞାନ ପରିଷଦକୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି । ସୂଚନାଯୋଗ୍ୟ ଯେ ରସଗୋଲାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଦୀର୍ଘ …

Read More »

ରାଜ୍ୟର ବିଭିନ୍ନ ସ୍ଥାନରେ ୬୯ତମ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର,(ଓଟି): ଆଜି ସମଗ୍ର ଦେଶରେ ୬୯ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି। ଚଳିତ ବର୍ଷ ଭୁବନେଶ୍ବରର ମହାତ୍ମା ଗାନ୍ଧି ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ରାଜ୍ୟପାଳ ଡ. ଏସସି ଜମୀର ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜଧାନୀରେ ୩୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ଦୁଇ ୟୁନିଟ୍‌ ଏସ୍‌ଓଜି, କ୍ୟୁଆର୍ଟି …

Read More »

ପଦ୍ମ ପୁରସ୍କାର-୨୦୧୮ ଘୋଷିତ: ୭୩ଙ୍କୁ ପଦ୍ମଶ୍ରୀ, ୯ ଜଣ ପଦ୍ମ ଭୂଷଣ ଏବଂ ୩ ପଦ୍ମ ବିଭୂଷଣ; ଓଡ଼ିଶାରୁ ୪ଜଣଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର, (ଓଟି): ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଚଳିତବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ସମୁଦାୟ ୮୭ ଜଣଙ୍କୁ ୮୫ଟି ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ଅର୍ଥାରତ୍‍ ୪ଜଣଙ୍କୁ ଯୁଗ୍ମ ଭାବେ ପୁରସ୍କୃତ କରାଯିବ । ସମୁଦାୟ ପଦ୍ମ ବିଜେତାଙ୍କ ଭିତରୁ ୪ଜଣ ହେଉଛନ୍ତି ଓଡ଼ିଶାର ବାସିନ୍ଦା ତଥା ଓଡ଼ିଆ । ଏହି ଚାରିଜଣଙ୍କ ଭିତରେ ଅଛନ୍ତି ସ୍ୱାଧୀନତା …

Read More »

ସ୍ୱାଧୀନତା ସଂଗ୍ରାମର ଇତିହାସରେ ଜାନୁଆରୀ ୨୬

ଅଗଷ୍ଟ ୧୫କୁ ଭାରତର ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ। ସେଦିନ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକା ଉଡ଼ାଇ ଭାରତୀୟମାନେ ପାଳନ୍ତି ସ୍ୱାଧୀନତାର ଗଣପର୍ବ। ତେବେ ପୁଣି ଜାନୁଆରୀ ୨୬ରେ ଅନୁରୂପ ଭାବେ ପତାକା ଉଡ଼ାଇ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ କାହଁିକି? ଆମ ଦେଶର ସମ୍ୱିଧାନ ୧୯୫୦ ଜାନୁଆରୀ ୨୬ ତାରିଖରେ ଲାଗୁ ହୋଇଥିବାରୁ ଅଗଷ୍ଟ ୧୫ ଭଳି ଜାନୁଆରୀ ୨୬କୁ ପାଳନ କରାଯାଏ ବୋଲି ଏକ …

Read More »

ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଐଶ୍ୱର୍ଯ୍ୟା ରାୟ

ଭୁବନେଶ୍ୱର, (ଓଟି): ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଥମ ମହିଳା କାର୍ଯ୍ୟକ୍ରମରେ ବଚ୍ଚନ ପରିବାରର ବୋହୂ ଓ ପୂର୍ବତନ ମିସ୍ ୱାଲର୍ଡ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ସମ୍ବର୍ଦ୍ଧିତ ହୋଇଛନ୍ତି । ଐଶଙ୍କ ସମେତ ସମାଜର ବିଭିନ୍ନ କ୍ଷେତ୍ରରେ ଜନମଙ୍ଗଳ କାର୍ଯ୍ୟ କରିଥିବା ଅନ୍ୟ ୧୧୧ଜଣ ମହିଳାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଐଶ୍ ସମ୍ବର୍ଦ୍ଧିତ ହେବାପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧିଙ୍କ …

Read More »

ଭାରତୀୟ ସମ୍ବିଧାନର ଜନ୍ମଦିନ : ଗଣତନ୍ତ୍ର ଦିବସ

୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତରେ ସମ୍ବିଧାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା । ଏହାକୁ ସମ୍ମାନ ଦେବା ପାଇଁ ପ୍ରତିବର୍ଷ ୨୬ ଜାନୁୟାରୀରେ ଗଣତନ୍ତ୍ର ଦିବସ ଭାବେ ପାଳନ ହୋଇ ଆସୁଛି । ଚଳିତବର୍ଷ ୬୯ ତମ ଗଣତନ୍ତ୍ର ଦିବସ ପାଳିତ ହେବ । ଭାରତର ସମ୍ବିଧାନକୁ ସଂକ୍ଷେପରେ ଆସନ୍ତୁ ଜାଣିବା – ବିଶ୍ୱର ସବୁଠାରୁ ଲମ୍ବା ଲିଖିତ ନିୟମାବଳୀ ଭାବେ ଭାରତର ସମ୍ବିଧାନ ପ୍ରଥମ ସ୍ଥାନରେ ରହିଛି …

Read More »

ଡିଜିପିଙ୍କ ସୂଚନା: ଗଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ଆପଣାଯାଇଛି

ଭୁବନେଶ୍ୱର, (ଓଟି): ଗଣତନ୍ତ୍ର ଦିବସକୁ ଶାନ୍ତି ଓ ଶୃଙ୍ଖଳିତ ଭାବେ ପାଳନ କରିବାକୁ ରାଜ୍ୟ ପୁଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ବିଭିନ୍ନ ସ୍ଥାନରେ ଅତିରିକ୍ତ ପୁଲିସବଳ ମୁତ୍ତୟନ ସହ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯାଇଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ଶର୍ମା ପ୍ରକାଶ କରିଛନ୍ତି । ଡା. ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ, ସାଧାରଣତନ୍ତ୍ର ଦିବସ ପାଇଁ ପର୍ଯ୍ୟାପ୍ତ ଓ ସମୁଚିତ ସୁରକ୍ଷା ବ୍ୟବସ୍ଥା …

Read More »

ବୀରତା ଓ ପୁଲିସ ମେଡାଲ୍‍ ଘୋଷଣା: ଓଡ଼ିଶା ପୁଲିସର ୧୦ଜଣଙ୍କୁ ମିଳିବ ସମ୍ମାନ

ଭୁବନେଶ୍ୱର,(ଓଟି): ଓଡ଼ିଶା ପୁଲିସର ୧୦ ଜଣ କର୍ମଚାରଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯିବ । ସେଥିରୁ ୩ ଜଣଙ୍କୁ ବୀରତା ପୁରସ୍କାର ଏବଂ ୭ ଜଣଙ୍କୁ ପୁଲିସ ମେଡାଲ୍‍ ମିଳିବ ବୋଲି ପୁଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି । ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ । ଯେଉଁ ତିନିଜଣଙ୍କୁ ବୀରତା ପୁଲିସ ମେଡାଲ୍‍ ମିଳିବ ସେମାନେ ହେଉଛନ୍ତି କନଷ୍ଟେବଲ୍‍ ଅନନ୍ତ କାଡ୍ରାକା, …

Read More »

ସାଧାରଣ ଦିବସ ସମାରୋହରେ ଅତିଥିହେବେ ୧୦ ଆସିଆନ୍‍ ରାଷ୍ଟ୍ରମୁଖ୍ୟ

ଭୁବନେଶ୍ୱର, (ଓଟି): ଏଥର ସାଧାରଣତନ୍ତ୍ର ଦିବସ ଏକ ନୂଆ ଇତିହାସ ଯୋଡ଼ିବାକୁ ଯାଉଛି । ପ୍ରଥମଥର ପାଇଁ ଆସିଆନ୍‍ ଦେଶମାନଙ୍କ ରାଷ୍ଟ୍ରମୁଖ୍ୟମାନେ ଭାରତର ୬୯ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ବିଶ୍ୱର ୧୦ ଜଣ ରାଷ୍ଟ୍ରମୁଖ୍ୟ କେବେ ଏପରି ଏକ ସମାବେଶରେ ଯୋଗ ଦେଇ ନାହାନ୍ତି । ଏଣୁ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବିଶ୍ୱ ସମୁଦାୟର ଗ୍ରହଣୀୟତାକୁ ପ୍ରତିପାଦନ କରୁଛି ବୋଲି …

Read More »

ଓଡ଼ିଶାର ୨ ଶିଶୁଙ୍କୁ ଜାତୀୟ ସାହସିକତା ପୁରସ୍କାର

ଭୁବନେଶ୍ୱର, (ଓଟି): ଉଲ୍ଲେଖନୀୟ ସାହସ ପ୍ରଦର୍ଶନ କରି ଅନ୍ୟର ଜୀବନ ରକ୍ଷା କରିଥିବା ଓଡ଼ିଶାର ଦୁଇ ଶିଶୁଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ଗଣତନ୍ତ୍ର ଦିବସର ଦୁଇଦିନ ପୂର୍ବରୁ ପରମ୍ପରା ଅନୁସାରେ ପ୍ରଧାନମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହାଙ୍କ ସହ ସମୁଦାୟ ୧୮ ଜଣଙ୍କୁ ଏହି ପୁରସ୍କାର ମିଳିଛି । ପୁରସ୍କାର ପ୍ରଦାନର ପୂର୍ବ ରାତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଶିଶୁଙ୍କୁ ନୈଶୃ …

Read More »

ଜାଣନ୍ତୁ ରେଳଗାଡ଼ିରେ ଥିବା ନମ୍ୱର ସମ୍ପର୍କରେ

ରେଳଗାଡ଼ିରେ ଯାତ୍ରା କରିବାର ମଜା ନିଆରା। ହୁଏତ କେତେଜଣ ପ୍ରତିଦିନ ରେଳଗାଡ଼ିରେ ଯିବାଆସିବା କରନ୍ତି। ଆଉ କେତେଜଣ ନିଜ ସମ୍ପର୍କିୟଙ୍କୁ ଛାଡ଼ିବାକୁ ରେଳ ଷ୍ଟେସନ‌୍‍ ଆସିଥାନ୍ତି। କିନ୍ତୁ ରେଳଗାଡ଼ିରେ ଲେଖାହୋଇଥିବା କିଛି ନମ୍ୱର ପ୍ରତି କାହାର ନିଘା ନଥାଏ। ଆପଣ ଜାଣିଛନ୍ତି କି ରେଳଗାଡ଼ିରେ ଥିବା ନମ୍ୱରଗୁଡ଼ିକରେ କିଛି ତଥ୍ୟ ଲୁଚି ରହିଛି। ତାହେଲେ ଆଜି ଆସନ୍ତୁ ଜାଣିବା ରେଳଗାଡ଼ିରେ ଥିବା ନମ୍ୱରଗୁଡ଼ିକର ରହସ୍ୟ ସମ୍ପର୍କରେ – ପ୍ରତ୍ୟେକ ରେଳଗାଡ଼ିରେ …

Read More »

ଇତିହାସକୁ ଦୋହରାଇବ ଏଥର ଗଣତନ୍ତ୍ର ଦିବସ

ନୂଆଦିଲ୍ଲୀ: ୧୯୫୦ ମସିହା ଜାନୁଆରି ୨୬ ତାରିଖ ଦିନ ଭାରତ ପ୍ରଥମ ଗଣତନ୍ତ୍ର ଦିବସ ପାଳନ କରିଥିଲା । ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଇତିହାସକୁ ଦୋହରା ଯିବ। ପ୍ରଥମ ଗଣତନ୍ତ୍ର ଦିବସରେ ଦକ୍ଷିଣ ପୂର୍ବ ଏସିଆର ପ୍ରବୀଣ ନେତା ଓ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି କର୍ଣ୍ଣେଲ୍‌ ସୁକର୍ଣ୍ଣୋଙ୍କୁ ମୁଖ୍ୟଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା। ସ୍ୱାଧୀନତାର ୬୮ବର୍ଷ ପରେ ଭାରତ ପୁଣି ଥରେ ଇତିହାସକୁ ଦୋହରାଇବାକୁ ଯାଉଛି । ଇଣ୍ଡୋନେସିଆର ବର୍ତ୍ତମାନର …

Read More »

ବିଶ୍ୱବିଜୟୀ ତ୍ରିରଙ୍ଗାର ଜୟଯାତ୍ରା

ଜୁଲାଇ ୨୨ ତାରିଖରେ ତ୍ରିରଙ୍ଗାକୁ ଜାତୀୟ ପତାକା ରୂପେ ବିଧିବଦ୍ଧ ସ୍ୱୀକୃତି ମିଳିଥିଲା। ମାତ୍ର ଏହା ଏତେ ସହଜ ନଥିଲା। ବହୁ ତର୍କ-ବିତର୍କ, ଆଲୋଚନା-ପର୍ଯ୍ୟାଲୋଚନା ଓ ବିଚାର-ବିମର୍ଶ ପରେ ତ୍ରିରଙ୍ଗା ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଥିଲା। ତ୍ରିରଙ୍ଗା ଜୟଯାତ୍ରାର କାହାଣୀ ଆରମ୍ଭ ହୋଇଥିଲା ୧୮୫୭ ସିପାହୀ ବିଦ୍ରୋହ ସମୟରୁ। ଜଣେ ବ୍ରିଟିଶର୍ସ ପ୍ରଥମେ ଭାରତରେ ଜାତୀୟ ପତାକାର ପରିକଳ୍ପନା କରିଥିଲେ ବୋଲି କୁହାଯାଏ। ସେଥିରେ ବ୍ରିଟିଶ‌୍‍, କାନାଡ଼ା ଓ ଅଷ୍ଟ୍ରେଲିଆର …

Read More »

୫ବର୍ଷ ପରେ ରାଜପଥରେ ହେଲା ପ୍ୟାରେଡ୍

୧୯୫୦ରୁ ଗଣତନ୍ତ୍ର ଦିବସ ସମାରୋହର ବିଗୁଲ୍ ବାଜିଥିଲେ ମଧ୍ୟ ରାଜପଥରେ ପ୍ୟାରେଡ୍ ହୋଇପାରି ନଥିଲା । ୧୯୫୫ ମସିହାରେ ରାଜମାର୍ଗରେ ପ୍ୟାରେଡ୍ ହେବ ବୋଲି ଘୋଷଣା ହୋଇଥିଲା । ଏକ ଖ୍ରିଷ୍ଟ୍ରିଆନ୍ ଗୀତ ‘ଆବାଇଡ୍ ୱିଥ୍ ମି’ର ତାଳେ ତାଳେ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ଏହି ସଙ୍ଗୀତ ମହାତ୍ମା ଗାନ୍ଧିଙ୍କୁ ଖୁବ୍ ପସନ୍ଦ ଥିଲା । Share on: WhatsApp

Read More »

ଜାନୁୟାରୀ ୨୬ରେ କାହିଁକି ପାଳନ ହୁଏ ଗଣତନ୍ତ୍ର ଦିବସ

ଭାରତ ଇତିହାସରେ ଦେଶର ସ୍ୱାଧୀନତା ଓ ଗଣତନ୍ତ୍ର ଦିବସର ଇତିହାସ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ପ୍ରତିବର୍ଷ ଜାନୁୟାରୀ ୨୬ରେ ଭାରତ ଗଣତନ୍ତ୍ର ଦିବସ ପାଳନ କରିଆସୁଛି । କେହି କେହି ଏହାକୁ ‘ଜନରାଜ୍ୟ ଦିବସ’, ‘ସାଧାରଣତନ୍ତ୍ର ଦିବସ’ ଭାବେ ମଧ୍ୟ ନାମିତ । ତେବେ ମନରେ ପ୍ରଶ୍ନ ଉଠେ କାହିଁକି ଜାନୁୟାରୀ ୨୬କୁ ଗଣତନ୍ତ୍ର ଦିବସ ଭାବେ ନାମିତ କରିବାକୁ ଚିନ୍ତା କରାଗଲା? ୧୯୩୦ ମସିହା ଜାନୁୟାରୀ ୨୬ ତାରିଖରେ …

Read More »