କର୍ପୋରେଟ‍୍‌

ହାଟ, ବଜାର ଓ କର୍ପୋରେଟ‍୍‌ ଖବର। ଶେୟାର ମାର୍କେଟ‍୍‌, ବ୍ୟାଙ୍କ, କମ୍ପାନୀ ଦାୟିତ୍ୱବୋଧ. News and features on odisha Business, Corporate in Odisha, Investment, Mining, industries

ସାଓନିର ନୁଆ ଲାପଟପ୍

ଭୁବନେଶ୍ୱର, (ହିମାଂଶୁ ଭୂଷଣ ପଣ୍ଡା): ସାଓନି କେବଳ ଏମ୍ଆଇର ସ୍ମାର୍ଟଫୋନ୍ ତିଆରି କରିବା ପାଇଁ ଜଣାଶୁଣା କମ୍ପାନୀ ହୋଇନାହିଁ । ମୋବାଇଲ ପ୍ରସ୍ତୁତକାରୀ ଏହି କମ୍ପାନୀ ସ୍ମାର୍ଟଫୋନ ଦୁନିଆରେ ନିଜର ସ୍ଥିତି ସୁଦୃଢ କରିବା ପରେ ଲାପଟପ ଓ ପରେ ପରେ ର ‘ମୀ ନୋଟବୁକ ପ୍ରୋ’ ରୁ ମିଳିଥିବା ସଫଳତା ପରେ କମ୍ପାନୀ ଏହାର ଅପଡେଟ ଭର୍ଜନ ‘ମୀ ନୋଟବୁକ ପ୍ରୋ୨’ କୁ ପ୍ରସ୍ତୁତ କରିଛି । ମୀ …

Read More »

ଜିଓ ଫୋନ୍‍୨: ଅଧିକ ମେମୋରୀ ସହ କ୍ୟାମେରା ଓ ଲମ୍ବା ସମୟର ବ୍ୟାକ୍‍ଅପ୍‍ ବ୍ୟବସ୍ଥା

ଭୁବନେଶ୍ୱର, ( ହିମାଂଶୁ ଭୂଷଣ ପଣ୍ଡା):  ଆଜିର ଦିନରେ ରିଲାଏନସ୍‍ କମ୍ପାନୀର ଜିଓର ଗାହକଙ୍କ ସଖ୍ୟା ଆକାଶଛୁଆର୍ଁ ହୋଇପାରିଛି କାରଣ ହେଉଛି ଏହାର ଆକର୍ଷଣୀୟ ଅଫର୍‍ । ଜିଓର ଅଫର ଭଳି ଅନ୍ୟ ମୋବାଇଲ ନେଟୱର୍କ କମ୍ପାନୀ ମାନଙ୍କର ସେଭଳି କିଛି ଅଫର ଆସୁନାହିଁ । କୌଣସି ପର୍ବପର୍ବାଣୀ ହେଉ କିମ୍ବା ଯେ କୌଣସି ଉତ୍ସବର ହେଉ ଜିଓ ନିଶ୍ଚିତ କିଛିନା କିଛି ଅଫର ଦେବ ବୋଲି ତାର ଗ୍ରାହକ …

Read More »

ଫ୍ଲିପକାର୍ଟ ବିକ୍ରିକରିବ ନିତ୍ୟବ୍ୟବହାର ଗ୍ରୋସରୀ । ଲଞ୍ଚ ହେଲା ଫ୍ଲିପ୍କାର୍ଟର ଇ-ଗ୍ରୋସରୀ ‘ସୁପରମାର୍ଟ’ ।

ଭୁବନେଶ୍ୱର, (ହିମାଂଶଭୂଷଣ ପଣ୍ଡା): ଭାରତର ସବୁଠାରୁ ବଡ଼ ଇ-କମର୍ସ କମ୍ପାନୀ ଫ୍ଲିପକାଟ ଏବେ ଗ୍ରାହକମାନଙ୍କୁ ଯୋଗାଇଦେବ ଇ-ଗ୍ରୋସରୀ ଅର୍ଥାତ ଏବେ ଲୋକମାନେ ଘରେ ବସି ମଧ୍ୟ ଫ୍ଲିପକାଟ ଜରିଆରେ ଗ୍ରୋସରୀ ସାମଗ୍ରି ପାଇପାରିବେ । ଏହି ଇ-କମର୍ସ କମ୍ପାନୀ ପ୍ରଥମେ ଟିଭି,ମୋବାଇଲ୍ ଏବଂ ଇଲ୍କୋଟ୍ରୋନିକ୍ସ ସାମଗ୍ରୀ ବିକ୍ରି କରୁଥିଲା । ଧିରେ ଧିରେ ଏହି କମ୍ପାନୀ କପଡା ବିକ୍ରି ମଧ୍ୟ କରିଥିଲା ଆଉ ଏବେ ନୁଆକରି ଗ୍ରୋସରୀ ସାମଗ୍ରୀ ବିକ୍ରି …

Read More »

ଶାଓନିର ନୁଆ ସ୍ମାର୍ଟଫୋନ୍ ଏମଆଇ ଏ୨ (MiA2): ନୁଆ ନୁଆ ଫିଚର ଏବଂ ଅଫରରେ ମିଳିବ ଏହି ସ୍ମାର୍ଟଫୋନ୍

ଭୁବନେଶ୍ୱର, (ହିମାଂଶୁଭୂଷଣ ପଣ୍ଡା ): ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସିର ଖବର । ଚୀନର ମୋବାଇଲ୍ କମ୍ପାନୀ ଶାଓନି ନିଜର ପ୍ରତିଷ୍ଠିତ ବ୍ରାଣ୍ଡ ଏମ୍‍ଆଇ ଷଫନ୍‍ର ନୂଆ ଭର୍ସନ୍‍ ଲଞ୍ଚ୍‍ କରିଛି । ଏହି ନୁଆ ସ୍ମାର୍ଟଫୋନର ନାଁ ରହିଛି ଏମ୍‍ଆଇଏ୨ । ନିକଟରେ ନୁଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଇଭେଣ୍ଟ ରେ କମ୍ପାନୀ ତାର ଏହି ପ୍ରଡକ୍ଟକୁ ଭାରତୀୟ ବଜାରରେ ପ୍ରବେଶ କରିଛି । ଏହି ମଡେଲର ଫୋନ୍‍ଟି …

Read More »

ଭାରତୀୟ ରେଳ ପାଇଁ ରେଳ ଧାରଣା ଯୋଗାଇବାକୁ ଜେଏସ୍‍ପିଏଲ୍‍ ଯୋଗ୍ୟ ବିବେଚିତ

ଭୁବନେଶ୍ୱର, (ଓଟି): ଭାରତୀୟ ରେଳବାଇକୁ ଆବଶ୍ୟକ ଅନୁସାରେ ରେଳଧାରଣା ଯୋଗାଇବା ପାଇଁ ଆହ୍ୱାନ କରାଯାଇଥିବା ସର୍ବ ପ୍ରଥମ ଗ୍ଲୋବାଲ୍‍ ଟେଣ୍ଡର ପ୍ରକ୍ରିୟାରେ ଜେଏସ୍‍ପିଏଲ୍‍ ବିଜୟୀ ହୋଇଛି । ଏହାଦ୍ୱାରା କମ୍ପାନୀ ୧ ଲକ୍ଷ ଟନ୍‍ ରେଳଧାରଣା ଯେଗାଇବା ପାଇଁ କାର୍ଯ୍ୟାଦେଶ ମଧ୍ୟ ଲାଭ କରିଛି । କମ୍ପାନୀ ପକ୍ଷରୁ ଏନେଇ ସୂଚନା ଦେଇ ଜେଏସ୍‍ପିଏଲ୍‍ ସିଇଓ ଏନଏ ଅନ୍ସାରୀ କହିଛନ୍ତି, “ଆମେ ଭାରତୀୟ ରେଳର ଯୋଜନାବଦ୍ଧ ଦ୍ରୁତ ରେଳଧାରଣା ନିର୍ମାଣ …

Read More »

କଞ୍ଚାମାଲ ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ନବୀନ ଜିନ୍ଦଲ

ଭୂବନେଶ୍ୱର,(ଓଟି): ଲୁହାପଥରର ମୂଲ୍ୟ ଓ ପରିବହନ ଦରର କ୍ରମାଗତ ବୃଦ୍ଧିକୁ ନିୟନ୍ତ୍ରଣ କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଜିନ୍ଦଲଷ୍ଟିଲ ଏଣ୍ଡ ପାୱାର ଲିମିଟେଡର ଅଧ୍ୟକ୍ଷନବୀନ ଜିନ୍ଦଲ ସରକାରଙ୍କୁ ଅନୁରୋଧ କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଲୁହାପଥର ମୂଲ୍ୟ କମୁଥିବାବେଳେ ଓଡିଶାରେ ଏହା ବଢି ଚାଲିଛି। ଏହା ସହିତ କଞ୍ଚାମାଲ ପରିବହନକାରୀମାନେ ସେମାନଙ୍କ ଦର ବିଭିନ୍ନ ସମୟରେ ବୃଦ୍ଧି କରିଚାଲିଛନ୍ତି। ଏହା ରାଜ୍ୟରୁ ଇସ୍ପାତ ଶିଳ୍ପକୁ ଗଭୀର ଭାବରେ ପ୍ରଭାବିତ କରୁଛି …

Read More »

ଓଡିଶାରେ ୬୦ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିବ ଟାଟା ଗ୍ରୁପ‌୍‍

ଭୁବନେଶ୍ୱର,(ଓଟି): ଓଡିଶାରେ ଟାଟା ଗ୍ରୁପ‌୍‍ ପକ୍ଷରୁ ୬୦ ହଜାର କୋଟି ଟଙ୍କା ପଞ୍ଜି ନିବେଶ କରାଯିବ। ଏଥିମଧ୍ୟରୁ ୩୫ ହଜାର କୋଟି ଟଙ୍କା ଅଧିଗୃହୀତ ଭୂଷଣ ପ୍ଲାଣ୍ଟରେ ବିନିଯୋଗ ହେବ, ଅବଶିଷ୍ଟ ୨୫ ହଜାର କୋଟି ଟଙ୍କା କଳିଙ୍ଗନଗର ପ୍ଲାଣ୍ଟର ସମ୍ପ୍ରସାରଣରେ ବିନିଯୋଗ ହେବ ବୋଲି ଟାଟା ସନ୍ସର ଚେୟାରମ୍ୟାନ‌୍‍ ନଟରାଜନ‌୍‍ ଚନ୍ଦ୍ରଶେଖରନ‌୍‍ ପ୍ରକାଶ କରିଛନ୍ତି। ମଙ୍ଗଳବାର ଦିନ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀ ଚନ୍ଦ୍ରଶେଖରନ‌୍‍ ଭେଟି ପ୍ରସ୍ତାବିତ …

Read More »

ଭୂଷଣ ଷ୍ଟିଲକୁ କିଣିଲା ଟାଟା ଷ୍ଟିଲ

ଭୁବନେଶ୍ୱର,(ଓଟି): ଦେବାଳିଆ ଘୋଷିତ ଭୂଷଣ ଷ୍ଟିଲକୁ  ଟାଟା ଷ୍ଟିଲ କିଣିଛି । କିଣା ବିକାକୁ ଭାରତୀୟ ପ୍ରତିଯୋଗିତା କମିଶନ ଓ ଜାତୀୟ କମ୍ପାନୀର ଟ୍ରିବ୍ୟୁନାଲ ମଞ୍ଜୁରୀ ଦେଇଥିବା ଟାଟା ଷ୍ଟିଲ ପକ୍ଷରୁ କୁହାଯାଇଛି । ଭୂଷଣ ଷ୍ଟିଲ ବ୍ୟାଙ୍କରୁ ଋଣ ଆଣି ପରିଶୋଧ କରିପାରିନଥିଲା। ଭୂଷଣ ଷ୍ଟିଲକୁ ଦେବାଳିଆ ଘୋଷଣା ସହ ଟ୍ରିବ୍ୟୁନାଲରେ ବିଚାର ଚାଲିଥିଲା । ଶେଷରେ ଏହାକୁ ନିଲାମ କରିବା ନେଇ ନିଷ୍ପତ୍ତି ହୋଇଥିଲା । ଏହାକୁ …

Read More »

ପଣ୍ଡା କମ୍ପାନୀକୁ “ବୈଜୟନ୍ତ’ ଅଡ଼ୁଆ

ଭୁବନେଶ୍ୱର, (ଓଟି):ଲୋକସଭା ସାଂସଦ ତଥା ବିଜେଡିର ନିଲମ୍ବିତ ସଦସ୍ୟ ବୈଜୟନ୍ତ ପଣ୍ଡା ଏବେ ନିଜ ପୈତୃକ ସମ୍ପତ୍ତି ଏବଂ ନିଜ ଦ୍ୱାରା ପ୍ରତିଷ୍ଠିତ କମ୍ପାନୀ ପ୍ରତି ବିପଦ ଭାବେ ଉଭା ହୋଇଛନ୍ତି। କାରଣ ତାଙ୍କର ରାଜନୀତିକ ପଟପରିବର୍ତ୍ତନ ହେତୁ ଏହିସବୁ କମ୍ପାନୀ ବିରୋଧରେ ଥିବା ଅନିୟମିତତାକୁ ସରକାରୀ ଅଧିକାରୀ ଓ ସାମାଜିକ ସଂଗଠନମାନେ ଏବେ ପ୍ରଘଟ କରିବାକୁ ଯଥେଷ୍ଟ ଆଗ୍ରହ ଦେଖାଉନ୍ତି । ଏହା ସ୍ପଷ୍ଟ କରୁଛି ଯେ, ବିଜେଡିର …

Read More »

ଲୁହାପଥର ସଙ୍କଟ: ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଦାବି କଲେ ନବୀନ ଜିନ୍ଦଲ

ଭୁବନେଶ୍ୱର, (ଓଟି): ଷ୍ଟିଲ୍‍ ଶିଳ୍ପ ଏବେ ସଙ୍କଟରେ । ବିଶେଷକରି ଓଡ଼ିଶାରେ କାର୍ଯ୍ୟକ୍ଷମ ଥିବା ୭ ପ୍ରମୁଖ ଲୁହାପଥର ଖଣି ବନ୍ଦ ହେବା ଦ୍ୱାରା ଏହି ସଙ୍କଟ ଦେଖା ଦେଇଛି । ବଜାରରେ ଓର୍‍ ଅଭାବକୁ ଦେଖି ଲୁହାପଥର ଦର ୧୦୦ ପ୍ରତିଶତ ବୃଦ୍ଧି ପାଇଛି । ଏଣୁ ଏ ଦିଗରେ ରାଜ୍ୟ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ା ବୋଲି କହିଛନ୍ତି ଜିନ୍ଦଲ୍‍ ଷ୍ଟିଲ୍‍ ଏବଂ ପାୱାର୍‍ ଲିମିଟେଡ୍‍ ( …

Read More »

ଷ୍ଟେଟ୍‍ବ୍ୟାଙ୍କ ସୁଧହାର ବୃଦ୍ଧି ଘୋଷଣା: ୧ କୋଟି ଟଙ୍କା ଉପର ଜମା ପାଇଁ ଲାଗୁ

ଭୁବନେଶ୍ୱର, (ଓଟି): ଭାରତୀୟ ଷ୍ଟେଟ୍‍ବ୍ୟାଙ୍କ ପକ୍ଷରୁ ସୁଧହାର ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି । ଏକକୋଟି ଟଙ୍କାରୁ ଉର୍ଦ୍ଧ ଜମା ଉପରେ ଏହା ସଙ୍ଗେ ସଙ୍ଗେ ଲାଗୁ ହୋଇଥିବା ବ୍ୟାଙ୍କ୍‍ ପକ୍ଷରୁ ସୂଚନା ମିଳିଛି । ଏହି ଘୋଷଣା ଦ୍ୱାରା ସ୍ୱଳ୍ପକାଳୀନ ବା ଏକ ବର୍ଷରୁ ୨ ବର୍ଷ ପାଇଁ ମିଆଦ ଜମା କ୍ଷେତ୍ରରେ ୧ କୋଟିରୁ ଉଦ୍ଧ୍ୱର୍ ପୁଞ୍ଜି ଉପରେ ବ୍ୟାଙ୍କ୍‍ ୬.୨୫ ପ୍ରତିଶତ ସୁଧ ଦେବ । …

Read More »

ଲୁହାପଥର ଦର ୨୨% ବୃଦ୍ଧି : ଇସ୍ପାତ ବଜାର ପ୍ରଭାବିତ

ଭୁବନେଶ୍ୱର,(ଓଟି): ନୂଆ ବର୍ଷ ଆରମ୍ଭରୁ ଖଣି ଲିଜ୍‌ଧାରୀଙ୍କ ପାଇଁ ଶୁଭ ସଙ୍କେତ। କାରଣ ଲୁହାପଥର ଦର ହାରାହାରି ୨୨% ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଇସ୍ପାତ ବଜାରକୁ ସାମଗ୍ରୀକ ଭାବେ ପ୍ରଭାବିତ କରି ଆଗାମୀ ଦିନରେ ଆଭ୍ୟନ୍ତରୀଣ ବଜାରରେ ଇସ୍ପାତ ସାମଗ୍ରୀ ମୂଲ୍ୟ ୨୫% ପର୍ଯ୍ୟନ୍ତ ବଢ଼ିବ। ପରିଣାମ ସ୍ୱରୂପ ଗ୍ରାମାଞ୍ଚଳ ଗୃହନିର୍ମାଣ ଠାରୁ ଆରମ୍ଭ କରି ରିଏଲ୍‌ ଇଷ୍ଟେଟ୍‌ ଓ ସର୍ବୋପରି ଭିତ୍ତିଭୂମି ପ୍ରକଳ୍ପ ବ୍ୟୟ ଯଥେଷ୍ଟ …

Read More »

ହକି ତାରକା ଦୀପ୍ସାନ୍ ତିର୍କିଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ

ଭୁବନେଶ୍ୱର,(ଓଟି): ଯୁବ ହକି ତାରକା ଦୀପ୍ସାନ୍ ତିର୍କିଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର।  ଦୀପସାନ୍‌ଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ସମ୍ମାନିତ କରାଯାଇଛି।  ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ ଟ୍ରଷ୍ଟ-ଇମ୍ପାକ୍ଟ ପକ୍ଷରୁ ପ୍ରତିବର୍ଷ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କର ପ୍ରଦାନ କରାଯାଇଥାଏ। ଭୁବନେଶ୍ୱରରେ XIMB ଅଡିଟୋରିୟମ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବତନ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟାନ ପି. ଗୋପୀଚାନ୍ଦ …

Read More »

ବିଆରପିଏଲର ୪୯ ପ୍ରତିଶତ ଅଂଶଧନ ଅଧିଗ୍ରହଣ କଲା ଜେଏସ‌୍‍ଡବ୍ଲୁ

ଭୁବନେଶ୍ୱର,(ଓଟି): ଜିନ୍ଦଲ‌୍‍ଗ୍ରୁପ‌୍‍ର ଜେଏସ‌୍‍ଡବ୍ଲୁ‌ ଅଧୀନସ୍ଥ ଟେକ୍ନୋ ପ୍ରୋଜେକ୍ଟ‌୍‍ ମ୍ୟାନେଜ‌୍‍ମେଣ୍ଟ ଲିମିଟେଡ‌୍‍ ଓଡ଼ିଶାର ଯାଜପୁର ଜିଲ୍ଲାରେ କାର୍ଯ୍ୟ କରୁଥିବା ଲୁହାପଥର ବ୍ୟବସାୟ କମ୍ପାନୀ ବ୍ରାହ୍ମଣୀ ରିଭର ପ୍ରୋଜେକ୍ଟସ‌୍‍ ଲିମିଟେଡ‌୍‍ ( ବିଆରପିଏଲ)ର ଅଂଶଧନ ଆର୍ଯ୍ୟନ ମାଇନିଂ ଆଣ୍ଡ ଟ୍ରେଡିଂ କର୍ପୋରେସନ ପ୍ରା. ଲିଃଠାରୁ ଅଧିଗ୍ରହଣ କରିଛି। ଏହି ଅଂଶଧନ ପରିମାଣ ୪୯ ପ୍ରତିଶତ ବୋଲି କମ୍ପାନୀ ପକ୍ଷରୁ ବିଧି ମୁତାବକ ବମ୍ୱେ ଷ୍ଟକ‌୍‍ ଏକ୍ସଚେଞ୍ଜକୁ ଜଣାଇ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, …

Read More »

ଓଇଆରସି ରାୟକୁ କାଏମ୍‌ ରଖିଲେ ସୁପ୍ରିମକୋର୍ଟ: ରିଲାଏନ୍ସ ଇନ୍‌ଫ୍ରାକୁ ଝଟକା

ଭୁବନେଶ୍ୱର,(ଓଟି):  ସୁପ୍ରିମକୋର୍ଟରୁ ରିଲାଏନ୍ସ ଇନ୍‌ଫ୍ରାକୁ  ବଡ଼ ଝଟକା ମିଳିଛି। ରିଲିଏନ୍ସ ଇନଫ୍ରା ଦ୍ୱାରା ପରିଚାଳିତ ୩ଟି ବିଦ୍ୟୁତ ବିତରଣ କମ୍ପାନୀ ଲାଇସେନ୍ସ ପ୍ରତ୍ୟାହାର ମାମଲାରେ ସୁପ୍ରିମକୋର୍ଟ ଓଇଆରସିର ରାୟକୁ କାଏମ ରଖିଛନ୍ତି । ୨୦୧୫ ମାର୍ଚ୍ଚ ୪ ତାରିଖରେ ରିଲିଏନ୍ସ ଇନଫ୍ରା ଦ୍ୱାରା ପରିଚାଳିତ ନେସକୋ, ୱେସକୋ ଓ ସାଉଥ୍‌କୋ କମ୍ପାନୀର ଲାଇସେନ୍ସ ଓଇଆରସି ପ୍ରତ୍ୟାହାର କରି ନେଇଥିଲା। ସେହି ସ୍ଥାନରେ ଗ୍ରୀଡକୋ ସିଏମଡିଙ୍କୁ ୩ଟି କମ୍ପାନୀର ପ୍ରଶାସକ ଭାବେ …

Read More »

ବୀମା ସେବାରେ ଆଧାର ସଂଯୋଗ ହେଲା ବାଧ୍ୟତାମୂଳକ

ଭୁବନେଶ୍ୱର, (ଓଟି): ସରକାର ବିଭିନ୍ନ ଜନହିତକର ଯୋଜନା ଏବଂ ସେବାଗୁଡ଼ିକ ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରି ଦେଇଛନ୍ତି। ତେବେ ସେ ରାସନ କାର୍ଡ ହେଉ କିମ୍ବା ଆପଣ ବ୍ୟବହାର କରୁଥିବା ମୋବାଇଲ ସିମରେ ଆଧାର ସଂଯୋଗ ନକଲେ ତାହା ଅଚଳ ହୋଇଯିବ । ଏଣିକି ଆପଣ କୌଣସି ବି ବ୍ୟକ୍ତିଗତ କିମ୍ବା ସରକାରୀ କମ୍ପାନିରୁ ବୀମା କରିଛନ୍ତି, ତେବେ ଆପଣଙ୍କୁ ଆଧାର ସହ ଲିଙ୍କ କରିବାକୁ ହେବ ବୋଲି …

Read More »

ଏକ ବିଶ୍ବସ୍ତରୀୟ ବନ୍ଦର ହେବ ପାରାଦୀପ: ରିଙ୍କେଶ ରାୟ , ଅଧ୍ୟକ୍ଷ- ପାରାଦୀପ ବନ୍ଦର

ବିଶ୍ୱ  ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ପାରାଦୀପ ବନ୍ଦର ନିଜର ଅଭିବୃଦ୍ଧି ବଜାୟ ରଖିବା ସହ ଏହା ଦେଶର ଏକ ପ୍ରମୁଖ ବନ୍ଦରଭାବେ ଗଣା ହେଉଛି ।ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ପଣ୍ୟ କାରବାରରେ ଏହା ପ୍ରାୟ 18 ପ୍ରତିଶତ ଅଭିବୃଦ୍ଧି ହାସଲ କରି ବୃହତ ବନ୍ଦରଗୁଡ଼ିକ ମଧ୍ୟରେ ଏକନମ୍ବର ସ୍ଥାନ ଦଖଲ କରିପାରିଛି।   ଆଗାମୀ ଦିନରେ ଅଗ୍ରଣୀ ସ୍ଥାନ ହାସଲ ପାଇଁ ପାରାଦୀପ ବନ୍ଦର ନିଜର କ୍ଷମତା ଓ …

Read More »