କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ବ୍ୟକ୍ତିତ୍ୱ

ଖ୍ୟାତନାମା ବ୍ୟକ୍ତି ଓ ତାଙ୍କ ବ୍ୟକ୍ତିତ୍ୱକୁ ଆଧାରକରି ପ୍ରସ୍ତୁତ ସାକ୍ଷାତକାର କିମ୍ୱା ବାସ୍ତବ କାହାଣୀ।

ଭାରତ ହେଉଛି ଆମର ସ୍ୱପ୍ନର ଭାରତ : ରାଷ୍ଟ୍ରପତି ରାମନାଥ କୋବିନ୍ଦ

ramnath-kovind-taking-oath_650x400_81500967597

ନୂଆଦିଲ୍ଲୀ: ନିବନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ସଂସଦଭବନରେ ଶପଥ ନେଇଛନ୍ତି ଦେଶର ପ୍ରଥମ ନାଗରିକ । ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ରାମନାଥ କୋବିନ୍ଦ ନିଜର ପ୍ରଥମ ଅଭିଭାଷଣ ପ୍ରଦାନ କରି ଭାରତର ୧୨୫ କୋଟି ଜନତାଙ୍କୁ ପ୍ରଣାମ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ଏହି ପଦବିକୁ ଅତ୍ୟନ୍ତ ନମନୀୟତା ସହ ...

Read More »

ଦେଖାଦେଲେ ଡାକ୍ତର ଶ୍ରୀନାଥ ରେଡ୍ଡୀ : ଆଇଆଇପିଏଚ‍୍‌ ପ୍ରତିଷ୍ଠା ଉପରେ ପ୍ରଶ୍ନବାଚୀ

K-Srinath-reddy

ଭୁବନେଶ୍ୱର,(ଓଟି): ଓଡିଶା ସରକାରଙ୍କୁ ସ୍ୱାସ୍ଥ୍ୟସେବା ଉପରେ ପରାମର୍ଶ ଦେବାପାଇଁ କ୍ୟାବିନେଟ‍୍‌ ପାହ୍ୟା ପାଇଥିବା ଡାକ୍ତର ଶ୍ରୀନାଥ ରେଡ୍ଡୀ ଦୀର୍ଘଦିନ ପରେ ଆଜି ରାଜ୍ୟ ସଚିବାଳୟରେ ଦେଖା ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହିତ ଆଲୋଚନା କରି ସ୍ୱାସ୍ଥ୍ୟସେବା ଉପରେ କିଛି ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ଶ୍ରୀ ଜେନା ମଧ୍ୟ ଶ୍ରୀ ରେଡ୍ଡୀଙ୍କ ଠାରୁ ପରାମର୍ଶ ଗ୍ରହଣ କରିଛନ୍ତି। ଡାକ୍ତର ରେଡ୍ଡୀ ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟସେବା ଉପରେ ପରାମର୍ଶ ...

Read More »

ଓଡ଼ିଶାରେ ଅମିତ୍ ଶାହା: ଲକ୍ଷ୍ୟ ୧୨୦

amit-shah

ଭୁବନେଶ୍ୱର,(ଓଟି): ଆଗାମୀ ୨୦୧୯ସାଧାରଣ ନିର୍ବାଚନରେ ଓଡ଼ିଶା ସମେତ ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡିକରୁ ୧୨୦ଟି ଲୋକସଭା ଆସନ ଜିତିବା ଲକ୍ଷ୍ୟରେ ରଣନୀତି ପ୍ରସ୍ତୁତ କରିବା ତଥା କର୍ମୀମାନଙ୍କୁ ବିଜୟ ମନ୍ତ୍ର ଦେବା ପାଇଁ ବିଜେପି ସଭାପତି ଅମିତ୍ ଶାହା ଓଡ଼ିଶାରେ ପହଞ୍ଚିଛନ୍ତି। ଦଳର ସାଙ୍ଗଠନିକ ଶକ୍ତି ସୁଦୃଢ଼ କରାଗଲେ ଏହି ୧୨୦ଟି ଆସନରେ ଦଳ ବିଜୟୀ ହୋଇପାରିବ ବୋଲି ଶ୍ରୀ ଶାହ ଆକଳନ କରିଛନ୍ତି। ଫଳରେ ୨୦୧୪ ଭଳି ୨୦୧୯ରେ ବିଜେପି ...

Read More »

ଋାଷ୍ଟ୍ରପତି ନିର୍ବାଚନ: ଦଳିତ ବନାମ ଦଳିତ

meerakovind

କୋବିନ୍ଦଙ୍କ ବିପକ୍ଷରେ ମୀରା କୁମାର ମିଳିତ ବିରୋଧୀ ଦଳ ପ୍ରାର୍ଥୀ ନୂଆଦିଲ୍ଲୀ:  ଦେଶର ଜଣାଶୁଣା ଦଳିତ ନେତା ବାବୁ ଜଗଜ୍ଜୀବନ ରାମଙ୍କ କନ୍ୟା, ପାଞ୍ଚ ଥର ପାର୍ଲାମେଣ୍ଟ ସଦସ୍ୟ ତଥା ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାରଙ୍କୁ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ  ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଛନ୍ତି। ମୀରାଙ୍କ ପ୍ରାର୍ଥୀତ୍ୱକୁ ଗୁରୁବାର ପାର୍ଲାମେଣ୍ଟ ଭବନରେ ବସିଥିବା ବିରୋଧୀ ଦଳଙ୍କ ବୈଠକରେ ସର୍ବସମ୍ମତ ଭାବେ ମୋହର ଦିଆଯାଇଛି। ଜୁଲାଇ ୧୭ ତାରିଖରେ ହେବାକୁ ...

Read More »

ଚର୍ଚ୍ଚାରେ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା

surendra mina ias

ବାରିପଦା,(ଓଟି): ରବିବାର ରାତି ୮ଟାରେ ସୁରେନ୍ଦ୍ର କୁମାର ମିନା ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦ୍ଦେର୍ଶକ ଭାବେ ସେ କାର୍ଯ୍ୟ କରୁଥିଲେ। ସୁନ୍ଦରଗଡ଼ ଜିଲ୍ଲାରୁ ଦୀର୍ଘ ୩୫୦ କିମି ଗାଡ଼ିରେ ଯାତ୍ରା କରି ବାରିପଦା ସର୍କିଟ ହାଉସରେ ପହଞ୍ଚି ବିଶ୍ରାମ ନ ନେଇ ପିନ୍ଧିଥିବା ପୋଷାକକୁ ନ ବଦଳାଇ ମାତ୍ର ୧୦ ମିନିଟ‍୍‌ ମଧ୍ୟରେ ନୂତନ ଜିଲ୍ଲାପାଳ ଦାୟିତ୍ୱ ...

Read More »

ଶତାବ୍ଦୀ ପୁରୁଷ ପଣ୍ଡିତ ଦୀନଦୟାଲ

deendayal

ପଣ୍ଡିତ ଦୀନଦୟାଲଙ୍କର ଆର୍ବିଭାବ ତିଥି ୧୯୧୬ ସେପ୍ଟେମ୍ୱର ୨୫ ତାରିଖ । ତେଣୁ ୨୦୧୫ ସେପ୍ଟେମ୍ୱର ୨୫ ରୁ ତାଙ୍କର ଜନ୍ମ ଶତବାର୍ଷିକୀ ଉସିବ ଆରମ୍ଭ ହୋଇଛି। ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ତାଙ୍କ ଜନ୍ମ ଶତବାର୍ଷିକୀ ବର୍ଷକୁ ମହାସମାରୋହରେ ପାଳନ କରିବାକୁ ଉଦ୍ୟମ ହୋଇଛି। ତାଙ୍କ ନାମରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ନାମିତ କରାଯିବା ସହିତ ବିଭିନ୍ନ ସ୍ଥାନରେ ତାଙ୍କର ସ୍ମତିରକ୍ଷା ପାଇଁ ଉଦ୍ୟମ ...

Read More »

ମନେ ପଡନ୍ତି: ସଦାଶିବ ତ୍ରପାଠୀ

ସଦାଶିବ ତ୍ରିପାଠୀ (୨୧ ଅପ୍ରେଲ ୧୯୧୦–୯ ସେପ୍ଟେମ୍ବର ୧୯୮୦) ୨୧ ଫେବୃଆରୀ ୧୯୬୫ ଠାରୁ ୮ ମାର୍ଚ୍ଚ ୧୯୬୭ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ।ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳରେ ରାଜସ୍ୱମନ୍ତ୍ରୀ ଥିଲାବେଳେ ସେ ପ୍ରଥମେ ଓଡ଼ିଶାରେ ଜମିଦାରୀ ପ୍ରଥାର ଉଚ୍ଛେଦ ପାଇଁ ବିଲ ଆଗତ କରିଥିଲେ ଯାହାକୁ ପରେ ସେ ଏକ ଆଇନ ଭାବରେ କାର୍ଯ୍ୟକାରୀ କରିଥିଲେ । ଓଡ଼ିଶାର ଜମିଜମା ସମ୍ବନ୍ଧୀୟ ନାନାଦି ଆଇନ ଓ ସମସ୍ୟା ସମ୍ବନ୍ଧରେ ...

Read More »

ସରକାରଙ୍କ ଗୋଡ଼ାଣିଆ ସାଜିଛି ଓଡ଼ିଶାରେ ମେନ‍୍‌ଷ୍ଟ୍ରିମ‍୍‌ ମିଡିଆ: ସତ୍ୟ ପ୍ରକାଶ ନାୟକ

satya

ଯୁବ ସାମ୍ୱାଦିକ ତଥା ଲୋକପ୍ରିୟ ଟେଲିଭିଜନ‍୍‌ ବିତର୍କ କାର୍ଯ୍ୟକ୍ରମ “ସତ୍ୟର ସାମ୍ନା’ ହୋଷ୍ଟ ସତ୍ୟ ପ୍ରକାଶ ନାୟକ ନିକଟରେ “ଜୀ କଳିଙ୍ଗ’ର ଚ୍ୟାନେଲ‍୍‌ ମୁଖ୍ୟ ପଦରୁ ଇସ୍ତଫା ଦେଇ ଗୁରୁବାରଠାରୁ ଦୈନିକ ସମୟର ସମ୍ପାଦକ ପଦ ସମ୍ଭାଳିଛନ୍ତି। ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯେଉଁଥିରେ ବିଭିନ୍ନ ପ୍ରକାର ଦୁର୍ନୀତି, ଅନିୟମିତତା ଏବଂ ତୋଷାରପାତ ଅଭିଯୋଗ ସମ୍ପୃକ୍ତ ଥାଏ, ତାହାକୁ ସେ ନିଜ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସାମ୍ନାକୁ ଆଣି ବେଶ‍୍‌ ...

Read More »

ସାହିତ୍ୟ ଭାରତୀ କୁନ୍ତଳା କୁମାରୀ ସାବତ

14046081_1632395393440800_531639801017635995_n

ସାହିତ୍ୟ ଭାରତୀ କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮)। ଓଡ଼ିଶାରେ ସ୍ଵାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକା ଧାରରେ ସେ ଥିଲେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ଘୃଣ୍ୟ ଜାତିପ୍ରଥା ...

Read More »

ପାରଳାର ଅଭିଶପ୍ତ ଗଜପତି ମହାରାଜା

SONY DSC

ଏମାଟିର ଜଣେ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ପାରଳାଖେମୁଣ୍ଡିର ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଗଜପତିଦେଓ। ଓଡ଼ିଶା ମାଟିକୁ ଏକାଠି କରିବାରେ ତାଙ୍କର ବହୁତ ବଡ଼ ଅବଦାନ ରହିଥିଲା। ଯଦି ସେ ନଥାଆନ୍ତେ ହୁଏତ ପାରଳାଖେମୁଣ୍ଡି ଓଡ଼ିଶାର ଅଙ୍ଗ ହୋଇ ନଥାନ୍ତା। ସେଠି ଲୋକେ ଯାହା ବି ଓଡ଼ିଆ କହୁଛନ୍ତି କହୁନଥାନ୍ତେ। ଉତ୍କଳ ବିଶ୍ୱବିଦ୍ୟାଳୟ, କଟକର ସିଆର‍୍‌ଆର‍୍‌ଆଇ, ଶ୍ରୀରାମଚନ୍ଦ୍ର ମେଡିକାଲ‍୍‌ କଲେଜ୍‌ ନିର୍ମାଣରେ ତାଙ୍କ ଅବଦାନ ଅତୁଳନୀୟ। ୧୯୭୪ରେ ତାଙ୍କ ମୃତ୍ୟୁପରେ ପାରଳାଖେମୁଣ୍ଡି ...

Read More »

‘ଓଡିଶାର ସ୍ୱାର୍ଥ ରକ୍ଷା କରିବା କାମ ଗୋଟିଏ ଦଳର ନୁହେଁ’ : ଜଷ୍ଟିସ ଚୌଧୁରୀ ପ୍ରତାପ କେଶରୀ ମିଶ୍ର

justice-mishra

ସମସ୍ତ ରାଜନୈତିକ ଦଳ ଏପରିକି ଜନସାଧାରଣ ସଚେତନ ନ ହେଲେ ରାଜ୍ୟର ସ୍ୱାର୍ଥ ରକ୍ଷା କରିବା ସମ୍ଭବ ନୁହେଁ । ସରକାର ଯଦି ମହାନଦୀ ସମ୍ପର୍କରେ ସଚେତନ ଥା’ନ୍ତେ ତେବେ ଆଜି ଏପରି ସମସ୍ୟା ଦେଖାଦେଇନଥା’ନ୍ତା ବୋଲି ମହାନଦୀକୁ ନେଇ ଅଲ‍୍‌ ପାର୍ଟି ଡିସିସନ‍୍‌ ମେକିଙ୍ଗ ପ୍ୟାନେଲ କମିଟିର ଆପଣ ଅଧ୍ୟକ୍ଷ ଜଷ୍ଟିସ ଚୌଧୁରୀ ପ୍ରତାପ କେଶରୀ ମିଶ୍ର ମତବ୍ୟକ୍ତ କରିଛନ୍ତି । ତାଙ୍କ ସହିତ ସରୋଜ ମହାପାତ୍ରଙ୍କ ସାକ୍ଷାତକାର ...

Read More »

ଅନୁଭବରୁ ଅନୁଭୂତି -ସେଦିନରୁ ଆଜି ଯାଏଁ

hotel-swosti-grand-re-dama-rout-nka-press-meet-5-660x400

ଡା. ଦାମୋଦର ରାଉତ ବିଗତ ୧୯୯୫ ମସିହାରେ ସ୍ବାଧୀନତାର ଅନେକ ବର୍ଷ ପରେ କେନ୍ଦ୍ରର ୟୁନିୟନ ସରକାର ଦେଶରେ ଶିଶୁମାନଙ୍କର ପୁଷ୍ଟିହୀନତାକୁ ରୋଧ କରିବା ପାଇଁ ଏକ ସ୍ବତନ୍ତ୍ର ପୁଷ୍ଟି ଯୋଗାଣ କାର୍ଯ୍ୟକ୍ରମ (ଏସ‍୍‌.ଏନ‍୍‌.ପି.)କାର୍ଯ୍ୟକାରୀ କରାଇଲେ । ଏଥିନିମିତ୍ତ ଶତ ପ୍ରତିଶତ ଆର୍ଥିକ ସହାୟତା କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଯୋଗାଇ ଦେଲେ । ଏହାର ଦାୟିତ୍ବ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅର୍ପଣ କରାଗଲା । ଜିଲ୍ଲାପାଳମାନେ ଠିକାଦାର ନିଯୁକ୍ତି ଜରିଆରେ ...

Read More »

ମାଦଲ ବାଜିଲାରେ ମାଦଲ ବାଜିଲା…

2016-08-02 13.40.40

ମାଦଲ ବାଜିଲାରେ ମାଦଲ ବାଜିଲା ଆମେ ସବୁ ଅଟୁ ଭାଇ ବାଜିରାଉତ ଚେଲା ଗୁଳିଚୋଟେ ପ୍ରାଣ ଯେହୁ ଦେଲା ମାଦଲ ବାଜିଲାରେ ମାଦଲ ବାଜିଲା। ସଙ୍ଗିନୀର ମୂନ ତାଙ୍କ ବୁକୁ ବରୀ ନେଲା ଗୁଳି ଚୋଟେ ପ୍ରାଣ ତାଙ୍କ ଗଲା ଇତିହାସ ପୃଷ୍ଠା ଲେଖା ହେଲାରେ ଯୁଗେ ଯୁଗେ କୀର୍ତ୍ତି ରହିଗଲା ମାଦଲ ବାଜିଲାରେ ମାଦଲ ବାଜିଲା। ଏବେ ଜଣାଗଲା ତୁମ କଥା ବିଲାତିବାଲା ବେଳ ଆସିଲାଣି ବାନ୍ଧ ତୁମ ...

Read More »

ମୁଁ ମାଓବାଦରେ ବିଶ୍ୱାସ କରେ ନାହିଁ : ପ୍ରଫୁଲ୍ଲ ସାମନ୍ତରା

DSCN0945

ମୁଁ ମାଓବାଦରେ ବିଶ୍ୱାସ କରେ ନାହିଁ । କିନ୍ତୁ ମାଓବାଦ ହେଉଛି ଏକ ରାଜନୈତିକ ବିଚାର । ମାଓବାଦ ବିଚାରରେ ଯେଉଁ ଲୋକ ବିଶ୍ୱାସ ରଖିଲା ସେ ମାଓବାଦୀ ହୋଇଯିବ ଏଭଳି କଥାରେ ମୁଁ ଏକମତ ନୁହେଁ । ସମଗ୍ର ଦେଶରେ ଏବଂ ଆମ ରାଜ୍ୟ ଓଡିଶାରେ ଏକ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି ଯେଉଁଠି ସାଧାରଣ ଲୋକର ଅଧିକାର ଛିନ୍ନ ହୋଇ ଯାଉଛି । ସରକାର ଯେଉଁ ବିକାଶମୂଳକ ...

Read More »

ମହାନଦୀ ଟ୍ରିବ୍ୟୁନାଲ ଗଠନ ହେବା ଦରକାର : ଇଂ ଲଳିତ ପଟ୍ଟନାୟକ

DSC_0005

  ସଂପ୍ରତି ମହାନଦୀକୁ ରାଜ୍ୟର ସମସ୍ତ ରାଜନୈତିକ ଦଳମାଦେ ନିଜର ଫାଇଦା ପାଇଁ ଲଢ଼ିବାରେ ଲାଗିଛନ୍ତି । କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ସେମାନଙ୍କ ନିକଟରେ ସମାନ ଚିନ୍ତାଧାରା ନାହିଁ । ମହାନଦୀ ସମସ୍ୟାର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ ଗଠନ ହେବା ଦରକାର ବୋଲି ଇଂ ଲଳିତ ପଟ୍ଟନାୟକ ମତ ଦେଇଛନ୍ତି । ମହାନଦୀର ଉପର ମୁଣ୍ଡରେ ଛତିଶଗଡ ସରକାର ଯେଉଁ ବ୍ୟାରେଜ ନିର୍ମାଣ କରୁଛନ୍ତି ତାହାକୁ ...

Read More »

କୌଣସି ପ୍ରଯୋଜକଙ୍କୁ ଫିଲ୍ମ ପାଇଁ କେବେ ହାତ ପତାଇନି: ପ୍ରଶାନ୍ତ ନନ୍ଦ

PHOTO FOR HARI BHAI 4

କେହି କେହି ତାଙ୍କୁ ଓଡ଼ିଆ ସିନେମା ଜଗତର ମୁକୁଟ ବିହୀନ ରାଜା ବୋଲି କହନ୍ତି। କାହିଁକିନା ସିନେମା ଦୁନିଆର ପ୍ରତିଟି କ୍ଷେତ୍ରରେ ସେ ଅପରାଜେୟ। ସେଥିଲାଗି ନିଆରା ସିନେମା ସବୁ ତାଙ୍କ ଦ୍ୱାରା ସୃଷ୍ଟି ହୋଇପାରେ। ହେଲେ ଖାଲି ସିନେମା କଥା କହି ଏହି ବହୁଗୁଣ ଅଧିକାରୀଙ୍କୁ ସମ୍ୱୋଧନ କରାଯାଇ ନପାରେ, କାରଣ ସେ ମଞ୍ଚ ନାଟକ ଲେଖନ୍ତି, ଟିଭି ସିରିଏଲ‌୍‍ ସୃଷ୍ଟି କରିଛନ୍ତି, ଗଳ୍ପ, ଉପନ୍ୟାସ ସହ ସମସାମୟିକ ...

Read More »

‘ବିକାଶ ପାଇଁ ନକାରାତ୍ମକ ଦୃଷ୍ଟିଭଙ୍ଗୀକୁ ଛାଡ଼ିବା ଉଚିତ’: ସୀତାକାନ୍ତ ମହାପାତ୍ର, କବି ଓ ଗବେଷକ

SITAKANTA MOHAPATRA_LEad

ଓଡ଼ିଆ ସାହିତ୍ୟରେ ଜଣେ ଅତିପରିଚିତ ନାଁ ହେଉଛନ୍ତି ସୀତାକାନ୍ତ ମହାପାତ୍ର। ଖାଲି କବିତା କହିଲେ ଭୁଲ‌୍‍ ହେବ, ସେ ସୃଷ୍ଟି କରିଥିବା ପ୍ରବନ୍ଧ ଓ ଭ୍ରମଣ କାହାଣୀ ସବୁ ଓଡ଼ିଆ ସାହିତ୍ୟର ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣା ଓ ଗର୍ବ। ସେତିକିରେ ତାଙ୍କ ପରିଚିତି ସରେନାହିଁ, ନୃତତ୍ତ୍ୱ ବିଜ୍ଞାନର ଜଣେ ବିଶ୍ୱବିଦ୍ୟାଳୟ ଛାତ୍ର ନ ହୋଇ ମଧ୍ୟ ଏହି ପୂର୍ବତନ ପ୍ରଶାସକ ଓଡ଼ିଶାର ଜନଜାତିଙ୍କ ସମ୍ପର୍କରେ ଯେତିକି ଗବେଷଣାମୂଳକ ସନ୍ଦର୍ଭ ...

Read More »