କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଅନ୍ତରଙ୍ଗ ଓଡ଼ିଶା

ଓଡ଼ିଶାର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ନେଇ ଭ୍ରମଣ କାହାଣୀ।

୧୪-ନଭେମ୍ୱର-୧୯୪୭: ଓଡ଼ିଶାରୁ ରାଜତନ୍ତ୍ର ଶେଷର ଆରମ୍ଭ

୧୪, ନଭେମ୍ୱର-୧୯୪୭, ଭାରତ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଲା। ସ୍ୱାଧୀନ ଭାରତର ଘା’ ଗୁଡ଼ିକୁ ଅପରେସନ‍୍‌ କରି କାଟି ଫୋପାଡ଼ି ଦେବାର ପ୍ରକ୍ରିୟା ଆରମ୍ଭ ହେଲା। ଆଉ ଏଇ ପ୍ରକ୍ରିୟା କେଉଁଠୁ ଆରମ୍ଭ ହୋଇଥିଲା ଜାଣନ୍ତି? ଓଡ଼ିଶାରୁ। ହଁ, “ନୀଳଗିରି’ର ଆଦିମ ଅଧିବାସୀ ତଥା ପ୍ରଜାମାନେ ତାହା କରିଦେଖାଇଥିଲେ। ରାଜାଙ୍କଠାରୁ ଶାସନକୁ ଛଡ଼ାଇ ଓଡ଼ିଶା ପ୍ରଦେଶ ସହ ମିଶାଇଲେ। ଏହା ଭାରତର କୂଟନୀତି ତଥା ଆଭ୍ୟନ୍ତରୀଣ ବ୍ୟାପାରକୁ ନୂଆ ...

Read More »

ମାଳର ସ୍ୱର୍ଗ: ବଣ୍ଡା ଘାଟି

ବେଳେ ବେଳେ ଇଚ୍ଛା ହୁଏ ମାଛଙ୍କ ସହ ଖେଳିବାକୁ। ଆକାଶରେ ତାରା ଗଣିବାକୁ ଆଉ ନିଜର ପୂର୍ବ ଜନ୍ମକୁ ବାସ୍ତବତା ଭିତରକୁ ଟାଣି ଆଣିବାକୁ। ଆପଣ ଏହାକୁ ସୃଜନଶୀଳତା କହନ୍ତୁ ବା ଉଦ୍ଭଟ ଚିନ୍ତାଧାରା କିନ୍ତୁ ଏମିତି ଭାବନା ଯେ ମନକୁ ଏତେ ପାଗଳ କରିଦିଏ ଆଉ ଏହା ନ ଘଟିଲାଯାଏଁ ମନ ଘାରି ହେଉଥାଏ ତାହ ସମସ୍ତେ ଜାରନ୍ତି । ହେଲେ ପ୍ରଶ୍ନ ଆସୁଛି ଏ ଗାଡିମଟର, କଳ ...

Read More »

ଅନ୍ତରଙ୍ଗ ଓଡ଼ିଶା: ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ: ବାବା ଆଖଣ୍ଡଳ ମଣି

  ବୈତରଣୀ ଓ ସାଳନ୍ଦୀର ମିଳନସ୍ଥଳ । ଭଗବାନ ଇନ୍ଦ୍ରଙ୍କ ଆରାଧନାସ୍ଥଳୀ । ପ୍ରାକୃତିକ ପରିବେଶରେ ମଣ୍ଡିତ ଏଠାର ସୌନ୍ଦର୍ଯ୍ୟ । ଯେଉଁଠାରେ ଜଳ ଲାଗି ପାଇଁ କାହିଁ କେଉଁ ଦୂରରୁ ଭକ୍ତ ଦଉଡ଼ି ଆସେ । ଆଉ କୌଣସି ଦୂରାରୋଗ୍ୟ ହେଲେ ତ ପ୍ରଥମେ ସୁମରଣାରେ ଆସନ୍ତି ବାବା ମଣିଙ୍କ ନାଁ । ଏଥର ଜାଣିପାରୁଥିବେ ଆଜି କେଉଁ ଜାଗାର କଥା କହୁଛି । ଶୈବ ମାହାତ୍ମ୍ୟ ଆଉ ...

Read More »

ଅନ୍ତରଙ୍ଗ ଓଡ଼ିଶା: ଓଡ଼ିଶାରେ ଝୁନ‌୍‍ଝୁନୁ ଧାମ- ବୀରମିତ୍ରପୁରରେ ରାଣୀସତୀ ମନ୍ଦିର

  ରାଣୀ ସତୀ ମନ୍ଦିର ଜିଲା: ସୁନ୍ଦରଗଡ଼ ଦୂରତା: ରାଉରକେଲାରୁ ୪୦ କିଲୋମିଟର ବସ‌୍‍ଷ୍ଟାଣ୍ଡ: ବୀରମିତ୍ରପୁର ନିକଟସ୍ଥ ଦେଖିବା ସ୍ଥାନ: ବେଦବ୍ୟାସ, ହନୁମାନ ବାଟିକା  ସମ୍ପର୍କ: ଝୁନ‌୍‍ଝୁନୁ ଧାମ ଟେଲିଫୋନ‌୍‍: ୦୬୬୧-୩୨୦୯୯୭୦           ହରିହର ପଣ୍ଡା ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁରକୁ କେହି କେବେ ବୁଲିବା ପାଇଁ ଆସନ୍ତିନି । ମୁଁ ବି ସେଇ ମନୋଭାବର ଥିଲି । କିନ୍ତୁ ରାଉରକେଲାରେ ଦିନେ କିଛି କାମ ...

Read More »
   Update :