କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଗଡ଼ଜାତରେ ଜଗନ୍ନାଥ

ବିଭିନ୍ନ ଗଡ଼ଜାତରେ ଶ୍ରୀଜଗନ୍ନାଥଙ୍କ ପୂଜା ଓ ଉପାସନାର ସୃଷ୍ଟି ଓ ପ୍ରତିଷ୍ଠାକୁ ଆଧାର କରି ଗବେଷଣା ମୂଳକ ଫିଚର।

ଗଡ଼ଜାତରେ ଜଗନ୍ନାଥ- ଖଣ୍ଡପଡ଼ାରେ ଦଧିବାମନ

ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିରର ବାହାର ଦୃଶ୍ୟ

ନୟାଗଡ଼ଠାରୁ ବିଚ୍ଛିନ୍ନ ହୋଇ ଏ ରାଜ୍ୟ ଯେତେବେଳେ ପ୍ରତିଷ୍ଠା ହେଲା ସେତେବେଳେ ନୟାଗଡ଼ ରାଜ୍ୟର କନିଷ୍ଠ ପୁତ୍ର ଅର୍ଥାତ‌୍‍ ଖଣ୍ଡପଡ଼ାର ପ୍ରତିଷ୍ଠାତା ଯଦୁନାଥ ମଙ୍ଗରାଜ ରାଜ୍ୟର ପରିସୀମାକୁ ଚିହ୍ନଟ କରିବାର ପ୍ରକ୍ରିୟା ଆରମ୍ଭ କଲେ। ଉତ୍କଳ ଦେଶର ଅଂଶ ବିଶେଷ ହୋଇଥିବାରୁ ଏଠାରେ ମଧ୍ୟ ଜଗନ୍ନାଥଙ୍କୁ ପରମ ଆରାଧ୍ୟଭାବେ ସ୍ୱୀକାର କରାଯାଇଥିଲା। ଜଗନ୍ନାଥଙ୍କ ନାମରେ ଶାସନ ପରିଚାଳିତ ହେଉଥବାରୁ ତାଙ୍କୁହିଁ ସୀମା ନିର୍ଦ୍ଧାରଣର ମାଧ୍ୟମ ବନାଯାଇଥିଲା। ଏହି କ୍ରମରେ ଆଠଟି ...

Read More »

ଯୁଗେଯୁଗେ ଜଗନ୍ନାଥ, ପାରଳାରେ ଜଗନ୍ନାଥ

Parla-jagannath-temple-old

ହରିହର ପଣ୍ଡା ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରର ପ୍ରତୀକ ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ସେତେବେଳେ ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବ ନିଜ ସାମ୍ରାଜ୍ୟକୁ ଶ୍ରୀ ଜଗନ୍ନାଥଙ୍କୁ ଉତ୍ସର୍ଗ କରି ସେ ପ୍ରଭୁଙ୍କ ଦାସ ଭାବେ ରାଜ ଶାସନ ପରିଚାଳନା କରୁଥିଲେ। ଯାହାକି ଭକ୍ତି ଓ ଉତ୍ସର୍ଗର ଭାବନାକୁ ପରିସ୍ଫୁଟିତ କରେ। କାଳକ୍ରମେ ଉତ୍କଳର ପ୍ରତିଟି ଗଡ଼ଜାତ ଏହି ପରମ୍ପରାକୁ ଆପଣାଇ ପ୍ରଜାଙ୍କ ମନରେ ଏକକ ଭାବନା ସୃଷ୍ଟି କରିଥିଲେ। ...

Read More »

ଗଡ଼ଜାତରେ ଜଗନ୍ନାଥ : ଗାଙ୍ଗପୁରରେ ଶ୍ରୀ ଜଗନ୍ନାଥ

main1jpg

ଓଡ଼ିଶା ଗଡ଼ଜାତ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ କରେ ଗାଙ୍ଗପୁର ଅଥବା ବର୍ତ୍ତମାନର ସୁନ୍ଦରଗଡ଼। କୁହାଯାଏ ଆର୍ଯ୍ୟମାନେ ଓଡ଼ିଶାକୁ ଏହି ଦିଗ ଦେଇ ପ୍ରବେଶ କରିଥିଲେ। ପୁଣି ଇତିହାସ ପୃଷ୍ଠାରେ ଇବ‌୍‍ ନଦୀ ଉପତ୍ୟାକାରେ ଥିବା ଏହି ରାଜ୍ୟ କଳାଚୁରୀ, ଚୌହାନ‌୍‍, କେଶରୀ ତଥା ଗଙ୍ଗ ବଂଶ ଶାସନରେ ଏକ ପ୍ରମୁଖ ଅଂଶ ବିଶେଷ ଥିଲା। ହେଲେ ଜଗନ୍ନାଥ ପୂଜାର୍ଚ୍ଚନା ଏଠାରେ ବେଶ‌୍‍ ପରେ ଆରମ୍ଭ ହୋଇଛି। ଯାହାକି ...

Read More »

ନୀଳଗିରିରେ ଶ୍ରୀ ଜଗନ୍ନାଥ: କଲରାଦେବୀଙ୍କ ଅନୁରୋଧ ରକ୍ଷାପାଇଁ

SONY DSC

ଏ ରାଜ୍ୟରେ ରଜାବି ଜଣେ ଭୃତ୍ୟ। ଲକ୍ଷେ ରଜାର ମଉଡ଼ମଣି ହେଲେ ମଧ୍ୟ ସେ ସେଇ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ପାଖରେ ଜଣେ ସାଧାରଣ ସେବକ। ତୃତୀୟ ଅନଙ୍ଗ ଭୀମଦେବଙ୍କ ସମୟରୁ ଆରମ୍ଭ ହୋଇଥିବା ଉତ୍କଳ ସମ୍ରାଟଙ୍କ ଏପରି ସମର୍ପଣ ଭାବନା ଆଜିଯାଏ ଚାଲି ଆସୁଛି। ଗଙ୍ଗ ବଂଶ ପରେ ଗଜପତି ଶାସନର ଦୁଇ ପିଢ଼ୀଙ୍କ ଶାସନ ୟା ଭିତରେ ଶେଷ ହୋଇ ତୃତୀୟ ପିଢ଼ୀର ଶାସକ ରାଜା ଭାବେ ...

Read More »

ଗଡ଼ଜାତରେ ଜଗନ୍ନାଥ: ତାଳଚେରର ପତିତ ପାବନ

View of Sri Jagannath Temple at Talcher

    ହରିହର ପଣ୍ଡା ଓଡ଼ିଶା ଗଡ଼ଜାତ ଇତିହାସରେ ଆଉ ଏକ ପରିଚିତ ନାଁ। ତାଳଚେର। ଇଂରେଜ ଶାସନ ସମୟରେ ଏକ ସ୍ୱତନ୍ତ୍ର ସାମନ୍ତ ରାଜ୍ୟ ଭାବେ ପରିଚିତ ତାଳଚେର ଅଧୁନା ଭୁବନେଶ୍ୱର ଠାରୁ ପାଖାପଖି ୧୪୦ କିଲୋମିଟର ଦୂରରେ ଅବସ୍ଥିତ। ଗଜପତି ପୁରୁଷୋତ୍ତମ ଦେବଙ୍କ ସମୟରେ ଏ ରାଜ୍ୟର ସୃଷ୍ଟି। ଅର୍ଥାତ‌୍‍ ଆଜିକୁ ପାଖାପାଖି ସାଢ଼େ ଛଅ ଶହ ବର୍ଷ ପୁରୁଣା ଏହାର ଏହାର ଇତିହାସ।     ...

Read More »