କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ସଂଜୀବନୀ

ଆଖପାଖର ଡାକ୍ତର, ହୋମିଓପାଥି, ଆଲୋପାଥି ବା ଆୟୁରର୍ବେଦୀୟ ଚିକିତ୍ସାଧାରା, ହସ‍୍‌ପିଟାଲ ଓ ସ୍ୱାସ୍ଥ୍ୟ ସମ୍ୱନ୍ଧିତ ସମସ୍ୟା ଏବଂ ପରିମଳ ବ୍ୟବସ୍ଥା ସମ୍ୱନ୍ଧିତ ସୂଚନା

ପୁଷ୍ଟିକର ରୁଟିର ଉପାଦେୟତା

perfect-roti-1024x774

ଭେନସ‌୍‍ ରତନାନୀ ଆଜିକୁ ୫ ହଜାର ବର୍ଷ ପୂର୍ବେ ସିନ୍ଧୁ ସଭ୍ୟତା କାଳରେ ରୁଟିର ପ୍ରଚଳନ ଆରମ୍ଭ ହୋଇଥିଲା ବୋଲି ଖାଦ୍ୟ ଐତିହାସିକ ମାନଙ୍କ ମତ। ଭାରତୀୟ ଭୋଜନ ଶୈଳୀରେ ରୁଟି ଏକ ପ୍ରମୁଖ ଖାଦ୍ୟ। ଅଟାରେ ପ୍ରସ୍ତୁତ ଏହି ରୁଟି ବା ଚପାତି ସଂପୂର୍ଣ୍ଣ ରୂପେ ସିଲେନିୟମ, ଭିଟାମିନ‌୍‍-ଇ ଏବଂ ତନ୍ତୁଯୁକ୍ତ ହୋଇଥିବାରୁ ଏଥିରେ ହୃଦରୋଗ ଓ କର୍କଟ ରୋଗର ଆଶଙ୍କା କମ‌୍‍ ଥାଏ। ଆପଣ ରୁଟି ଖାଇବାକୁ ...

Read More »

କିଏ ଭଲ:ମାଆ କ୍ଷୀର; ଗାଈ କ୍ଷୀର; ଡବା କ୍ଷୀର

drinkmilk

                କେବଳ ପଶୁଙ୍କ ପାଇଁ ନୁହେଁ, ମଣିଷଙ୍କ ପାଇଁ ମଧ୍ୟ ତାଜା ତଟକା ଧାରୋଷ୍ଣ କ୍ଷୀର ସର୍ବୋତ୍ତମ ଆହାର। ଧାରେଷ୍ଣ କ୍ଷୀର ତାକୁ କୁହାଯାଏ ଯାହା ଧାର ଏବଂ ଉଷ୍ମ ହୋଇଥାଏ। ଅର୍ଥାତ‌୍‍ ଗାଈ, ମଇଁଷିଙ୍କଠାରୁ ସଦ୍ୟ ଦୁହାଁ ହୋଇଥିବା ଦୁଗ୍ଧ। ଏହି କ୍ଷୀରର ତାପମାତ୍ରା ଗାଈ ବା ମଇଁଷି ଶରୀରର ତାପମାତ୍ରା ସହ ସମାନ ହୋଇଥାଏ। ଆୟୁର୍ବେଦର ପ୍ରସିଦ୍ଧ ...

Read More »

କ୍ୟାନ୍ସର ଚିକିତ୍ସା ସୂତ୍ର ଆବିଷ୍କୃତ: ୯୦ ପ୍ରତିଶତ କ୍ୟାନ୍ସର ଆରୋଗ୍ୟ ହେବାର ସୂଚନା ଦେଲେ ଆନ୍ତର୍ଜାତୀୟ ବୈଜ୍ଞାନିକ ଦଳ

cancer-101-s1-what-is-cancer-cell

ଭୁବନେଶ୍ୱର,(ଓଟି): ଆଜି ଯାଏ ଯାହା ଦୁଃସ୍ୱପ୍ନ ବୋଲି ବିଚାର କରାଯାଉଥିଲା ତାହା ସମ୍ଭବ ବୋଲି ବୈଜ୍ଞାନିକମାନେ ଘୋଣୋ କରିଛନ୍ତି । ଯୁକ୍ତ ରାଷ୍ଟ୍ର ଆମେରିକାର ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଆନ୍ତର୍ଜାତିକ ବୈଜ୍ଞାନିକ ଦଳ ଏ ବିଷୟରେ ଏକ ସନ୍ଦର୍ଭ ପ୍ରକାଶ କରିଛନ୍ତି । “ନେଚର୍ସ ସାଇନ୍ସ” ଜର୍ଣ୍ଣାଲ୍ରେ ଏହି ବିଷୟରେ ପ୍ରକାଶ କରି କୁହାଯାଇଛି ଯେ, ଯେଉଁ ପ୍ରୋଟିନ୍ କ୍ୟାନ୍ସରର ମୂଳ ଟ୍ୟୁମର୍କୁ ବିଭାଜନ ଆଡ଼କୁ ନେଇ ରକ୍ତ ...

Read More »

୬ ପ୍ରକାରର ଖାଦ୍ୟ: କେତେବେଳେ ଖାଇବା ଉଚିତ୍

eat-more-fruits

ଆମର ସୁସ୍ଥ ଶରୀର ପାଇଁ ସନ୍ତୁଳନ ରକ୍ଷାକାରୀ ଭୋଜନ ନିହାତି ଆବଶ୍ୟକ । ଭିଟାମିନରେ ଭରପୁର ଖାଦ୍ୟ ଖାଇଲେ ଶରୀରକୁ ଶକ୍ତି ମିଳିଥାଏ । ଏ ସବୁ ସେତ୍ତ୍ୱ ଆମେମାନେ ଲୋଭରେ ପଡି ଭୂଲ ସମୟରେ ବିଭିନ୍ନ ଖାଦ୍ୟ ଖାଇଥାଉ, ଯାହାକି ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ । ତେଣୁ ସୁସ୍ଥ ଶରୀର ପାଇଁ କେତେବେଳେ କେଉଁ ଖାଦ୍ୟ ଖାଇବା ଜରୁରୀ ତାହା ଆମେ ଜାଣିବା ସହିତ ସଚେତନ ହେବା ...

Read More »

ମାଲକାନଗିରିରେ  ଅଜଣାଜ୍ୱର: ଜାପାନିଜ୍‌ ଏନ‍୍‌ସେଫାଲାଇଟିସ‍୍‌ ସମ୍ପର୍କରେ ଜାଣିବା କଥା

japaneseencephalitis_lele

  ସମ୍ପ୍ରତି ମାଲକାନଗିରିରେ ମୃତ୍ୟୁର ତାଣ୍ଡବଲୀଳା ଚଳାଇଛି ଏକ ଅଜଣା ଜ୍ୱର ଯାହା ଜାପାନୀ ଜ୍ୱର ଭାବେ ଜଣାଶୁଣା । ଏହାକୁ ଡାକ୍ତରୀ ଭାଷାରେ ଜାପାନିଜ୍‌ ଏନ‍୍‌ସେଫାଲାଇଟିସ‍୍‌। ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ମଶା କ୍ୟୁଲେକ୍ସ ଦ୍ୱାରା ଏହା ବ୍ୟାପିଥାଏ। ଯାହାର ଉପଶମ ପାଇଁ ପ୍ରତିକାର ସହ ତୁରନ୍ତ ଡାକ୍ତରୀ ପରାମର୍ଶ ଆବଶ୍ୟକ। ସେହି ଜାପାନିଜ୍‌ ଏନ୍ସେେଫାଲାଇସ‍୍‌ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ।     ମଶାମାନଙ୍କ ଯୋଗୁଁ ବ୍ୟାପୁଥିବା ଭୂତାଣୁ ...

Read More »

ଦନ୍ତ ଓ ମୁଖଗହ୍ୱର ଯତ୍ନ ପାଇଁ ଉପାୟ

oral

ମୁଖ ଗହ୍ୱର ଯତ୍ନରେ ଅବହେଳା ଯୋଗୁ ଆମ ରାଜ୍ୟରେ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ । ବିଡି, ସିଗାରେଟ ଓ ହୁକା ଇତ୍ୟାଦି ସେବନ ଏବଂ ତମାଖୁ ଅର୍ଥାତ ଧୂଆଁପତ୍ର, ବାଇଗିଣି ପତ୍ରକୁ ଶୁଖାଇ ସୁଗନ୍ଧ ଯୁକ୍ତ ରାସାୟନିକ ଦ୍ରବ୍ୟର ସମ୍ମିଶ୍ରଣ କରି ସେଥିରୁ ପାନ ମସଲା, ଜର୍ଦ୍ଦା, ଗୁଡାଖୁ ଇତ୍ୟାଦି ପ୍ରସ୍ତୁତ କରି ବହୁଳଭାବରେ ବ୍ୟବହାର କରିବା, ଦୀର୍ଘ ଦିନ ଧରି ପାଟି ଭିତରେ ଧାରୁଆ କିମ୍ୱା ...

Read More »

ଅଜଣା ମୃତ୍ୟୁଦୂତ ଇବୋଲା

ebola_virus

ଏଡ୍ସ ରୋଗ ସମଗ୍ର ବିଶ୍ୱବାସୀଙ୍କୁ ଏକଦା ଆତଙ୍କିତ କରିଥିଲା। ଏହି ରୋଗକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା। ତେବେ ଆଜି ଏହି ରୋଗର ନିରାକରଣ ସମ୍ପୂର୍ଣ୍ଣ ମିଳିନଥିଲେ ମଧ୍ୟ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଆତଙ୍କ କିଛିକାଂଶରେ କମିଛି। ରୋଗୀ ଚିହ୍ନଟ ହେଉଛନ୍ତି ଚିକିତ୍ସିତ ମଧ୍ୟ ହେଉଛନ୍ତି। ତେବେ ଏହି ରୋଗର ବୀଭିଷିକାରୁ ଅଧିକ ଆତଙ୍କ ସୃଷ୍ଟି କରିଛି ମାନବ ସମାଜରେ ଚିହ୍ନଟ ହୋଇଥିବା “ଇବୋଲା ଭାଇରସ’। ଏହି ...

Read More »

ଏସିଡିଟି

acidity

ଆମ ଦୈନନ୍ଦିନ ଜୀବନ ବର୍ତ୍ତମାନ ଅନେକ ବ୍ୟସ୍ତତା ଭିତରେ ଗତି କରୁଛି। ଆମକୁ ନିଜର ସ୍ୱାସ୍ଥ୍ୟ ସଂପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ମଧ୍ୟ ସମୟ ମିଳୁ ନାହିଁ। ଜ୍ୱର, ଥଣ୍ଡା ଓ ମୁଣ୍ଡବିନ୍ଧା ଭଳି ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପାଇଁ କେହି ଆଉ ଡାକ୍ତରଙ୍କ ପାଖକୁ ଯାଉ ନାହାନ୍ତି। ବରଂ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ପେନ‌୍‍ କିଲର‌୍‍ ସେବନ କରି କାମ ଚଳାଇ ନେଉଛନ୍ତି। ଆଉ ବେଳେବେଳେ ...

Read More »

ପତଳା ହେବା ପାଇଁ ବେରିଏଟ୍ରିକ‌୍‍ ସର୍ଜରୀ

bariatric-surgery

ବେରିଏଟ୍ରିକ‌୍‍ ସର୍ଜରୀ ପ୍ରକ୍ରିୟାରେ ପାକସ୍ଥଳୀ ଧରିରଖିପାରୁଥିବା ଖାଦ୍ୟ୍ୟଗ୍ରହଣ କରାଯାଏ ଯଦ୍ୱାରା ଓଜନ କମ ହୁଏ, ପୋଷଣର ମାଲାବ‌୍‍ଜର୍ସନ ହୁଏ କିମ୍ୱା ଉଭୟ ଗ୍ୟାସ‌୍‍ ନିୟନ୍ତ୍ରଣ ଓ ମାଲାବଜର୍ସନ ହୁଏ। ବେରିଏଟ୍ରିକ‌୍‍ ସର୍ଜରୀ ପ୍ରକ୍ରିୟା ଦ୍ୱାରା ହର୍ମୋନ‌୍‍ରେ ପରିବର୍ତ୍ତନ ହୋଇଥାଏ। ୧୯୫୦ ପରଠାରୁ ଅନେକ ପ୍ରକାର ସର୍ଜରୀ ଉଦ୍ଭାବନ ହୋଇଛି ଓ ସେଥିରେ ନିରନ୍ତର ପରିବର୍ତ୍ତନ ଦ୍ୱାରା ତାହା ଅଧିକ ସୁରକ୍ଷିତ ହୋଇପାରିଛି। ଏବେ ଓଜନ ହ୍ରାସ ସର୍ଜରୀକୁ ଲାପୋରୋସ୍କୋପିକ‌୍‍ ସର୍ଜରୀ ...

Read More »

ବିଷାକ୍ତ ସର୍ପ

snake-and-venom-810x540

ସବୁ ସାପ ବିଷାକ୍ତ ନୁହନ୍ତି କିମ୍ୱା ସେମାନେ ମଣିଷଠାରୁ ଅଧିକ ଜୋର‌୍‍ରେ ଦଉଡ଼ି ପାରନ୍ତି ନାହିଁ। ଭାରତରେ ସାଧାରଣତଃ ଚାରିପ୍ରକାରର ବିଷାକ୍ତ ସାପ ଅଛନ୍ତି। ବିଷାକ୍ତ ସାପ ମୁଣ୍ଡରେ ସୁସଁଷ୍ଟ ତୀର ଚିହ୍ନ ଥାଏ, ରଣା ସାପ ଓ ବୋଡ଼ା ସାପ ଭୟଙ୍କର। ମୁଣ୍ଡ ତିନିକୋଣିଆ, ବେକ ସଂକୀର୍ଣ୍ଣ ଓ ସରୁ। କୌଣସି ବ୍ୟକ୍ତିଙ୍କୁ ସାପ କାମୁଡ଼ି ଦେଲାପରେ, ସେହି ସାପଟି ବିଷାକ୍ତ କି ନୁହେଁ ଜାଣିବାକୁ ଚେଷ୍ଟା କରନ୍ତୁ। ...

Read More »

ନିଦ୍ରାହୀନତା

insomania

କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ରାତି ସହିତ ଦିନର ଅଧିକାଂଶ ସମୟରେ ନିଦ ଲାଗେ। କିନ୍ତୁ ଦିନରେ ସବୁବେଳେ ଶୋଇ ରହିବା ସମ୍ଭବ ହେଉନଥିବାରୁ ସେହି ଲୋକମାନେ ଘୁମେଇବା, ବାରମ୍ୱାର ହାଇ ମାରିବା ଭଳି ସମସ୍ୟା ଭୋଗନ୍ତି। ଦିନର ଅଧିକାଂଶ ସମୟରେ ନିଦ ଲାଗିବା ନିଶ୍ଚିତ ଭାବେ ଏକ ଶାରୀରିକ ସମସ୍ୟା। ଏହି ସମସ୍ୟାକୁ ଚିକିତ୍ସା ବିଜ୍ଞାନରେ ହାଇପର ଇନ‌୍‍ସୋମ‌୍‍ନିଆ କୁହାଯାଏ, ଯେମିତିକି ନିଦ୍ରାହୀନତାକୁ ଇନ‌୍‍ସୋମ‌୍‍ନିଆ କୁହାଯାଏ। ଏହି ସମସ୍ୟା ...

Read More »

ପ୍ରୋଗେରିଆ ରୋଗ କ’ଣ?

lifeaccordingtosam

ବୟସ ମାତ୍ର ୮, ଦିଶୁଥିବ ୧୮ ପରି । ଅର୍ଥାତ‌୍‍ କମ‌୍‍ ବୟସରେ ବାର୍ଦ୍ଧକ୍ୟ ଛୁଇଁଥାଏ । କେଶ ଧଳା ହୋଇ ଝଡି ପଡିଥାଏ । ମାଂସପେଶୀ ଦୁର୍ବଳ ହୋଇପଡେ । ଏହା କେବଳ ପ୍ରୋଗେରିଆ ରୋଗୀ କ୍ଷେତ୍ରରେ ଦେଖାଯାଏ ।               ପ୍ରୋଗେରିଆ ଏକ ଗ୍ରୀକ‌୍‍ ଶବ୍ଦ । ପ୍ରୋ ଅର୍ଥ ପୂର୍ବରୁ ଓ ଗେରିଆ ଅର୍ଥ ବୟସ । ...

Read More »

ଡାକ୍ତର ମଡକ: ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

operating-room-five-people

          ଭୁବନେଶ୍ୱର(ଓଟି): ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ସରକାର ଯେତେସବୁ ଯୋଜନା କରୁଛନ୍ତି ତାହା ସଫଳ ହୋଇପାରୁନାହିଁ । କାରଣ ବର୍ତ୍ତମାନ ସବୁଠାରୁ ବଡ ସମସ୍ୟା ହେଉଛି ଡାକ୍ତର ଅଭାବ । ମେଡ଼ିକାଲ କଲେଜରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ପ୍ରାୟ ସାଢ଼େ ୩ ହଜାର ଡାକ୍ତର ପଦବୀ ଖାଲିପଡ଼ିଛି। ଏହାଛଡ଼ା ଲଗାତର ଅନୁପସ୍ଥିତ ରହୁଥିବା ଡାକ୍ତରମାନଙ୍କୁ ହିସାବକୁ ନେଲେ ଏହି ସଂଖ୍ୟା ...

Read More »

ଶ୍ରବଣେନ୍ଦ୍ରିୟ ସମସ୍ୟା

ear

ମନୁଷ୍ୟର ୫ ଗୋଟି ଇନ୍ଦ୍ରିୟମାନଙ୍କ ମଧ୍ୟରୁ ଶ୍ରବଣେନ୍ଦ୍ରିୟ ବା କାନ ହେଉଛି ଗୋଟିଏ। ମନୁଷ୍ୟ ପାଇଁ ଏହାର ଆବଶ୍ୟକତା ଯଥେଷ୍ଟ। ଶ୍ରେଣୀ ଦୃଷ୍ଟିରୁ କାନ ତିନି ଭାଗରେ ବିଭକ୍ତ। ବର୍ହିଭାଗ, ମଧ୍ୟଭାଗ ଓ ଅନ୍ତଃଭାଗ। ବର୍ହିଭାଗ ବା ବାହ୍ୟକାନଟି ସୂକ୍ଷ୍ମ ଗମ୍ୱୁଜ ତଥା କାନ ନଳୀକୁ ନେଇ ଗଠିତ। ଯିଏକି କାନରେ ବାଜୁଥିବା ଶବ୍ଦକୁ ସଂଗୃହୀତ କରି ମଧ୍ୟ କାନରେ ଥିବା କାନ ଡ୍ରମ ଭିତରକୁ ପଠାଇଥାଏ। କାନ ଡ୍ରମ‌୍‍ ...

Read More »

ଧୂମପାନ

ill-effects-of-smoking

କିଛିଦିନ ତଳେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଭାରତୀୟମାନେ ଗୋଟିଏ ବର୍ଷରେ ୩ହଜାର ୮ଶହ କୋଟି ଟଙ୍କାର ସିଗାରେଟ‌୍‍ ଟାଣି ଧୂଆଁ କରି ଉଡାଇ ଦିଅନ୍ତି। ଏମିତି ଦେଖିଲେ ଆମ ଦେଶରେ ପାନ, ଧୂଆଁପତ୍ର, ଗୁଡ଼ାଖୁ ଓ ମଦ ପରି ନିଶାଦ୍ରବ୍ୟ କାହିଁ କେଉଁ ଆବହମାନ କାଳରୁ ବ୍ୟବହୃତ ହୋଇଆସୁଛି। ହେଲେ ସିଗାରେଟ‌୍‍ ହେଉଛି ଏମିତି ଏକ ନିଶା ଯାହା ଏଠାରେ ପ୍ରଚଳିତ ହେବା ଏକଶହ ବର୍ଷରୁ ଅଧିକ ...

Read More »

ଦନ୍ତ ଓ ମୁଖଗହ୍ୱର ଯତ୍ନ ପାଇଁ ଉପାୟ

healthy teeth

ମୁଖ ଗହ୍ୱର ଯତ୍ନରେ ଅବହେଳା ଯୋଗୁ ଆମ ରାଜ୍ୟରେ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ । ବିଡି, ସିଗାରେଟ ଓ ହୁକା ଇତ୍ୟାଦି ସେବନ ଏବଂ ତମାଖୁ ଅର୍ଥାତ ଧୂଆଁପତ୍ର, ବାଇଗିଣି ପତ୍ରକୁ ଶୁଖାଇ ସୁଗନ୍ଧ ଯୁକ୍ତ ରାସାୟନିକ ଦ୍ରବ୍ୟର ସମ୍ମିଶ୍ରଣ କରି ସେଥିରୁ ପାନ ମସଲା, ଜର୍ଦ୍ଦା, ଗୁଡାଖୁ ଇତ୍ୟାଦି ପ୍ରସ୍ତୁତ କରି ବହୁଳଭାବରେ ବ୍ୟବହାର କରିବା, ଦୀର୍ଘ ଦିନ ଧରି ପାଟି ଭିତରେ ଧାରୁଆ କିମ୍ୱା ...

Read More »

ଇସିଜି: ସତ୍ୟାସତ୍ୟ ଓ ଭ୍ରମଧାରଣା

ECG

ଇସିଜି ପ୍ରାୟ ଶହେ ବର୍ଷ ତଳେ ୧୯୩୦ ମସିହାରେ ଉଦ୍ଭାବିତ ହୋଇଥିଲା । ଏହାର ଉଦ୍ଭାବକ ଉଇଲିଅମ‌୍‍ ଇନ‌୍‍ଥୋଭେନ‌୍‍ ଏଥିପାଇଁ ୧୯୨୪ ମସିହାରେ ନୋବେଲ‌୍‍ ପୁରସ୍କାର ପାଇଥିଲେ । ଏହି ଅତି ସାଧାରଣ ପରୀକ୍ଷା ଦ୍ୱାରା ଅତି କମ‌୍‍ ଖର୍ଚ୍ଚରେ ସହଜରେ, ସୁବିଧାରେ ହୃଦରୋଗ ବିଷୟରେ ବହୁତ ତଥ୍ୟ ଜଣାପଡିଥାଏ- ଯଥା ହୃଦ‌୍‍ଘାତ ଆକ୍ରମଣ, ହୃତ‌୍‍ପିଣ୍ଡର ଅନିୟମିତତା ସ୍ପନ୍ଦନ, ହୃତ‌୍‍ପିଣ୍ଡର ଶିଥିଳ ବା ଦ୍ରୁତ ଗତି ଇତ୍ୟାଦି । ଇସିଜି ...

Read More »