BIGtheme.net http://bigtheme.net/ecommerce/opencart OpenCart Templates

LIFESTYLE AND ENTERTAINMENT

stoories and features on cinema, Bollywood, Odia cinema, Ollywood, TV serial, Lifestyle, fashion, glamour

୯୦୦ବର୍ଷର ମରୁଡିରୁ ସିନ୍ଧୁ ସଭ୍ୟତା ଲୋପ

ଭୁବନେଶ୍ୱର,(ଓଟି):ସିନ୍ଧୁ ଉପତ୍ୟକାରେ ଥିବା ୪୩୦୦ବର୍ଷ ତଳର ସିନ୍ଧୁ ସଭ୍ୟତା ସମ୍ପର୍କରେ ଜାଣିବା ପାଇଁ ଏବେ ବି ପ୍ରତ୍ନତତ୍ତ୍ୱବିଦ‍୍‌ ଓ ବୈଜ୍ଞାନିକମାନେ ଅନୁସନ୍ଧାନ ଚଳାଇଛନ୍ତି। ଭାରତର ଏହି ପ୍ରାଚୀନ ସଭ୍ୟତା ସମ୍ପର୍କର ଖଗଡପୁର ଆଇଆଇଟିର ବୈଜ୍ଞାନିକମାନେ ଏକ ନୂଆ ତଥ୍ୟ ପ୍ରକାଶ କରିଛନ୍ତି। ସେମାନଙ୍କ ଅନୁସନ୍ଧାନ ଅନୁସାରେ ୨୦୦ ବର୍ଷର ଅନାବୃ୍ଯେି ନୂହେଁ ଦୀର୍ଘ ୯୦୦ ବର୍ଷ ଲଗାତର ଅନାବୃଷ୍ଟି ଯୋଗୁଁ ୪୩୦୦ବର୍ଷ ତଳେ ସିନ୍ଧୁ ସଭ୍ୟତା ଲୋପପାଇଯାଇଥିଲା। ଏହା ପୂର୍ବରୁ ...

Read More »

ଜାତୀୟ ଫିଲ୍ମ ପୁରସ୍କାର : ମମ୍ ପାଇଁ ଶ୍ରୀଦେବୀ ଶ୍ରେଷ୍ଠ ଅଭିନେତ୍ରୀ- ବିନୋଦ ଖାନାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ

ବରିଷ୍ଠ ଅଭିନେତା ସ୍ୱର୍ଗତ ବିନୋଦ ଖାନ୍ନାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ଆସାମୀ ଚଳଚ୍ଚିତ୍ର ଭିଲେଜ ରକଷ୍ଟାରକୁ ଶ୍ରେଷ୍ଟ ଫିଚର ଫିଲ୍ମ ପୁରସ୍କାର ବାହୁବଳୀ-ଦି କନକ୍ଲୁଜନକୁ ସାମଗ୍ରୀକ ମନୋରଞ୍ଜନ ଦେଇଥିବା ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ସ୍ୱର୍ଗୀୟ ବିଶିଷ୍ଟ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ହିନ୍ଦୀ ଚଳଚ୍ଚିତ୍ର ମମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ନଗର କିର୍ତନ ଚଳଚ୍ଚିତ୍ର ପାଇଁ ରିଦ୍ଧି ସେନ‌୍‍ଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାମ୍ପାଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଜାସାରୀ ଭାଷୀ ...

Read More »

ମାରାଗୁଡ଼ା ସଭ୍ୟତା ଓ ତନ୍ତ୍ର

ନୂଆପଡ଼ା,(ଓଟି): ପ୍ରାଗ ଐତିହାସିକ କାଳରୁ ଭାରତରେ ଅନେକ ଗୁଡିଏ ପ୍ରତିଷ୍ଠିତ ରାଜ୍ୟମାନଙ୍କ ମଧ୍ୟରୁ ମହାନଦୀର ଉପର ପାର୍ଶ୍ୱରେ କୋଶଳ ରାଜ୍ୟ ଏକ ସମୃଦ୍ଧିଶାଳୀ ରାଜ୍ୟ ଭାବେ ପ୍ରତିଷ୍ଠା ଅର୍ଜନ କରିଥିଲା। ନୂଆପଡ଼ା ଜିଲ୍ଲା ତତ୍କାଳୀନ କୋଶଳ ରାଜ୍ୟର ବିଶେଷ ଅଙ୍ଗ ଭାବେ ସୁପରିଚିତ। ଜିଲ୍ଲାର ମାରାଗୁଡା ଉପତ୍ୟକାରେ ତତ୍କାଳୀନ କୋଶଳ ରାଜ୍ୟର ବହୁ ଶକ୍ତିଶାଳୀ ରାଜାମାନେ ନିଜ ରାଜ୍ୟର ରାଜଧାନୀ ପ୍ରତିଷ୍ଠା କରି ଏକ ଉନ୍ନତ ସଭ୍ୟତା ମାରାଗୁଡ଼ା ସଭ୍ୟତାର ...

Read More »

ଲାଲ ବଙ୍ଗଳା: ଯେଉଁଠି ନିଜ ଘରକୁ ନିଜେ ଆଦିବାସୀ ପୋଡି ଦିଅନ୍ତି

ନୂଆପଡ଼ା,(ଓଟି): ସମୁଦ୍ର ପତ୍ତନଠାରୁ ୩ ହଜାର ଫୁଟ ଉଚ୍ଚତାରେ ୬ଶହ ବର୍ଗ କି.ମି ଆୟତନ ବିଶିଷ୍ଟ ସୁନାବେଡା ଅଭୟାରଣ୍ୟ। ନୂଆପଡା ଜିଲ୍ଲାର କୋମନା ବ୍ଲକରେ ଅବସ୍ଥିତ। ନୂଆପଡ଼ା, କୋମନା, ବୋଡେନ ଓ ସିନାପାଲି ଏହି ୪ଟି ବ୍ଲକରୁ ୧୨ ଟି ପଞ୍ଚାୟତର ୫୨ ଗୋଟି ଗାଁକୁ ନେଇ ସୁନାବେଡା ଅଭୟାରଣ୍ୟ ଗଠିତ। ଏହି ଅଭୟାରଣ୍ୟ ଭିତରେ ବିଭିନ୍ନ ଜାତିର ଲୋକେ ବସବାସ କରୁଥିବା ବେଳେ ଚକୋଟିଆ ଭୁଞ୍ଜିଆ ଅନ୍ୟ ଏକ ...

Read More »

ରାଜ୍ୟସଭାରେ କନିଷ୍ଠ ସାଂସଦ ଅନୁଭବ

ଭୁବନେଶ୍ୱର, (ଓଟି): ବିଜୁ ଜନତା ଦଳର ଅନୁଭବ ମହାନ୍ତି ହେଉଛନ୍ତି ରାଜ୍ୟସଭାରେ ଦେଶର ସବୁଠାରୁ କନିଷ୍ଠ ସାଂସଦ । ରାଜ୍ୟସଭାରେ ସାଂସଦମାନଙ୍କୁ ନେଇ ଏଡିଆର୍‍ ଓ ନ୍ୟାସନାଲ୍‍ ଇଲେକ୍‍ସନ୍‍ ୱାଚ୍‍ ପକ୍ଷରୁ କରାଯାଇଥିବା ବିଶ୍ଳେଷଣରୁ ଏହା ଜଣାପଡ଼ିଛି । ସାଂସଦ ଅନୁଭବ ମହାନ୍ତିଙ୍କ ବୟସ ୩୨ବର୍ଷ ହୋଇଥିବା ବେଳେ ବିହାରର ଜେଡି(ୟୁ)ର ରାଜ୍ୟସଭାକୁ ଆସିଥିବା କାହକସନ୍‍ ପରବିନ୍‍ ଓ ପଶ୍ଚିମବଙ୍ଗରୁ ସିପିଆଇ(ଏମ୍‍)ର ରାଜ୍ୟସଭା ସାଂସଦ ରତବ୍ରତ ବାନାର୍ଜୀଙ୍କ ବୟସ ୩୪ ବର୍ଷ ...

Read More »

ଅଭିନେତା ଦେବୁ ବୋଷ ଗୁରୁତର

ଭୁବନେଶ୍ୱର,(ଓଟି): ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷ ଗୁରୁତର ଅଛନ୍ତି । ହୃଦ ରୋଗରେ ଆକ୍ରାନ୍ତ ଶ୍ରୀ ବୋଷଙ୍କୁ ଶୁକ୍ରବାର ଅପରାହ୍ନରେ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ହସ୍ପିଟାଲରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଚିକିତ୍ସା ଜାରି ରହିଛି ବୋଲି ଦେବୁଙ୍କ ବଡ଼ ପୁଅ ସାର୍ଥକ ବୋଷ ସୂଚନା ଦେଇଛନ୍ତି। ଏହି ଖବର ମିଳିବା ପରେ ସମଗ୍ର ସିନେ ଜଗତ ...

Read More »

ଜାମିନ୍‌ ଶୁଣାଣି ଆସନ୍ତାକାଲିକୁ ସ୍ଥଗିତ

ଜେଲ୍‌ରେ ଆଉ ଗୋଟିଏ ରାତି କାଟିବେ ସଲ୍‌ମାନ୍‌ ଖାଁ ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ରେ ଆଉ ଗୋଟିଏ ଦିନ କାଟିବେ ଅଭିନେତା ସଲମାନ୍‌ ଖାଁ। କାରଣ ତାଙ୍କ ଜାମିନ ଆବେଦନର ଶୁଣାଣିକୁ କାଲି ଅର୍ଥାତ୍‌ ଶନିବାର ଯାଏଁ ସ୍ଥଗିତ ରଖିଛନ୍ତି ଯୋଧପୁର ସେସନ୍‌ କୋର୍ଟ। ୧୯୯୮ ମସିହାରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗରେ ଗତକାଲି ଅଭିନେତା ସଲମାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୫ ବର୍ଷ ପାଇଁ କାରାଦଣ୍ଡାଦେଶ ଦିଆଯାଇଥିଲା। ...

Read More »

ଯୋଧପୁର ଜେଲରେ ସଲମାନ କଏଦୀ ନମ୍ବର ୧୦୬

କୃଷ୍ଣ ସାର ମୃଗ ଶିକାର ୨୦ ବର୍ଷ ପୁରୁଣା ମାମଲାରେ ଯୋଧପୁର ସେସନ କୋର୍ଟ ସଲମାନ ଖାନଙ୍କୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସଜା ଶୁଣାଯିବା ପରେ ସଲମାନଙ୍କୁ ଯୋଧପୁରର ସେଣ୍ଟ୍ରାଲ ଜେଲ ଅଣାଯାଇଛି। ଜେଲରେ ସଲମାନଙ୍କୁ କଏଦୀ ନମ୍ବର ୧୦୬ ଦିଆଯାଇଛି। ମାତ୍ର ଆଜି ତାଙ୍କୁ  କଏଦୀଙ୍କ ପରି ପୋଷାକ ପିନ୍ଧିବାକୁ ଦିଆଯାଇ ନାହିଁ। ସଲମାନଙ୍କୁ ବ୍ୟାରାକ ନମ୍ବର ୨ରେ ରଖାଯାଇଛି ଯେଉଁଠି ଆଶାରାମ ବାପୁ ...

Read More »

ବଲିଉଡର ନୂଆ ସ୍ମିତା ପାଟିଲ: ଚିତ୍ରାଙ୍ଗଦା ସିଂହ

ବଲିଉଡର ନୂଆ ସ୍ମିତା ପାଟିଲ ବୋଲି କୁହାଯାଉଥିବା ଚିତ୍ରାଙ୍ଗଦା ସିଂହ ସବୁ ବେଳେ ଚର୍ଚ୍ଚିତ। 70 ଦଶକର ଲୋକପ୍ରିୟ ନାୟିକା ସ୍ମିତ ପାଟିଲଙ୍କ ପରି ଦିଶୁଥିବା ଏହି ନାୟିକା ବଲିଉଡରେ ସେତେଟା ହିଟ୍ ସିନେମା ଦେଇନଥିଲେ ବି ସବୁବେଳେ କିନ୍ତୁ ଚର୍ଚ୍ଚାରେ  । ସେ ସୁଧୀର ମିଶ୍ରାଙ୍କ ‘ହଜାରୋଁ ଖ୍ଵାହିସେ ଐସି’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏବେ ଚିତ୍ରାଙ୍ଗଦା ସିଂହ ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ପ୍ରଥମ ...

Read More »

ୟାମୀଙ୍କୁ ଆକର୍ଷିତ କରିଛି ପୋଲ୍‌ ଡ୍ୟାନସ

ଆଜିକାଲି ପୋଲ ଡ୍ୟାନସ କରୁଛନ୍ତି ବଲିଉଡର ଲୋକପ୍ରିୟ ନାୟିକା ୟାମୀ ଗୌତମ  । କୌଣସି ସିନେମାର ଆବଶ୍ୟକତା ପାଇଁ ନୁହେଁ, କେବଳ ଏହି ନାଚ ଶିଖୁଛନ୍ତି ୟାମୀ  । ଆରିଫା ଭିଣ୍ଡରଓ୍ଵାଲାଙ୍କଠାରୁ ସେ ଏହି ଡ୍ୟାନସ ଶିକ୍ଷା କରୁଛନ୍ତି। ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ‘ଏ ଜେଣ୍ଟଲମ୍ୟାନ୍‌’ ଫିଲ୍ମରେ କରିଥିବା ପୋଲ୍‌ ଡ୍ୟାନସ୍‌ ତାଙ୍କୁ ଖୁବ୍‌ ଆକର୍ଷିତ କରିଛି  । ସେଥିପାଇଁ ସେ ଏହି ଡ୍ୟାନସ ଶିଖୁଛନ୍ତି ବୋଲି କହିଛନ୍ତି  । ପ୍ରଥମ ...

Read More »

ପ୍ରେମିକା ସବୁ ଶ୍ରେୟ ଦେଇଦେଲେ

ପ୍ରେମିକା ଦୀଶାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ତାଙ୍କ ବୟଫ୍ରେଣ୍ଡ ଟାଇଗର ସ୍ରଫ  । ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ର ଡ୍ୟାନସିଂ ବୟ ଟାଇଗର୍‌ ସ୍ରଫ୍‌ ଏବଂ ତାଙ୍କ ପ୍ରେମିକା ତଥା ବଲିଉଡ୍‌ ନାୟିକା ଦିଶା ପଟାନୀ। ନିକଟରେ ଦୀଶାଙ୍କ ସଂପର୍କରେ ଟାଇଗର ଦେଇଥିବା ମନ୍ତବ୍ୟରୁ ତାଙ୍କ ପ୍ରତି ଟାଇଗର୍‌ଙ୍କ ସ୍ନେହ ନିଶ୍ଚିତ ଭାବେ ଅନୁମେୟ। ଆଗକୁ ଆସିବାକୁ ଥିବା ‘ବାଗି-୨’ ବିଷୟରେ ଟାଇଗର୍‌ କହିଛନ୍ତି ଯେ ଚଳଚ୍ଚିତ୍ର ମୁଖ୍ୟ ଭୂମିକା ...

Read More »

ରହସ୍ୟମୟୀ ବିଷକନ୍ୟା ମିନିଷା ଲାମ୍ବା

ଗତ ପ୍ରାୟ 6 ବର୍ଷ ହେଲା କୌଣସି ବଲିଉଡ୍‌ ଫିଲ୍ମରେ ସୁଯୋଗ ନପାଇ ମିନିଷା ଲାମ୍ବା ଶେଷରେ ଛୋଟ ପରଦାରେ ପାଦ ଦେଇଛନ୍ତି। ‘ତେନାଲୀ ରାମ’ ଟେଲି-ଧାରାବାହିକରେ, ବିଷକନ୍ୟା ଚନ୍ଦ୍ରକଳା ଭୂମିକାରେ ଅଭିନୟ କରିବା ପାଇଁ ସେ ଅନୁବନ୍ଧିତ ହୋଇଛନ୍ତି। ଖଳନାୟିକାର ଭୂମୀକା ହୋଇଥିଲେ ମଧ୍ୟ ସେ ବିଶେଷ ଉତ୍ସାହିତ। କାରଣ, ଏ ଭଳି ଭୂମିକାରେ ସେ ପ୍ରଥମ ଥର ପାଇଁ ଅଭିନୟ କରୁଛନ୍ତି। ଏହି ଧାରାବାହିକର କାହାଣୀ ଐତିହାସିକ ...

Read More »

କ୍ୟାଟ୍ରିନାଙ୍କ ଗର୍ଜିଅସ୍ ଲୁକ ପାଇଁ ବି-ଟାଉନରେ ଚର୍ଚ୍ଚା

ନିଜ ଆଗାମୀ ଫିଲ୍ମ ଠଗସ ଅଫ ହିନ୍ଦୁସ୍ତାନରେ କ୍ୟାଟ୍ରିନାଙ୍କ ଲୁକ୍ସକୁ ନେଇ ବି-ଟାଉନରେ ଜବରଦସ୍ତ ଚର୍ଚ୍ଚା ହେବାରେ ଲାଗିଛି । ଆଗାମି ଫିଲ୍ମ ଠଗସ ଅଫ ହିନ୍ଦୁସ୍ତାନର ସୁଟିଂରେ ବ୍ୟସ୍ତ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ନୂଆ ଲୁକକୁ ନେଇ ଏହି ଚର୍ଚ୍ଚା  । ଫିଲ୍ମରେ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ବେଶ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିବ । ସୁଟିଂ ସେଟରୁ ଲିକ ହୋଇଥିବା କ୍ୟାଟ୍ରିନାଙ୍କ କିଛି ଫଟୋଗ୍ରାଫ୍ସରୁ ଜଣାପଡୁଛି ଯେ, ଅପକମିଂ ...

Read More »

ଚର୍ଚ୍ଚାରେ ମନ୍ଦିରା ବେଦୀ

ପୁଣି ଥରେ ଅଡୁଆରେ ପଡିଛନ୍ତି ବଲିଉଡ ଏବଂ ଡେଲିସପର କ୍ଷାତନାମା ଅଭିନେତ୍ରୀ ମନ୍ଦିରା ବେଦୀ  । ନିକଟରେ ଭାରତୀୟ ପୁରୁଷଙ୍କୁ ଡରୁଆ କହି ସେ ଫସିଯାଇଛନ୍ତି। ଏମଟିଭିରେ ପ୍ରସାରିତ ହେଉଥିବା ଏକ ଟେଲି ଶୋ-ଏମଟିଭି ଟ୍ରୋଲ ପୋଲିସରେ ସେ ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି । ଏହି ଶୋ’କୁ ଅଭିନେତ୍ରୀ ଜରିନ ଖାନ ହୋଷ୍ଟ କରୁଥିବା ବେଳେ ମନ୍ଦିରା ପୁରୁଷମାନଙ୍କ ମଧ୍ୟରେ ଲୁଚି ରହିଥିବା ମହିଳାକୁ ଧିକ୍କାର କରିଛନ୍ତି । ...

Read More »

ଓଡ଼ିଆ ସିନେମାରେ ମୁମ୍ବାଇ ମଡେଲ ରୁମ୍ପା ସରକାର

ଓଡିଆ ସିନେମାରେ ମୁମ୍ବାଇର ହଟ୍ ଅଭିନେତ୍ରୀ ରୁମ୍ପା ସରକାର  । ଚଳିତ ମାସ ଶେଷ ଭାଗକୁ ରିଲିଜ ହେବାକୁ ଥିବା ଯୋଗୀରେ ରୁମ୍ପାଙ୍କ କମାଲ ଦେଖିବାକୁ ମିଳିବ  । ଏକ ରାଜନୈତିକ କାହାଣୀକୁ ନେଇ ତିଆରି ହୋଇଥିବା ଓଡ଼ିଆ ଫିଲ୍ମ ‘ଯୋଗୀ’ ଚଳିତ ମାସର ଶେଷ ଆଡ଼କୁ ରିଲିଜ୍‌ ହୋଇପାରେ  । ତେବେ ଏ ପ୍ରସଙ୍ଗରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ। ରାମରାଜ୍ୟ ପ୍ରତିଷ୍ଠା ...

Read More »

ସିଂହଳ ସୁନ୍ଦରୀ ଜାକ‌୍‍ଲିନ‌୍‍ଙ୍କ ସଫଳତାର ଗୁରୁମନ୍ତ୍ର

ମୁକ୍ତିଲାଭ କରିଥିବା ‘ଡ୍ରାଇଭ‌୍‍’ ପାଇଁ ସିନେପ୍ରେମୀଙ୍କ ଉତ୍ସାହ ଦିନକୁ ଦିନ ବଢ଼ିବାରେ ଲାଗିଛି। ତରୁଣ ମନ‌୍‍ସୁଖାନିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ ଓ ଜ୍ୟାକଲିନ‌୍‍ ଫର୍ଣ୍ଣାଣ୍ଡିଜ‌୍‍ଙ୍କ ଅନ‌୍‍ସ୍କ୍ରୀନ‌୍‍ କେମେଷ୍ଟ୍ରୀ ଦେଖିବାକୁ ମିଳିଛି। ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଫଳ ନାୟିକା ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଜାକ‌୍‍ଲିନ‌୍‍ ନିକଟରେ ନିଜ ସଫଳତାର ରହସ୍ୟ ଉପରୁ ପର୍ଦ୍ଦା ଉଠାଇଛନ୍ତି। ଜାକ‌୍‍ଲିନ‌୍‍ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଷ୍ଟାର‌୍‍ଡମ‌୍‍କୁ ବଜାୟ ରଖିବା ...

Read More »

ଶ୍ରଦ୍ଧାଙ୍କ ପୋଷାକ ସହରୀ, ସ୍ବପ୍ନ ଗାଉଁଲି

ଗ୍ଲାମର‌୍‍ ଦୁନିଆରେ ଏକ ଚର୍ଚ୍ଚିତ ଚେହେରା ହେଉଛି ଶ୍ରଦ୍ଧା କପୁର‌୍‍। ସବୁବେଳେ ନିଜକୁ ଫ୍ୟାଶନ‌୍‍ ଅପଡେଟ‌୍‍ କରି ରଖୁଥିବା ଶ୍ରଦ୍ଧାଙ୍କୁ ଅନେକ ପ୍ରଶଂସକ ଷ୍ଟାଇଲ‌୍‍ ଆଇକନ‌୍‍ ରୂପେ ଦେଖିଥାନ୍ତି। କିନ୍ତୁ ସିନେପ୍ରେମୀ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବଲିଉଡ‌୍‍ର ଆଗଧାଡ଼ିର ନାୟିକାଙ୍କ ତାଲିକାରେ ସ୍ଥାନ ପାଇଥିବା ଆଶିକି ଫେମ‌୍‍ ଶ୍ରଦ୍ଧାଙ୍କ ବେଶ ପୋଷାକ ଓ ଜୀବନଚର୍ଯ୍ୟା ଅତ୍ୟାଧୁନିକ ମନେ ହେଉଥିଲେ ମଧ୍ୟ ତାଙ୍କର ସ୍ବପ୍ନ କିନ୍ତୁ ବେଶ‌୍‍ ଗାଉଁଲି। କହିବାକୁ ...

Read More »