କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ବର୍ତମାନ

ନବୀନଙ୍କ ନିର୍ବାଚନୀ ଖର୍ଚ୍ଚର ହିସାବ ଦେଲା ବିଜେଡି

2

ଭୁବନେଶ୍ୱର,(ଓଟି): ବିଜେପିର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ବିଜୁ ଜନତା ଦଳର ପାଣ୍ଠି ଅନିୟମିତତାକୁ ନେଇ ରାଜନୈତିକ ହଟଚମଟ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଖର୍ଚ୍ଚର ହିସାବ  ବିଜେଡି ସାଂସଦ ପ୍ରତାପ ଦେବ ଓ ପିନାକି ମିଶ୍ର ଏ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ସମୟରେ ନବୀନ ପଟ୍ଟନାୟକ ବିଜେଡିଠାରୁ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ନିର୍ବାଚନୀ ଖର୍ଚ୍ଚ ବାବଦରେ ୧୩ ଲକ୍ଷ ୧୦ ...

Read More »

ଏବେ ବି ବଦଳିନି ନଗଡାର ଚିତ୍ର: ବିଜେପି ପ୍ରତିନିଧି ମଣ୍ଡଳୀ

PC_Photo_28.07 (1)

-ମାନସୀର ମୃତ୍ୟୁ ଅପପୃଷ୍ଟି ଓ ଅବହେଳା ଜନିତ -ଗିରିଧର ଗମାଙ୍ଗଙ୍କ ନଗଡା ଗସ୍ତକୁ ବିରୋଧ କରି ବିଜେଡି ଆଦିବାସୀ ଓ ଗରୀବ ବିରୋଧୀ ଚରିତ୍ରକୁ ସ୍ପଷ୍ଟ କରିଛି -ବିଜେଡି ଗଣତନ୍ତ୍ର ଓ ବିକାଶ ଉଭୟର ବିରୋଧୀ   ଭୁବନେଶ୍ୱର,(ଓଟି): ଯାଜପୁର ଜିଲ୍ଲାର ନଗଡ଼ା ଗ୍ରାମ ପରିଦର୍ଶନରେ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଗିରିଧର ଗମାଙ୍ଗଙ୍କ ନେତୃତ୍ୱରେ ଯାଇଥିବା ବିଜେପି ପ୍ରତିନିଧି ମଣ୍ଡଳ ଭୁବନେଶ୍ୱର ଫେରିବା ପରେ ...

Read More »

ରାଜ୍ୟରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା: ସିଏଜି

unsafe-school

ଭୁବନେଶ୍ୱର,(ଓଟି): ରାଜ୍ୟରେ ଭିତ୍ତିଭୂମି ଅଭାବ ତଥା ପରିଚାଳନାଗତ ତ୍ରୁଟି ଯୋଗୁ ପ୍ରାଥମିକଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି ବୋଲି ସଂସଦରେ ଆଗତ ହୋଇଥିବା ଭାରତର ମହାଲେଖାକାର (ସିଏଜି)ଙ୍କ ରିପୋର୍ଟରେ ଦର୍ଶାଯାଇଛି। ଏଥିରେ କୁହାଯାଇଛି ଯେ, ଓଡିଶାରେ ଶିକ୍ଷାଦାନ ଏତେ ତଳ ସ୍ତରକୁ ଖସି ଯାଇଛି ତାହା ଚିନ୍ତା କରାଯାଇନପାରେ। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଓପେପା ପକ୍ଷରୁ ୨୦୧୩-୧୪ରୁ ୨୦୧୫-୧୬ ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲାରେ ମାତୃଭାଷା, ଗଣିତ ଓ ସାମାଜିକପାଠ ...

Read More »

ନବୀନ ହାୱାଲା ଘୋଟାଲ ମାମଲାରେ ଇଡ଼ିର ଦ୍ୱାରସ୍ଥ ହେଲା ବିଜେପି

12

-ନୋଡାଲ ଏଜେନ୍ସି ଇଣ୍ଡିଆଆଇଡିଆଜରୁ କୋଟି କୋଟି ଟଙ୍କା ବିଜେଡ଼ି ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରଣ କରାଯାଇଛି। ଇଣ୍ଡିଆଆଇଡ଼ିଆଜ ସଂସ୍ଥା କାହାର ଓ ଏହି ସଂସ୍ଥା ବିଜେଡିକୁ କାହିଁକି କୋଟି କୋଟି ଟଙ୍କା ପ୍ରଦାନ କରିଛି ଏହାର ତଦନ୍ତ ଦାବି -ଆକାଉଂଟ ନମ୍ୱର ୧୦୦୯୧୮୦୫୫୭୩ରୁ ବିଜେଡିର ଦଳୀୟ ଆକାଉଂଟ ନମ୍ୱର ୧୦୦୯୧୭୫୫୨୪୬କୁ କୋଟି କୋଟି ଟଙ୍କା କାହିଁକି ଓ କେଉଁ ପରିସ୍ଥିତିରେ ସ୍ଥାନାନ୍ତରଣ ହୋଇଛି -ବିପିଏଲ‌୍‍ କାର୍ଡଧାରୀ ବ୍ୟକ୍ତି ପୂର୍ଣ୍ଣଚନ୍ଦ୍ର ପାଢୀ ବିଜେଡି ...

Read More »

ଅଗଷ୍ଟ-୧ରୁ ଅନ‍୍‌ଲାଇନ‍୍‌ରେ ମିଳିବ କୋଠାବାଡ଼ି ମଞ୍ଜୁରୀ

Building plan

ଚନ୍ଦ୍ରଶେଖରପୁର ଜନସେବାକେନ୍ଦ୍ର ହେବ ଆବେଦନ କେନ୍ଦ୍ର ପୁରୀ ଓ ଭୁବନେଶ୍ୱର ପାଇଁ ସଫ୍ଟୱେର ପ୍ରସ୍ତୁତ ୩୧ ଜୁଲାଇରୁ ପୁରୁଣା ଆବେଦନ ପ୍ରକ୍ରିୟା ବନ୍ଦ ଅନ‍୍‌ଲାଇନ‍୍‌ରେ ଦେଖିହେବ ଆବେଦନର ସ୍ଥିତି ଭୁବନେଶ୍ୱର,(ଓଟି): କୋଠାବାଡ଼ି ପ୍ଲାନ‍୍‌ ମଞ୍ଜୁରୀ ଏଣିକି ଅନ‍୍‌ଲାଇନ‍୍‌ରେ ଆବଦେନ ଓ ମଞ୍ଜୁରୀ ହେବ। ଭୁବନେଶ୍ୱର ଡେଭେଲପମେଣ୍ଟ ଅଥରିଟି ( ବିଡିଏ) ଏଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଆପଣାଇବାକୁ ଯାଉଛି। ଅଗଷ୍ଟ ୧ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏଥିଲାଗି ଏକ ...

Read More »

ଡରିଗଲେ ରାହୁଲ: ଓଡ଼ିଶାରେ ପଟ୍ଟ ପରିବର୍ତ୍ତନ ପାଇଁ ରାଜି ହେଲେ

narasingha-mishra-rahul-gandhi

ଭୁବନେଶ୍ୱର,(ଓଟି): ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଚିଠିକୁ ପଢ଼ି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ‍୍‌ ଗାନ୍ଧି ଭୟଭୀତ ହୋଇପଡ଼ିଛନ୍ତି। ବିହାର, ଗୁଜରାଟ ଭଳି ଓଡ଼ିଶାରେ ବିଧାୟକମାନେ କାଳେ ଦଳଛାଡ଼ି ଚାଲିଯିବେ ସେହି ଆଶଙ୍କାରେ ପଡ଼ିଛନ୍ତି। ଏଣୁ ନୂଆଦିଲ୍ଲୀରେ ଆଲୋଚନା ସମୟରେ ନରସିଂହଙ୍କ ରାସ୍ତାରେ ଚାଲିବାକୁ ରାହୁଲ ରାଜିଥିବା ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି। ଏନେଇ ସେ ନରସିଂହଙ୍କୁ ମଧ୍ୟ ଜଣାଇଦେଇଥିବା କୁହାଯାଉଛି। ଅର୍ଥାତ୍ ପିସିସି ନେତୃତ୍ୱ ଆସନ୍ତା କିଛିଦିନ ଭିତରେ ହଠାତ୍ କେବେ ଦିନେ ...

Read More »

କାଲାମ ଦ୍ୱୀପ ନାମରେ ନାମିତ ହେଲା ହ୍ୱିଲର ଦ୍ୱୀପ

ana_qa_image_57b30636265d4

ଭୁବନେଶ୍ୱର,(ଓଟି): ମିସାଇଲ ମ୍ୟାନ ତଥା ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ହ୍ୱିଲର ଦ୍ୱୀପକୁ ବିଧିବଦ୍ଧ ଭାବେ ଅବଦୁଲ କଲାମ ଦ୍ୱୀପ ଘୋଷଣା କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୮୪ ମସିହାରେ ମିସାଇଲ ମ୍ୟାନ ଡଃ. ଏ.ପି.ଜେ. ଅବଦୁଲ କଲାମଙ୍କୁ ଚାନ୍ଦିପୁରଠାରେ ଥିବା ଆର.ଟି.ଆର ର ପ୍ରଥମ ନିଦ୍ଦେର୍ଶକ ଭାବେ ନିଯୁକ୍ତି ଦିଆଯିବା ପରେ ୧୯୮୯ ମସିହାରେ ଚାନ୍ଦିପୁରସ୍ଥିତ ଆଇ.ଟି.ଆର (ସମନ୍ୱିତ ପରୀକ୍ଷଣ କେନ୍ଦ୍ର)ରୁ ଅଗ୍ନି କ୍ଷେପଣାସ୍ତ୍ର ...

Read More »

ଦେଶର ଭବିଷ୍ୟତ ଖୋଲା ଆକାଶ ତଳେ ଖାଉଛନ୍ତି ଖାଦ୍ୟ

anganwadi

ଦେଶର ଭବିଷ୍ୟତ ଖୋଲା ଆକାଶ ତଳେ ଖାଉଛନ୍ତି ଖାଦ୍ୟ ଭୁବନେଶ୍ୱର,(ଓଟି): ରାଷ୍ଟ୍ରର ଭବିଷ୍ୟତ କୁହାଯାଉଥିବା ଶିଶୁମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବା ପାଇଁ ସରକାରଙ୍କ ଅନେକ ଯୋଜନା ମଧ୍ୟରୁ ଅଙ୍ଗନୱାଡି ଯୋଜନା ଅନ୍ୟତମ। ଏଥିପାଇଁ ସରକାର ଗୋଟିଏ ଗୋଟିଏ ଗାଁରେ ଏକାଧିକ ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି। ଏହି ଅଙ୍ଗନୱାଡି ଯୋଜନା ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ଗ୍ରାମାଞ୍ଚଳର ଗରିବ ଶିଶୁମାନେ ...

Read More »

ବିଜେପି ଭୟ: ଆଗୁଆ ନିର୍ବାଚନକୁ ଯିବେ ନବୀନ!

election

ଭୁବନେଶ୍ୱର,(ଓଟି): ସମଗ୍ର ଦେଶରେ ବର୍ତ୍ତମାନ ବିଜେପିର ଜୟଯାତ୍ରା ଚାଲିଛି। କେଉଁଠି ନଜସ୍ୱ ସରକାର ତ କେଉଁଠି ମେଣ୍ଟ ସରକାର। ଯେଉଁ ରାଜ୍ୟରେ ବିଜେପି ସରକାର ଗଠନ କରିପାରିନାହିଁ ସେଠାରେ ଏବେଠାରୁ ‘ମୋ ବୁଥ ମଜଭୂତ’ କାର୍ଯ୍ୟକ୍ରମ ଜରିଆରେ ସଂଗଠନ ସୁଦୃଢ କରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି। ସେହିଭଳି ରାଜ୍ୟ ମଧ୍ୟରେ ରହିଛି ଓଡିଶା। ବିଗତ ୩ ବର୍ଷ ମଧ୍ୟରେ ଓଡିଶାରେ ବିଜେପି ତାର ସଂଗଠନ ବୃଦ୍ଧି କରିବା ...

Read More »

ୟେଚୁରୀଙ୍କୁ ରାଜ୍ୟସଭା ପଠାଇବା ସପକ୍ଷରେ ନାହାଁନ୍ତି କେରଳ ମୁଖ୍ୟମନ୍ତ୍ରୀ

Senior communist leader Sitaram Yechury wipes his face during an anti-nuclear deal rally in New Delhi

କୋଲକାତା: ସିପିଏମର କେନ୍ଦ୍ରୀୟ କମିଟି ପକ୍ଷରୁ ଦଳର ମହାସଚିବ ସୀତାରାମ ୟେଚୁରୀଙ୍କୁ ରାଜ୍ୟସଭା ପଠାଇବା ନେଇ ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ‍୍‌ ୟେଚୁରୀଙ୍କ ସପକ୍ଷରେ ନାହାନ୍ତି। ସେ କଂଗ୍ରେସ ସମର୍ଥନରେ ପଶ୍ଚିମବଙ୍ଗରୁ ୟେଚୁରୀଙ୍କୁ ରାଜ୍ୟସଭା ପଠାଇବା ପ୍ରସ୍ତାବକୁ ଖାରଜ କରିଛନ୍ତି। ଫଳରେ ୟେଚୁରୀଙ୍କୁ ରାଜ୍ୟସଭା ପାଇଁ ନାମାଙ୍କନ ନକରିବା ପାଇଁ କୁହାଯାଇଛି। ବିଜୟନ‍୍‌ କହିଛନ୍ତି ଯେ, ଆମର ଦଳ ମହାସଚିବଙ୍କୁ ରାଜ୍ୟସଭା ପଠାଇବା ପାଇଁ ...

Read More »

ସରକାରୀ ଦଳର ନୂଆଚାଲ: ଆଦିବାସୀ ପରିଷଦ ନାମରେ ଅସନ୍ତୁଷ୍ଟ ଥଇଥାନ ଯୋଜନା!

Cabinet1

ଭୁବନେଶ୍ୱର,(ଓଟି): ରାଜ୍ୟର ଆଦିବାସୀ ବହୁଳ ୯ଟି ଜିଲା ପାଇଁ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ କରିବାକୁ ରାଜ୍ୟ କ୍ୟାବିନେଟ‍୍‌ ନିଷ୍ପତ୍ତି ନେଇଛନ୍ତି । ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ‍୍‌ ନିଷ୍ପତ୍ତି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହା ଏକ ଐତିହାସିକ ନିଷ୍ପତ୍ତି । ପୂର୍ବରୁ ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଳଟ‍୍‌ ଓ ଫ୍ଲାଟ‍୍‌ ନେଇଥିବା ବ୍ୟକ୍ତିଙ୍କଠାରୁ ଏହାକୁ ଫେରାଇ ଆଣିବା ପାଇଁ କ୍ୟାବିନେଟ‍୍‌ ନେଇଥିବା ...

Read More »

ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭ଟି ବିଭାଗରେ ପିଜି ପାଠ୍ୟକ୍ରମ

vikram dev college

କୋରାପୁଟ,(ଓଟି): ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭ଟି ବିଭାଗର ସ୍ନାତକୋତର ପାଠ୍ୟକ୍ରମ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉପସଚିବ ରଞ୍ଜିତା ରଥ ଚିଠି ୧୯୩୨୧ରେ ଉଚ୍ଚଶିକ୍ଷା ବିଭାଗର ନିଦ୍ଦେର୍ଶକଙ୍କୁ ଜଣାଯାଇଛନ୍ତି। ଚିଠି ଅନୁସାରେ ବିକ୍ରମଦେବ ମହାବିଦ୍ୟାଳୟରେ କଳାର ଇଂରାଜୀ, ଓଡ଼ିଆ, ସମାଜ ବିଜ୍ଞାନ ପାଇଁ ୩୨ ସିଟ‌୍‍ର ସ୍ନାତକୋତର ପାଠ୍ୟକ୍ରମର ବ୍ୟବସ୍ଥା କରାଯାଉଥିବାବେଳେ ବିଜ୍ଞାନରେ ...

Read More »

କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ୯୩ଟି ବଣୁଆ ହାତୀଙ୍କ ଆତଙ୍କରାଜ: ଡିସେମ୍ୱର ସୁଦ୍ଧା ଏହି ସଂଖ୍ୟା ୨୦୦ ଟପିବା ଆଶଙ୍କା

Elephant-habitat-patrol-of-Way-Kambas-4

କେନ୍ଦୁଝର,(ଓଟି): କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ବୁଧବାର ସୁଦ୍ଧା ୯୩ଟି ବଣୁଆ ହାତୀଙ୍କ ଆତଙ୍କରାଜ ଲାଗିରହିଥିବା ବେଳେ ଡିସେମ୍ୱର ସୁଦ୍ଧା ଏହି ବଣୁଆ ହାତୀଙ୍କ ସଂଖ୍ୟା ୨୦୦କୁ ଟପିବା ଆଶଙ୍କା ପ୍ରକାଶ ପାଇଛି। ଏହି ହାତୀ ପଲଙ୍କ ମୁକାବିଲା ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ରେଞ୍ଜର ଅଧିକାରୀ, କର୍ମଚାରୀ ଓ ହାତୀ ଘଉଡାଇଡା ସ୍କ୍ୱାଡକୁ ନେଇ ବନ ବିଭାଗ ପକ୍ଷରୁ ି ଏକ ଜରୁରୀକାଳୀନ ବ୍ଭୈଠକ ହୋଇଛି। ବର୍ତ୍ତମାନ ସୁଦ୍ଧା ...

Read More »

ଏତେ ଯୋଜନା କାହା ପାଇଁ: ୩୦ ପ୍ରତିଶତ ଆଦିମ ଆଦିବାସୀ ଭୂମିହୀନ

katar-village

ଭୁବନେଶ୍ୱର,(ଓଟି): ପୁଣି ଜନଜାତି ମତଦାତାମାନଙ୍କୁ ପ୍ରଲୋଭିତ କରିବା ପାଇଁ ସରକାର ଗତକାଲି ୯ଟି ଜନଜାତି ବହୁଳ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରିଷଦ ପାଇଁ ବାର୍ଷିକ ୧୭୫.୫୦ କୋଟି ଟଙ୍କା ବ୍ୟୟ କରାଯିବ । ଏଥିପାଇଁ ଏହି ୯ଗୋଟି ଜିଲ୍ଲାର ପ୍ରତି ବ୍ଲକ‌୍‍କୁ ୧.୫ କୋଟି ଟଙ୍କା ଦିଆଯିବ। ...

Read More »

ବିହାରରେ ହେବ ବିଜେପି-ଜେଡିୟୁ ମେଣ୍ଟ, ଗୁରୁବାର ସନ୍ଧ୍ୟାରେ ନିତିଶଙ୍କୁ ଶପଥ ଦେବେ ରାଜ୍ୟପାଳ

nitish

ଭୁବନେଶ୍ୱର,(ଓଟି): ବିହାର ରାଜନୀତି ଦିଗ ପରିବର୍ତ୍ତନ କରିଛି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ବିଜେପି ସହ ମିଶି ସରକାର ଗଠନ କରିବାକୁ ସବୁଜ ସଗ୍ଧେତ ଦେଇଛନ୍ତି। ଗୁରୁବାର ସନ୍ଧ୍ୟା ୫ଟା୩୦ରେ ଏଥିନେଇ ଶପଥଗ୍ରହଣ ଉତ୍ସବ ଆୟୋଜନ କରାଯିବ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭାବେ ନିତିଶ ଶପଥ ନେବା ସହ ନୂଆ ମନ୍ତ୍ରିମଣ୍ଡଳ ଘୋଷଣା କରିବେ। ନିଜ ଅନ୍ତରର କଥାକୁ ବିଚାର କରି ଲାଲୁଙ୍କ ନେତୃତ୍ୱାଧୀନ ଆର‍୍‌ଜେଡିକୁ ଦୂରେଇବା ପାଇଁ ନିତିଶ ନିଷ୍ପତ୍ତି ନେଇଥିଲେ। ...

Read More »

ଛାତ୍ର ମେଧାବୃତ୍ତି ବଣ୍ଟନରେ ୫୦କୋଟି ଲୁଟ‌୍‍ ଅଭିଯୋଗ: ଗଗନ ଧଳଙ୍କୁ ଦାୟୀ କଲା ସିଭିଲ ସୋସାଇଟି

e-Medhabruti-Scholarship-in-Odisha

ଦେଢବର୍ଷ ଧରି ଅଡିଟ‌୍‍ ରିପୋର୍ଟ ପ୍ରକାଶ କରାଯାଉ ନାହିଁ। ସିବିଆଇ ତଦନ୍ତ ଦାବିରେ ସିଭିଲ‌୍‍ ସୋସାଇଟିର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକ ପତ୍ର ଭୁବନେଶ୍ୱର, (ଓଟି): ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମେଧାବୀ ଛାତ୍ରମାନଙ୍କୁ ଦିଆଯାଉଥିବା ମେଧାବୃତ୍ତିରେ ୫୦ କୋଟି ଟଙ୍କା ହେରଫେର ଅଭିଯୋଗ ଆଣିଛି ସିଭିଲ‌୍‍ ସୋସାଇଟି। ଏହିକ୍ରମରେ ତତ୍କାଳୀନ ବିଭାଗୀୟ ସଚିବ ଗଗନ ବିହାରୀ ଧଳଙ୍କୁ ଦାୟୀ କରାଯାଇ ତାଙ୍କ ବିରୁଦ୍ଧରେ ତୁରନ୍ତ ଆଇନ‌୍‍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ...

Read More »

ସପ୍ଟେମ୍ୱର ସୁଦ୍ଧା ସରିବ ନାହିଁ ଗୁରୁପ୍ରିୟା ସେତୁ: ପୂର୍ତ୍ତ ସଚିବ

Gurupriya

ଭୁବନେଶ୍ୱର, (ଓଟି): ଆସନ୍ତା ସେପ୍ଟେମ୍ୱର ସୁଦ୍ଧା ଗୁରୁପ୍ରିୟା ସେତୁ କାର୍ଯ୍ୟ ଶେଷ ହୋଇପାରିବ ନାହିଁ ବୋଲି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଏହି ସେତୁର କାମ ଶେଷ ହେବା ପାଇଁ ଆହୁରି ଦୁଇମାସ ସମୟ ଲାଗିବ। ଗତକାଲି ଏହି ସେତୁର ନିର୍ମାଣାଧୀନ ୩ଟି ଗାର୍ଡର ଭୁଶୁଡ଼ି ପଡ଼ିବା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ...

Read More »