BIGtheme.net http://bigtheme.net/ecommerce/opencart OpenCart Templates

ରାଜଧାନୀ @୭୧

ଭୁବନେଶ୍ୱର ମୂଳ ଯୋଜନାର ଲକ୍ଷ୍ୟ କଣ ଥିଲା

କନିଗ୍ସବର୍ଗରଙ୍କ ମୂଳ ଯୋଜନାର ଲକ୍ଷ୍ୟ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‍ ନେହରୁଙ୍କ ଚିନ୍ତାଧାରାରେ ଅନୁପ୍ରାଣୀତ ଥିଲା । ସହରରେ ଧନୀ ଗରିବଙ୍କ ତାରତମ୍ୟକୁ ରୋକିବା, ରାସ୍ତାର ଦୁଇପାଖରେ ଆବାସିକ ଘର ତିଆରି କରିବା । ପ୍ରତିଟି ୟୁନିଟ୍‍ରେ ଆବଶ୍ୟକ ସୁବଧା ଯେମିତି ବଜାର, ଆମୋଦ ପ୍ରମୋଦ, ପାର୍କ ସ୍ଥାପନ ପାଇଁ ବ୍ୟବସ୍ଥା ଆଦି ରହିଥିଲା । ସାତ ପ୍ରକାର ରାସ୍ତା ପାଇଁ ସେ ସହରରେ ବ୍ୟବସ୍ଥା କରିଥିଲେ । ଏହା ଲକ୍ଷ୍ୟ ...

Read More »

ଭୁବନେଶ୍ୱର ପାଇଁ ମାଷ୍ଟର ପ୍ଲାନ୍‍

ସହର ପୁଣି ରାଜଧାନୀ ସହର କହିଲେ ପ୍ରଥମେ ପ୍ରଶାସନିକ ବିଧି ବ୍ୟବସ୍ଥା ପାଇଁ ଆବଶ୍ୟକ କୋଠାବାଡ଼ି, କର୍ମଚାରୀ ଓ ସାଡ଼ଧାରଣ ଲୋକଙ୍କ ରହିବା ଲାଗି ଘର, ଦୋକାନ, ବଜାର, ପିଇବା ପାଣି, ଯାତାୟାତ ପାଇଁ ରାସ୍ତା ଯୋଗାଯୋଗ ବ୍ୟବସ୍ଥା ଆଦି ମୁଖ୍ୟ ବିଷୟ ବୋଲି ବୁଝାଯାଏ । କିନ୍ତୁ ଜଣେ ସ୍ଥାପତ୍ୟ ପାଇଁ ଏସବୁକୁ ସୁନ୍ଦର ଭାବେ ସଜାଇବା, ଭବିଷ୍ୟତ ପିଢ଼ିଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ସହର ...

Read More »

ଭୁବନେଶ୍ୱର ଗଠନ ପାଇଁ ୩୦ ହଜାର

ଓଡ଼ିଶାର ନୂଆ ରାଜଧାନୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ଦରକାର ବୋଲି ହରେକଷ୍ଣ ମହତାବଙ୍କ ସରକାର ଆକଳନ କରିଥିଲେ । ଯେଉଁଥିପାଇଁ ଭାରତ ସରକାର ଅର୍ଥ ଦେବା କଥା । କିନ୍ତୁ ଯୁଦ୍ଧ ପରବର୍ତ୍ତୀ କାଳୀନ ସ୍ଥିତିରେ ଏତେ ଟଙ୍କା ଦେବା ସମ୍ଭବ ନୁହେଁ । ଏହାଦ୍ୱାରା ମୁଦ୍ରାସ୍ଫୀତି ଯଥେଷ୍ଟ ହେବ ବୋଲି ବ୍ରିଟିଶ୍‍ ଭାରତର ଅର୍ଥ ବିଭାଗ ଆକଳନ କରିôଥଲେ । ଏଣୁ ମାତ୍ର ୩୦ ହଜାର ...

Read More »

ଭୁବନେଶ୍ୱରର ଡିଜାଇନ୍‍ ଓ ସ୍ଥାପତ୍ୟ

ଓଡ଼ିଶାର ବ୍ୟବସ୍ଥାପକ ସଭା ୧୯୪୬ ମସିହା ସେପ୍ଟେମ୍ବର ୩୦ ତାରିଖରେ ଯେଉଁ ବିଧିବଦ୍ଧ ନିଷ୍ପତ୍ତି ନେଲା ତାହାରି ଆଧାରରେ ସେତେବେଳର ପ୍ରଦେଶ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଉତ୍ସାହିତ ହୋଇ ଏହା ଯେପରି ଭାରତବର୍ଷର ସବୁଠାରୁ ଆକର୍ଷଣୀୟ ସହର ହେବ ସେହି ଚିନ୍ତାରେ ନିଜକୁ ନିବେଶ କଲେ । ପୂର୍ବରୁ କଟକ ସହରକୁ ରାଜଧାନୀ ଭାବରେ ପରିଣତ କରିବା ପାଇଁ ଟାଟା କମ୍ପାନୀଙ୍କୁ ନିଯୁକ୍ତ କରାଯାଇଥିଲା । ସେମାନେ ଏହାକୁ ପ୍ରତ୍ୟାଖ୍ୟାନ ...

Read More »

ରାଜଧାନୀ ଭାବେ କାହିଁକି ବଛାଗଲା ଭୁବନେଶ୍ୱରକୁ

ଭୁବନେଶ୍ୱର କଟକର ନିକଟବର୍ତ୍ତୀ ଅଞ୍ଚଳ ଥିଲା । ଅଢ଼େଇ ହଜାର ବର୍ଷ ତଳର ଇତିହାସକୁ ଏ ସହର ଅକ୍ଷୁର୍ଣ୍ଣ ରଖିଥିଲା । ଏହାଛଡ଼ା ଏ ସହର ସହ ଯୋଗାଯୋଗ ମଧ୍ୟ ସହଜ ହେଉଥିଲା । ସବୁଠାରୁ ବଡ଼ କଥା ଥିଲା ଏୟାର ବେସ୍‍ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାର ସୈନ୍ୟ ବାହିନୀ ସେତେବେଳେ ଭୁବନେଶ୍ୱରରେ ଏକ ବିଶାଳ ବିମାନ ନିୟନ୍ତ୍ରଣ କେନ୍ଦ୍ର ଖୋଲିଥିଲେ । ଏଣୁ ତାହା ଦେଶର ...

Read More »

କେମିତି ହେଲା ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା

ଭାଷାଭିତ୍ତିରେ ଓଡ଼ିଶାର ପୁନର୍ଗଠନ ବା ସ୍ୱତନ୍ତ୍ର ପ୍ରଦେଶ ଗଠନ ପରେ ଓଡ଼ିଶାର ରାଜଧାନୀ କେଉଁଠି ରହିବ ସେ ନେଇ ତର୍ଜମା ଚାଲିଥାଏ । ଯଦିଓ କଟକକୁ ରାଜଧାନୀ ଭାବେ ଗଢ଼ି ତୋଳିବା ଲାଗି ସମସ୍ତେ ଏକମତ ଥିଲେ କିନ୍ତ ସହରର ଗଠନ ଓ ଭୌଗୋଳିକ ସ୍ଥିତି ଏଥିପ୍ରତି ସଦୟ ହେଉନଥିଲା । ଏଣୁ କେହି ଓଡ଼ିଶାର ଇତିହାସକୁ ବିଚାରକୁ ନେଇ ପ୍ରସ୍ତାବ ଦେଲେ ତ ଆଉ କିଏ ଭୁଗୋଳକୁ ପୁଣି ...

Read More »