କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ବିଜ୍ଞାନ ଓ ପ୍ରଯୁକ୍ତି

ଦୈନନ୍ଦିନ ବ୍ୟବହାରିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଷୟରେ ସୂଚନା, ସୋଶାଲ‍୍‌ମିଡିଆ, ସ୍ମାର୍ଟଫୋନ‍୍‌ର ବିଭିନ୍ନ ଟୁୂଲ‍୍‌ ତଥା ସଫ୍ଟେୱର‍୍‌ ସମ୍ପର୍କରେ ସୂଚନା

ସ୍ମାର୍ଟ ଟିଭି ପାଇଁ ଆପ‌୍‍ ପ୍ରସ୍ତୁତ କରିବ ଫେସବୁକ‌୍‍

smart tv

ଭୁବନେଶ୍ୱର, ( ହିମାଂଶୁ ଭୂଷଣ ପଣ୍ଡା): ସୋଶାଲ ମିଡ଼ିଆ ଦୁନିଆରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ଫେସବୁକ‌୍‍ ଆପଣଙ୍କ ଡ୍ରଇଁରୁମ‍୍‌ରେ ଥିବା ସ୍ମାର୍ଟଟିଭିକୁ ମଧ୍ୟ ଅକ୍ତିଆର କରିବାକୁ ଯୋଜନା କରିଛି। ଡେସ୍କଟପ‍୍‌ ଓ ସ୍ମୋର୍ଟଫୋନ‍୍‌ରେ ପ୍ରୋଗ୍ରାମ ପ୍ରସ୍ତୁତ କରି ସଫଳତା ପାଇବା ପରେ ସ୍ୱାର୍ଟଟିଭି ପାଇଁ ନୂଆ ଆପ‍୍‌ ତିଆରି କରିବା ଘୋଷଣା କରିଛି। ଟିଭିରେ ଅଧିକ ବିଜ୍ଞାପନର ଚାହିଦା ରହୁଥିବାରୁ ଫେସବୁକ‌୍‍ ଏପରି ଏକ ପଦକ୍ଷେପ ନେଇଛି। ଏହାଦ୍ୱାରା ...

Read More »

ଜାଣନ୍ତୁ କେତେ କ୍ଷତିକାରକ ସ୍ମାର୍ଟଫୋନ ଏବଂ ଟ୍ୟାବଲେଟ

Smartphone batt

ଭୁବନେଶ୍ୱର, ( ହିମାଂଶୁ ଭୂଷଣ ପଣ୍ଡା): ସ୍ମାର୍ଟଫୋନ ଓ ଟ୍ୟାବଲେଟ‌୍‍ ବର୍ତମାନର ଏକ ନିତ୍ୟାନ୍ତ ଆବଶ୍ୟକିୟ ଜିନିଷ ପାଲଟି ଯାଇଛି। ଏମିତି ହୋଇଛି ଯେ ଆମେ ଗୋଟିଏ ମୁହୁର୍ତ ବି ଏହାକୁ ଏଡ଼ାଇ ଦେଇ ପାରୁନାହାଁନ୍ତି। ହେଲେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଏହିସବୁ ଉପକରଣରେ ବ୍ୟବହାର ହେଉଥିବା ଲିଥିୟମ ଆୟନ ବ୍ୟାଟେରୀରୁ ବିଭିନ୍ନ ପ୍ରକାରର ବିଷାକ୍ତ ଗ୍ୟାସସବୁ ବାହାରିଥାଏ ଯାହାକି ବ୍ୟବହାରକାରୀ ମାନଙ୍କପାଇଁ ବହୁତ କ୍ଷତିକାରକ ହୋଇଥାଏ। ଏହାକୁ ...

Read More »

ପୁରୁଣା ଅପରେଟିଂ ସିଷ୍ଟମ‍୍‌ରେ ବନ୍ଦ ହେବ ଗୁଗୁଲ‍୍‌ର ଜି-ମେଲ‌୍‍ ସେବା

gmail

ଭୁବନେଶ୍ୱର, (ହିମାଂଶୁ ଭୂଷଣ ପଣ୍ଡା): ୨୦୧୭ ର ଶେଷ ପର୍ଯନ୍ତ ଆପଣ ବ୍ୟବହାର କରିପାରିବେ ଜି-ମେଲ‌୍‍। ପୁରୁଣା ଅପରେଟିଂ ସିଷ୍ଟମ‌୍‍(ଓଏସ‍୍‌) ରେ ଆଉ ବ୍ୟବହାରକାରୀ ବା ଉପଭୋକ୍ତା ମାନେ ଜି-ମେଲ‌୍‍ ଖୋଲିପାରିବେ ନାହିଁ ଏପରି ଏକ ଘୋଷଣା କରିଛି ଗୁଗୁଲ। ଆଗରୁ ବ୍ୟବହାର ହେଉଥିବା ୱିଣ୍ଡୋ ୯୮, ୱିଣ୍ଡୋ ୨୦୦୩, ୱିଣ୍ଡୋ ଏକ୍ସପି, ୱିଣ୍ଡୋ ଭିଷ୍ଟା ରେ ଜିମେଲ‍୍‌ ୨୦୧୭ ମସିହା ଶେଷ ଯାଏଁ ଖୋଲିବ। ଏହା ପରେ ଆଉ ...

Read More »

ଫେସବୁକ‌୍‍ରେ ଭିଡ଼ିଓ ଅପଲୋଡ଼ କରି ଟଙ୍କା ରେଜଗାରର ସୁଯୋଗ

facebook

ଭୁବନେଶ୍ୱର, (ଓଟି): ସୋଶାଲ‍୍‌ ମିଡିଆ ଖାଲି ସମ୍ପର୍କ ରକ୍ଷା ପାଇଁ ନୁହେଁ ବରଂ ରୋଜଗାରର ମାଧ୍ୟମ ପାଲଟିପାରେ। ପୁଣି ତାହା ଆପଣ ପୋଷ୍ଟ କରୁଥିବା ଭିଡିଓ ଦ୍ୱାରା ସମ୍ଭବ। ଏହା ବିଶ୍ୱାସ କରିପାରୁଛନ୍ତି? ଯଦି ନୁହେଁ ତେବେ ବିଶ୍ୱାସ କରିବା ଆରମ୍ଭ କରନ୍ତୁ, କାରଣ ଫେସବୁକ୍ ଏମିତି ଏକ ସୁଯୋଗ ଆଣିବାକୁ ଯାଉଛି। ନିକଟରେ ସୋଶାଲ‍୍‌ ମିଡିଅରା ସାଇଟ‍୍‌;ର ପ୍ରକାଶ ପାଇଥିବା ଖବର ଅନୁସାରେ ଫେସବୁକ‌୍‍ ରେ ନିଜର ପ୍ରିୟଜନଙ୍କ ...

Read More »

ଓଡ଼ିଶା ପୁଲିସ ସହ ସମ୍ପର୍କ ଯୋଡ଼ିବାକୁ ନୂଆ ମୋବାଇଲ‍୍‌ ଆପ‍୍‌: ଓପି ଡିରେକ୍ଟୋରୀ

OP APP

ଦେଶର ପ୍ରଥମ ପୁଲିସ ମୋବାଇଲ ଆପ‌୍‍ ଯେଉଁଥିରେ ରହିଛି ୧୫ହଜାର ପୁଲିସ ଅଧିକାରୀଙ୍କ ମୋବାଇଲ‍୍‌ ନମ୍ୱର ଭୁବନେଶ୍ୱର(ହିମାଂଶୁ ଭୂଷଣ ପଣ୍ଡା): ଓଡ଼ିଶା ପୁଲିସ ସମ୍ପର୍କରେ ଜାଣିବା ତଥା ତୁରନ୍ତ ଯୋଗାଯୋଗ କରିବା ନିମନ୍ତେ ସ୍ମାର୍ଟଫୋନ‍୍‌ରେ ଉପଲବ‍୍‌ଧ ହୋଇଛି ଆଣ୍ଡ୍ରଏଡ୍ ଆପ‍୍‌  ଓଡ଼ିଶା ପୁଲିସ ଡ଼ିରେକ୍ଟୋରି । ଓଡ଼ିଶା ପୁଲିସ ଆସୋସିଏସନ‍୍‌ ସହାୟତାରେ କୋଲକାତାର ସଫ୍ଟଓୟାର ସଲ୍ୟୁସନ ପ୍ରାଇଭେଟ‌୍‍ ଲିମିଟେଡ଼‌୍‍ ଦ୍ୱାରା ଏହି ମୋବାଇଲ ଆପ‍୍‌ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଓଡ଼ିଶା ...

Read More »

ପାଞ୍ଚଟି ସହଜ ଷ୍ଟେପ‍୍‌ରେ ଜିଓ ହେବ ଲାଇଫ ଟ।ଇମ‍୍‌ ଫ୍ରି!

JIO

ଭୁବନେଶ୍ୱର, (ଓଟି): ରିଲାଏନ୍ସ ଜିଓର ମାଗଣା ଭପଭୋଗ ଅଫର‍୍‌ ଶେଷ ତାରିଖ ଯେତିକି ପାଖେଇ ଆସୁଛି ସୋଶାଲ‍୍‌ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ସେତିକି ବଢ଼ି ଚାଲିଛି। କିଏ କହୁଛି ମାର୍ଚ୍ଚ ୩୧ ପରେ ଏହି ପୁରୁଣା ମାଗଣା ଅଫର‍୍‌ ତାରିଖକୁ ଆହୁରି ସମ୍ପ୍ରସାରଣ କରାଯିବ। ଆଉ କିଏ କହୁଛି ଏହାର ଆପ‍୍‌କୁ ଲକ୍ କରିବାର ପ୍ରକ୍ରିୟା ବାହାରିଛି ଯାହାଦ୍ୱାରା ଆପଣ ପୁରା ଜୀବନ ଜିଓ ସେବାକୁ ମାଗଣା ସେବା ...

Read More »

ହ୍ୱାଟ୍ସଆପ‌୍‍ରେ ୬ ନୂଆ ଫିଚର- ବିନା ଇଣ୍ଟର‌୍‍ନେଟ‌୍‍ରେ ମେସେଜ‌୍‍ ପଠାଇବା ସୁବିଧା

WhatsApp_Logo_2

ହ୍ୱାଟ୍ସଆପ‌୍‍ରେ ୬ ନୂଆ ଫିଚର- ବିନା ଇଣ୍ଟର‌୍‍ନେଟ‌୍‍ରେ ମେସେଜ‌୍‍ ପଠାଇବା ସୁବିଧା ବିନା ଇଣ୍ଟର‌୍‍ନେଟ‌୍‍ରେ ମେସେଜ‌୍‍‌ ଜିଆଇଏଫ‌୍‍ ଇମେଜ‌୍‍ ସର୍ଚ୍ଚ ଓ ସେୟାର କଲ‌୍‍ବ୍ୟାକ‌୍‍ ଅପ୍ସନ‌୍‍ ଏଚ‌୍‍ଡି ଭିଡିଓ କଲିଂ ନିଜ ପସନ୍ଦର ଭାଷା ବାଛିବା ସୁବିଧା ଏକ ସଙ୍ଗେ ୩୦ଟି ମିଡିଆ ସେୟାର କରିବା ସ୍ୱାଧୀନତା ଭୁବନେଶ୍ୱର, (ହିମାଂଶୁ ଭୂଷଣ ପଣ୍ଡା): ସୋଶାଲ‌୍‍ ନେଟ‌୍‍ୱାକିଂ ଆପ୍ଲିକେସନ‌୍‍ ହ୍ୱାଟ୍ସଆପ‌୍‍ରେ ଛଅଟି ନୂଆ ଆକର୍ଷଣୀୟ ଫିଚର ଯୋଡ଼ା ଯାଇଛି। ଭିଡିଓ କଲିଂ ...

Read More »

ଘରେ ବସି ଦୂର ଲୋକଙ୍କ ସହ ଇଣ୍ଟର‍୍‌ନେଟ‍୍‌ରେ କଥା ଏବଂ ଲାଇଭ୍ ଭିଡିଓ ଦେଖିବାର ମାଧ୍ୟମ ସ୍କାଇପେ, ନଜର ପକାଇବା ଇନ‍୍‌ଷ୍ଟେଲେସନ‍୍‌ର କେତୋଟି ଦିଗ ଉପରେ

skype

ଭୁବନେଶ୍ୱର (ହିମାଂଶୁ ଭୂଷଣ ପଣ୍ଡା)- ଏବେ ସାଧାରଣ ଲୋକଟିଏ ଘରେ ବସି ମଧ୍ୟ ଆମେରିକାରେ ରହୁଥିବା ତା’ର ସମ୍ପର୍କୀୟମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିପାରୁଛି। ଆଉ ତାଙ୍କୁ ମଧ୍ୟ ଭିଡ଼ିଓ ଜରିଆରେ ଦେଖିପାରୁଛି। ଆମ ଦେଶ ତଥା ରାଜ୍ୟର ପ୍ରାୟତଃ ସବୁ କୋଣ ଅନୁକୋଣର ଲୋକେ ଏବେ ବାହାର ଦେଶରେ ରହିବାକୁ ପସନ୍ଦ କରୁଛନ୍ତି। ସେମାନଙ୍କ ସହ କଥା ହେବାପାଇଁ ତାଙ୍କୁ ଟିକେ ଦେଖିବାପାଇଁ ତାଙ୍କ ପରିବାରର ଲୋକମାନଙ୍କୁ ବର୍ଷ ବର୍ଷ ...

Read More »