BIGtheme.net http://bigtheme.net/ecommerce/opencart OpenCart Templates

ଫିଚର

ଫିଚର

ଲୁହାପଥର ସଙ୍କଟ: ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଦାବି କଲେ ନବୀନ ଜିନ୍ଦଲ

ଭୁବନେଶ୍ୱର, (ଓଟି): ଷ୍ଟିଲ୍‍ ଶିଳ୍ପ ଏବେ ସଙ୍କଟରେ । ବିଶେଷକରି ଓଡ଼ିଶାରେ କାର୍ଯ୍ୟକ୍ଷମ ଥିବା ୭ ପ୍ରମୁଖ ଲୁହାପଥର ଖଣି ବନ୍ଦ ହେବା ଦ୍ୱାରା ଏହି ସଙ୍କଟ ଦେଖା ଦେଇଛି । ବଜାରରେ ଓର୍‍ ଅଭାବକୁ ଦେଖି ଲୁହାପଥର ଦର ୧୦୦ ପ୍ରତିଶତ ବୃଦ୍ଧି ପାଇଛି । ଏଣୁ ଏ ଦିଗରେ ରାଜ୍ୟ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ା ବୋଲି କହିଛନ୍ତି ଜିନ୍ଦଲ୍‍ ଷ୍ଟିଲ୍‍ ଏବଂ ପାୱାର୍‍ ଲିମିଟେଡ୍‍ ( ...

Read More »

ଷ୍ଟେଟ୍‍ବ୍ୟାଙ୍କ ସୁଧହାର ବୃଦ୍ଧି ଘୋଷଣା: ୧ କୋଟି ଟଙ୍କା ଉପର ଜମା ପାଇଁ ଲାଗୁ

ଭୁବନେଶ୍ୱର, (ଓଟି): ଭାରତୀୟ ଷ୍ଟେଟ୍‍ବ୍ୟାଙ୍କ ପକ୍ଷରୁ ସୁଧହାର ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି । ଏକକୋଟି ଟଙ୍କାରୁ ଉର୍ଦ୍ଧ ଜମା ଉପରେ ଏହା ସଙ୍ଗେ ସଙ୍ଗେ ଲାଗୁ ହୋଇଥିବା ବ୍ୟାଙ୍କ୍‍ ପକ୍ଷରୁ ସୂଚନା ମିଳିଛି । ଏହି ଘୋଷଣା ଦ୍ୱାରା ସ୍ୱଳ୍ପକାଳୀନ ବା ଏକ ବର୍ଷରୁ ୨ ବର୍ଷ ପାଇଁ ମିଆଦ ଜମା କ୍ଷେତ୍ରରେ ୧ କୋଟିରୁ ଉଦ୍ଧ୍ୱର୍ ପୁଞ୍ଜି ଉପରେ ବ୍ୟାଙ୍କ୍‍ ୬.୨୫ ପ୍ରତିଶତ ସୁଧ ଦେବ । ...

Read More »

ଭାରତୀୟ ସମ୍ବିଧାନର ଜନ୍ମଦିନ : ଗଣତନ୍ତ୍ର ଦିବସ

୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତରେ ସମ୍ବିଧାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା । ଏହାକୁ ସମ୍ମାନ ଦେବା ପାଇଁ ପ୍ରତିବର୍ଷ ୨୬ ଜାନୁୟାରୀରେ ଗଣତନ୍ତ୍ର ଦିବସ ଭାବେ ପାଳନ ହୋଇ ଆସୁଛି । ଚଳିତବର୍ଷ ୬୯ ତମ ଗଣତନ୍ତ୍ର ଦିବସ ପାଳିତ ହେବ । ଭାରତର ସମ୍ବିଧାନକୁ ସଂକ୍ଷେପରେ ଆସନ୍ତୁ ଜାଣିବା – ବିଶ୍ୱର ସବୁଠାରୁ ଲମ୍ବା ଲିଖିତ ନିୟମାବଳୀ ଭାବେ ଭାରତର ସମ୍ବିଧାନ ପ୍ରଥମ ସ୍ଥାନରେ ରହିଛି ...

Read More »

ଲୁହାପଥର ଦର ୨୨% ବୃଦ୍ଧି : ଇସ୍ପାତ ବଜାର ପ୍ରଭାବିତ

ଭୁବନେଶ୍ୱର,(ଓଟି): ନୂଆ ବର୍ଷ ଆରମ୍ଭରୁ ଖଣି ଲିଜ୍‌ଧାରୀଙ୍କ ପାଇଁ ଶୁଭ ସଙ୍କେତ। କାରଣ ଲୁହାପଥର ଦର ହାରାହାରି ୨୨% ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଇସ୍ପାତ ବଜାରକୁ ସାମଗ୍ରୀକ ଭାବେ ପ୍ରଭାବିତ କରି ଆଗାମୀ ଦିନରେ ଆଭ୍ୟନ୍ତରୀଣ ବଜାରରେ ଇସ୍ପାତ ସାମଗ୍ରୀ ମୂଲ୍ୟ ୨୫% ପର୍ଯ୍ୟନ୍ତ ବଢ଼ିବ। ପରିଣାମ ସ୍ୱରୂପ ଗ୍ରାମାଞ୍ଚଳ ଗୃହନିର୍ମାଣ ଠାରୁ ଆରମ୍ଭ କରି ରିଏଲ୍‌ ଇଷ୍ଟେଟ୍‌ ଓ ସର୍ବୋପରି ଭିତ୍ତିଭୂମି ପ୍ରକଳ୍ପ ବ୍ୟୟ ଯଥେଷ୍ଟ ...

Read More »

ହକି ତାରକା ଦୀପ୍ସାନ୍ ତିର୍କିଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ

ଭୁବନେଶ୍ୱର,(ଓଟି): ଯୁବ ହକି ତାରକା ଦୀପ୍ସାନ୍ ତିର୍କିଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର।  ଦୀପସାନ୍‌ଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ସମ୍ମାନିତ କରାଯାଇଛି।  ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ ଟ୍ରଷ୍ଟ-ଇମ୍ପାକ୍ଟ ପକ୍ଷରୁ ପ୍ରତିବର୍ଷ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କର ପ୍ରଦାନ କରାଯାଇଥାଏ। ଭୁବନେଶ୍ୱରରେ XIMB ଅଡିଟୋରିୟମ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବତନ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟାନ ପି. ଗୋପୀଚାନ୍ଦ ...

Read More »

ଚାଲ ବୁଲିଯିବା ଶିଶିର ସରସ

ବର୍ଷର ପ୍ରଥମ ଉତ୍ସବ ଭାବେ ଶିଶିରକୁ ଆହୁରି ଟିକେ ସରସ ସୁନ୍ଦର କରିବା ପାଇଁ ଆସିଛି ‘ଶିଶିର ସରସ’। ଶୀତୁଆ ସନ୍ଧ୍ୟାରେ ୟୁନିଟ‌୍‍ ୩ ପ୍ରଦର୍ଶନୀ ପଡ଼ିଆ ଆଡ଼କୁ ବଢ଼ିଥିଲା ଗହଳି। ଚାରିଆଡ଼ର ବିବିଧ ବର୍ଣ୍ଣାଳୀ ସହିତ ପାଭିଲିୟନ‌୍‍ ଥିମ‌୍‍ ଭାବେ ଟେରାକୋଟାର ଅନନ୍ୟ କାରୁକାର୍ଯ୍ୟ ଦେଖଣାହାରୀଙ୍କୁ ଟିକେ ସମୟ ଅଟକାଇବା ପାଇଁ ବାଧ୍ୟ କରୁଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନିର୍ମିତ ଷ୍ଟେଜ‌୍‍ ସାଜସଜ୍ଜାରେ ମଧ୍ୟ ଓଡ଼ିଶାର କଳାନୈପୁଣ୍ୟ ଭରା ...

Read More »

ବିଆରପିଏଲର ୪୯ ପ୍ରତିଶତ ଅଂଶଧନ ଅଧିଗ୍ରହଣ କଲା ଜେଏସ‌୍‍ଡବ୍ଲୁ

ଭୁବନେଶ୍ୱର,(ଓଟି): ଜିନ୍ଦଲ‌୍‍ଗ୍ରୁପ‌୍‍ର ଜେଏସ‌୍‍ଡବ୍ଲୁ‌ ଅଧୀନସ୍ଥ ଟେକ୍ନୋ ପ୍ରୋଜେକ୍ଟ‌୍‍ ମ୍ୟାନେଜ‌୍‍ମେଣ୍ଟ ଲିମିଟେଡ‌୍‍ ଓଡ଼ିଶାର ଯାଜପୁର ଜିଲ୍ଲାରେ କାର୍ଯ୍ୟ କରୁଥିବା ଲୁହାପଥର ବ୍ୟବସାୟ କମ୍ପାନୀ ବ୍ରାହ୍ମଣୀ ରିଭର ପ୍ରୋଜେକ୍ଟସ‌୍‍ ଲିମିଟେଡ‌୍‍ ( ବିଆରପିଏଲ)ର ଅଂଶଧନ ଆର୍ଯ୍ୟନ ମାଇନିଂ ଆଣ୍ଡ ଟ୍ରେଡିଂ କର୍ପୋରେସନ ପ୍ରା. ଲିଃଠାରୁ ଅଧିଗ୍ରହଣ କରିଛି। ଏହି ଅଂଶଧନ ପରିମାଣ ୪୯ ପ୍ରତିଶତ ବୋଲି କମ୍ପାନୀ ପକ୍ଷରୁ ବିଧି ମୁତାବକ ବମ୍ୱେ ଷ୍ଟକ‌୍‍ ଏକ୍ସଚେଞ୍ଜକୁ ଜଣାଇ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ...

Read More »

ଓଇଆରସି ରାୟକୁ କାଏମ୍‌ ରଖିଲେ ସୁପ୍ରିମକୋର୍ଟ: ରିଲାଏନ୍ସ ଇନ୍‌ଫ୍ରାକୁ ଝଟକା

ଭୁବନେଶ୍ୱର,(ଓଟି):  ସୁପ୍ରିମକୋର୍ଟରୁ ରିଲାଏନ୍ସ ଇନ୍‌ଫ୍ରାକୁ  ବଡ଼ ଝଟକା ମିଳିଛି। ରିଲିଏନ୍ସ ଇନଫ୍ରା ଦ୍ୱାରା ପରିଚାଳିତ ୩ଟି ବିଦ୍ୟୁତ ବିତରଣ କମ୍ପାନୀ ଲାଇସେନ୍ସ ପ୍ରତ୍ୟାହାର ମାମଲାରେ ସୁପ୍ରିମକୋର୍ଟ ଓଇଆରସିର ରାୟକୁ କାଏମ ରଖିଛନ୍ତି । ୨୦୧୫ ମାର୍ଚ୍ଚ ୪ ତାରିଖରେ ରିଲିଏନ୍ସ ଇନଫ୍ରା ଦ୍ୱାରା ପରିଚାଳିତ ନେସକୋ, ୱେସକୋ ଓ ସାଉଥ୍‌କୋ କମ୍ପାନୀର ଲାଇସେନ୍ସ ଓଇଆରସି ପ୍ରତ୍ୟାହାର କରି ନେଇଥିଲା। ସେହି ସ୍ଥାନରେ ଗ୍ରୀଡକୋ ସିଏମଡିଙ୍କୁ ୩ଟି କମ୍ପାନୀର ପ୍ରଶାସକ ଭାବେ ...

Read More »

ବୀମା ସେବାରେ ଆଧାର ସଂଯୋଗ ହେଲା ବାଧ୍ୟତାମୂଳକ

ଭୁବନେଶ୍ୱର, (ଓଟି): ସରକାର ବିଭିନ୍ନ ଜନହିତକର ଯୋଜନା ଏବଂ ସେବାଗୁଡ଼ିକ ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରି ଦେଇଛନ୍ତି। ତେବେ ସେ ରାସନ କାର୍ଡ ହେଉ କିମ୍ବା ଆପଣ ବ୍ୟବହାର କରୁଥିବା ମୋବାଇଲ ସିମରେ ଆଧାର ସଂଯୋଗ ନକଲେ ତାହା ଅଚଳ ହୋଇଯିବ । ଏଣିକି ଆପଣ କୌଣସି ବି ବ୍ୟକ୍ତିଗତ କିମ୍ବା ସରକାରୀ କମ୍ପାନିରୁ ବୀମା କରିଛନ୍ତି, ତେବେ ଆପଣଙ୍କୁ ଆଧାର ସହ ଲିଙ୍କ କରିବାକୁ ହେବ ବୋଲି ...

Read More »

ଏକ ବିଶ୍ବସ୍ତରୀୟ ବନ୍ଦର ହେବ ପାରାଦୀପ: ରିଙ୍କେଶ ରାୟ , ଅଧ୍ୟକ୍ଷ- ପାରାଦୀପ ବନ୍ଦର

ବିଶ୍ୱ  ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ପାରାଦୀପ ବନ୍ଦର ନିଜର ଅଭିବୃଦ୍ଧି ବଜାୟ ରଖିବା ସହ ଏହା ଦେଶର ଏକ ପ୍ରମୁଖ ବନ୍ଦରଭାବେ ଗଣା ହେଉଛି ।ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ପଣ୍ୟ କାରବାରରେ ଏହା ପ୍ରାୟ 18 ପ୍ରତିଶତ ଅଭିବୃଦ୍ଧି ହାସଲ କରି ବୃହତ ବନ୍ଦରଗୁଡ଼ିକ ମଧ୍ୟରେ ଏକନମ୍ବର ସ୍ଥାନ ଦଖଲ କରିପାରିଛି।   ଆଗାମୀ ଦିନରେ ଅଗ୍ରଣୀ ସ୍ଥାନ ହାସଲ ପାଇଁ ପାରାଦୀପ ବନ୍ଦର ନିଜର କ୍ଷମତା ଓ ...

Read More »

ବିଏସ୍‌ଏନ୍‌ଏଲ୍‌ ଆଣୁଛି ଶସ୍ତା ଫୋନ୍‌: ମାସିକ ୯୭ ଟଙ୍କାରେ ଅନଲିମିଟେଡ୍ କଲ୍‌ ଏବଂ ଡାଟା

ଭୁବନେଶ୍ୱର,(ଓଟି): ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଦିନ ରିଲାଏନ୍ସ ଜିଓ ଓ ଏୟାରଟେଲ୍‌ ନୂଆନୂଆ ଅଫର ଛାଡ଼ୁଛନ୍ତି। ତେବେ ସେମାନଙ୍କୁ ଟକ୍କର ଦେବା ପାଇଁ ବିଏସ୍‌ଏନ୍‌ଏଲ ଆଣୁଛି ଶସ୍ତା ଫୋନ୍‌। ଏହି ଫୋନ୍‌ର ନାଁ ହେଉଛି Bharat-1। ଅକ୍ଟୋବର ୨୦ ତାରିଖରେ ଏହି ଫୋନ୍‌ ଲଞ୍ଚ ହେବ। ମାଇକ୍ରୋମାକ୍ସ ସହିତ ମିଶି ବିଏସ୍‌ଏଲ୍‌ ଏହି ୪-ଏ ମୋବାଇ ଲଞ୍ଚ କରିବାକୁ ଯାଉଛି। ଏହି ଫୋନ୍‌ ସହିତ ୯୭ ଟଙ୍କା ମାସିକ ...

Read More »

ପେଟ୍ରୋଲ-ଡିଜେଲ ଦର ହ୍ରାସ: ଏବେ ରାଜ୍ୟ ପାଳି

ଭୁବନେଶ୍ୱର,(ଓଟି): ପେଟ୍ରୋଲ-ଡିଜେଲ ଦର ହ୍ରାସ ପାଇଁ ଗତକାଲି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ  ହ୍ରାସ କରିଛନ୍ତି । ଏବେ ଏହାର ଦର ଅଧିକ ହ୍ରାସ କରିବ ଦିଗରେ ରାଜ୍ୟ ସରକାରମାନେ ୫ପ୍ରତିଶତ ଭାଟ ଶୁଳ୍କ  ହ୍ରାସ କରିବାକୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀମାନଙ୍କଲୁ ଅପିଲ କରିଛନ୍ତି।  ସେ କହିଛନ୍ତି ଯେ କେନ୍ଦ୍ର ପେଟ୍ରୋଲ, ଡିଜେଲ ଉପରୁ ୨ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ଏହା ଦ୍ଵାରା ତେଲ ଦର ...

Read More »

ଜିଏସ‍୍‌ଟି ସହାୟତା ପାଇଁ ପ୍ରସ୍ତୁତ “ବେଷ୍ଟ ଟେକ୍ନୋ ସଲ୍ୟୁସନ‍୍‌ସ’

ଭୁବନେଶ୍ୱର, (ଓଟି): ବ୍ୟବସାୟୀ ଓ ନୂଆ ଉଦ୍ୟୋଗୀଙ୍କୁ ବସ୍ତୁ ଓ ସେବାକର ( ଜିଏସ‍୍‌ଟି) ସମ୍ପର୍କରେ ଯେ କୌଣସି ସହାୟତା ଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି ଭୁବନେଶ୍ୱରରେ ପ୍ରତିଷ୍ଠିତ ବେଷ୍ଟ ଟେକ୍ନୋ ସଲ୍ୟୁସନ୍ସ। ବ୍ୟବସାୟିକ ଦୃଷ୍ଟିକୋଣରୁ ସଫ୍ଟେୱର‍୍‌ ପ୍ରସ୍ତୁତି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଏହି ସଂସ୍ଥା ଜିଏସ‍୍‌ଟି ଲାଗୁ ପରେ ବ୍ୟବସାୟୀଙ୍କ ପାଇଁ ହିସାବ ଏବଂ କାରବାର ପ୍ରକ୍ରିୟା ସରଳୀକୃତ କରିବା ସୂତ୍ର ବାହାର କରିଛି ବୋଲି ଦାବି ...

Read More »

କୋଇଲା ଉତ୍ପାଦନରେ ବାଧକ ରାଜ୍ୟ ସରକାର, ୮୯୨ କୋଟି ଟଙ୍କା ରାଜସ୍ୱ ହାନୀ 

ଭୁବନେଶ୍ୱର,(ଓଟି):  ଏମ୍‌ସିଏଲ୍‌ରେ କୋଇଲା ଉତ୍ପାଦନ ହ୍ରାସ ପାଇଥିବା ନେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୂଷ ଗୋଏଲ୍‌ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।  ବିରୋଧ କରୁଥିବା ଗୋଷ୍ଠୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଯୋଗୁଁ ରାଜ୍ୟକୁ ୮୯୨କୋଟି ଟଙ୍କାର କ୍ଷତି ହୋଇଛି ବୋଲି ପିୟୂଷ କହିଛନ୍ତି । ଏ ନେଇ ବାରମ୍ବାର ଚିଠି ଲେଖିବା ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଉ ନ ଥିବା ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ...

Read More »

ବେଦାନ୍ତ ଆଗରେ ମୁଣ୍ଡ ନୁଆଁଇଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଭୁୁବନେଶ୍ୱର,(ଓଟି): ଝାରସୁଗୁଡା ବେଦାନ୍ତ ପାୱାର ପ୍ଲାଣ୍ଟ ପ୍ରତି ସରକାରୀ କଳ ଓ ଦଳର ଅଦୃଶ୍ୟ ଆଶିର୍ବାଦ ଥିବାରୁ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପ୍ରଦୂଷଣ ପଛଘୁଞ୍ଚା ଦେଇଛି । ଏପରିକି ଗତ ୧୪ ତାରିଖରେ ଯେଉଁ ୫ଟି ପାୱାର ପ୍ଲାଣ୍ଟ ୟୁନିଟକୁ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲା ସପ୍ତାହେ ନ ପୁରୁଣୁ ତାହାକୁ ପ୍ରତ୍ୟାହାର କରିନେଇଛି । ଗତ ଅଗଷ୍ଟ ୨୮ ତାରିଖ ରାତିରେ ...

Read More »

ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ରାଜ୍ୟ ଓ କେନ୍ଦ୍ର ଚାହିଁବେ ତ?

ଭୁବନେଶ୍ୱର,(ଓଟି): ପେଟ୍ରୋଲ-ଡିଜେଲ ଦରବୃଦ୍ଧିକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ଶାସକ ବିଜେଡି କେନ୍ଦ୍ରର ବିଜେପି ସରକାର ବିରୋଧରେ ହରତାଲ କରି ମୁହାଁମୁହିଁ ଅବସ୍ଥାକୁ ଆସିଯାଇଛନ୍ତି । ପେଟ୍ରୋଲ-ଡିଜେଲକୁ ବସ୍ତୁ ଏବଂ ସେବା କର (ଜିଏସଟି) ଅଧିନକୁ ଆଣିବା ପାଇଁ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍ତି । ମନ୍ତ୍ରୀଙ୍କର ଏହି ନିବେଦନ ପରେ ବି କିଛି ଫରକ ପଡିବ ନାହିଁ । କାରଣ ...

Read More »

ପାରାଦୀପ ତୈଳ ବିଶୋଧନାଗାର ଟିକସ ବାବଦରେ ପ୍ରଥମ କିସ୍ତିରେ ରାଜ୍ୟ ତହବିଲକୁ ଆସିଲା ୨୯୩୫ କୋଟି ଟଙ୍କା

ଭୁୁବନେଶ୍ୱର,(ଓଟି): ପାରାଦୀପ ରିଫାଇନାରୀର ରାଜ୍ୟ ସରକାରଙ୍କୁ ଟିକସ ବାବଦରେ ୨୯୩୫ କୋଟି ଟଙ୍କା ରାଜ୍ୟ ତହବିଲକୁ ଆସିଥିବା ପରିପ୍ରେକ୍ଷୀରେ ବିଜେପି ତରଫରୁ ଖୁସି ବ୍ୟକ୍ତ କରା ଯାଇଛି। ଏତେ ଅଧିକ ଅର୍ଥ ରାଜ୍ୟ ତହବିଲକୁ ଆସିଥିବା ପରିପ୍ରେକ୍ଷୀରେ କୃଷି ଋଣ ଛାଡ ଓ ରାଜ୍ୟରେ ମହିଳାମାନଙ୍କର ଅସମ୍ମାନଜନକ ପ୍ରସବକୁ ରୋକିବା ପାଇଁ ଏହି ଅର୍ଥକୁ ବ୍ୟୟ କରା ଯିବାକୁ ବିଜେପି ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ...

Read More »