କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

admin

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ଓ ‘ମସ୍’ର ସମ୍ମିଶ୍ରଣରେ ‘କ୍ରୀସ୍ମାସ୍’ ଶବ୍ଦର ଉତ୍ପତ୍ତି । ‘କ୍ରୀସ୍’ର ଅର୍ଥ ହେଉଛି ‘ମସିହା’ ଓ ‘ମସ୍’ର ଅର୍ଥ ହେଉଛି ଈଶାଇମାନଙ୍କ ସମବେତ ପ୍ରାର୍ଥନା । ପ୍ରଥମେ ଏହାକୁ ‘କ୍ରୀଷ୍ଟେସ୍ମାସେ’ ବୋଲି କୁହାଯାଉଥିବାବେଳେ ପରବର୍ତ୍ତି ସମୟରେ ଉତ୍ସବର ନୂଆ ନାଁ ହେଲା ‘କ୍ରୀଷ୍ଟେମାସେ’ । ୧୦୩୮ ଖ୍ରୀଷ୍ଟାବ୍ଦରେ ଏହାକୁ ...

Read More »

ନଜର ପକାନ୍ତୁ ଭୁବନେଶ୍ୱରର କ୍ରୀସମାସ ପାଳନର କିଛି ଫଟୋଗ୍ରାଫ୍

ଆଉ ଅଳ୍ପଦିନ ପରେ କ୍ରୀସମାସ । ବିଶ୍ୱାସ ରହିଛି ଏହିଦିନ ଭଗବାନ ଜୀଶୁଙ୍କ ଧରାବତରଣ ହୋଇଥିଲା ମାନବ ରୂପରେ । କାହିଁ କେତେ ବର୍ଷ ହେଲାଣି ସେ ପରମ୍ପରା ଓ ବିଶ୍ୱାସରେ ବେଶ୍ ଧୂମ୍ଧାମ ଓ ଆନନ୍ଦ ଉତ୍ସାହରେ ଏହି ଉତ୍ସବ ପାଳନ କରାଯାଇଥାଏ । ଆଲୋକମାଳାରେ ଚର୍ଚ୍ଚ ଚମକେ, ପ୍ରାର୍ଥନାରେ ଆଖି ଝଲସି ଉଠେ । ଆଉ ଫାଦର୍ଙ୍କ ହାତରେ ଜୀଶୁଙ୍କ ପିଲାଦିନର ସେ ରୂପକୁ ଛୁଇଁବାକୁ ହାତ ...

Read More »

କ୍ୟାପିଟାଲ ହସପିଟାଲରେ ପ୍ରତିଷ୍ଠା ହେବ ମେରୁଦଣ୍ଡ ଆଘାତ କେନ୍ଦ୍ର

ଗଜପତି ଏବଂ ମାଲକାନଗିରିରେ ଏ.ଏନ‌୍‍.ଏମ‌୍‍.ତାଲିମ‌୍‍ କେନ୍ଦ୍ର ଖୋଲିବ ଭୁବନେଶ୍ୱର, (ଓଟି): କ୍ୟାପିଟାଲ ହସପିଟାଲରେ ଏକ ମେରୁଦଣ୍ଡ ଆଘାତ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ୨କୋଟି ୩୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠା ହେବାକୁ ଯାଉଥିବା ଏହି କେନ୍ଦ୍ରରେ ବର୍ହି ବିଭାଗ , ୧୨ ଟି ସ୍ୱତନ୍ତ୍ର ଶଯ୍ୟା , ଅତିରିକ୍ତ ଯନ୍ତ୍ରପାତିର ବ୍ୟବସ୍ଥା ସହିତ ଅସ୍ତିବିଭାଗର ଓ.ଟିକୁ ବ୍ୟବହାର ...

Read More »

ଗୁଣିଆ ପରାର୍ମଶରେ ଝିଆରୀକୁ ବଳି ଦେବାକୁ ଦାଦାର ଉଦ୍ୟମ

ସୋର, (ଓଟି):ରାଜ୍ୟ ସରକାର ବିଧାନସଭାରେ ଗୁଣିଗାରେଡି ନିରୋଧ ଆଇନ ପ୍ରଣୟନ କରିଥିଲେ ତାହା ଲୋକମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ। ବିଜ୍ଞାନ ଯେତେ ଆଗକୁ ବଢ଼ିଲେ ମଧ୍ୟ ଅନ୍ଧବିଶ୍ୱାସ ଓ କୁସଂସ୍କାର ଲୋକଙ୍କ ମନରୁ ଦୂର ହୋଇପାରୁ ନାହିଁ । ଆଜି ବି ରାଜ୍ୟର ଅନେକ ସ୍ଥାନରେ ବଳିପ୍ରଥା ବର୍ତ୍ତମାନ ମଧ୍ୟ ଉଦଜୀବିତ ରହିଛି । ବାଲେଶ୍ୱର ସୋର ବ୍ଳକ୍‌ ମାଣିପୁର ପଞ୍ଚାୟତ ପଞ୍ଛାପଦୀ ଗ୍ରାମରେ ଏଭଳି ଏକ ଅଭାବନୀୟ ...

Read More »

କଂଗ୍ରେସରେ ରାହୁଲଙ୍କ ଯୁଗ ଆରମ୍ଭ

ନୂଆଦିଲ୍ଲୀ:  ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସରେ ଶନିବାର ନୂଆ ଯୁଗର ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ଭାବେ ସୋନିଆ ଗାନ୍ଧୀଙ୍କ ଠାରୁ କଂଗ୍ରେସ ଅଧ୍ୟକ୍ଷ ପଦର ଦାୟିତ୍ୱ  ନେଇଛନ୍ତି । ସୋନିଆ ଗାନ୍ଧୀଙ୍କ ପରେ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଆଜିଠାରୁ ଆଗକୁ ବଢ଼ିବ। ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଲେ । ଶନିବାର ସକାଳେ ନୂଆଦିଲ୍ଲୀର ୨୪ ଆକବର ରୋଡ୍‌ସ୍ଥିତ ଏଆଇସିସି ମୁଖ୍ୟାଳୟଠାରେ ...

Read More »

ବିଜେପି ଶିବିରକୁ ଡେଇଁବେ ରଘୁନାଥ

ଭୁବନେଶ୍ୱର,(ଓଟି): ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଖୁବଶୀଘ୍ର ବିଜେପି ଶିବିରକୁ ଡେଇଁବେ  । ଏନେଇ ପ୍ରାରମ୍ଭିକ ପ୍ରସ୍ତୁତି ସରିଲାଣି । ଏଭିତରେ ରଘୁ ବିଜେପିର ରାଷ୍ଟ୍ରୀୟ ନେତାଙ୍କ ସହ ଆଲୋଚନା କରିସାରିଲେଣି । ନିକଟରେ ପ୍ରଭାରୀ ଅରୁଣ ସିଂହଙ୍କ ସହ ବିଧାୟକ ଦଳ ନେତା କେ.ଭି. ସିଂହଦେଓଙ୍କ ଘରେ ମଧ୍ୟ ଆଲୋଚନା ସରିଛି। ଅପେକ୍ଷା ଗୁଜୁରାଟ ନିର୍ବାଚନ ପରେ କେନ୍ଦ୍ରୀ ନେତାଙ୍କ ଠାରୁ ସବୁଜ ସଂକେତକୁ  । ପୁଅ-ବୋହୁ କଳିରେ ...

Read More »

ନିରାମୟ ଔଷଧ ଲେଖୁନାହାନ୍ତି ଡାକ୍ତର

ଭୁବନେଶ୍ୱର,(ଓଟି):  ଦରିଦ୍ର ସୀମାରେଖା ତଳେ ଥିବା ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲାଗି ରାଜ୍ୟ ସରକାର ପ୍ରାଥମିକତା ଦେଇ ଆରମ୍ଭ କରିଥିଲେ ନିରାମୟ ଯୋଜନା । ଏହି ଯୋଜନା ମାଧ୍ୟମରେ ଆର୍ଥକ ଅନଗ୍ରସର ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇଦେବାର ଲକ୍ଷ୍ୟଥିଲା । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ନିରାମୟ ସେଣ୍ଟର ଖୋଲାଯାଇ ୫୭୦ ପ୍ରକାରର ଔଷଧ ମାଗଣାରେ ପ୍ରଦାନ କରିବା ଲାଗି ଯୋଜନାଥିଲା ...

Read More »

ଜଳ ନିଷ୍କାସନ ମୁଖ୍ୟ ସମସ୍ୟା: ନଷ୍ଟ ହେଉଛି ଚାଷଜମି

କଣାସ,(ଓଟି): ପୁରୀ ଜିଲ୍ଲାରେ ପ୍ରବାହିତ ହେଉଥିବା ଦୟା, ଭାର୍ଗବୀ, ରାଜୁଆ, ମକରା, ଲୁଣା, କାଣୀଆ, କୁଶଭଦ୍ରା, ପ୍ରାଚୀ ଓ ଦେବୀ ଇତ୍ୟାଦି ନଦୀଗୁଡିକର ବନ୍ୟାଜଳ ଠିକ୍ ରୂପେ ନିଷ୍କାସିତ ହୋଇପାରୁନଥିବାରୁ ଏହା ଏକ ସମସ୍ୟା ରୂପେ ଦେଖାଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ସରକାର  ପଦେକ୍ଷପ ନେଉନଥିବାରୁ ଏଥି ପାଇଁ ଜିଲ୍ଲାର ଚାଷୀମାନେ ଗତ ୩୦ବର୍ଷ ହେଲା ବହୁ କ୍ଷତି ସହିଲେଣି । ପୁରୀ ଜିଲ୍ଲାର କଣାସ ବ୍ଲକର ...

Read More »

ସରକାର ଶୁଣୁନାହାନ୍ତି ସ୍ୱାଧୀନତା ସଂଗ୍ରାମୀଙ୍କ ଦୁଃଖ : ଭତ୍ତା ପାଲଟିଛି ସ୍ୱପ୍ନ

ସିଂହପୁର,(ଓଟି): ଜଣେ ମୁକ୍ତିସଂଗ୍ରାମୀ ବଞ୍ଚିବା ପାଇଁ ସଂଘର୍ଷ କରିବା ଓ ଭତ୍ତା ଆବେଦନ ବାରମ୍ବାର ଅଗ୍ର୍ରାହ୍ୟ ହେବା ପରିପ୍ରେକ୍ଷୀରେ ସ୍ୱାଧୀନତାସଂଗ୍ରାମୀଙ୍କ ପ୍ରତି ସରକାରଙ୍କ ସମ୍ମାନବୋଧ କେତେ ତାହାର ପ୍ରମାଣ ମିଳିଛି । ଦେଶ ମାଟିକୁ ବିଦେଶୀ ଶାସନରୁ ମୁକ୍ତ କରିବା ତାଙ୍କ ପାଇଁ ଆଦର୍ଶ ପାଲଟିିଥିଲା । ସପ୍ତମଶ୍ରେଣୀରୁ ପାଠପଢାରେ ଡୋରି ବାନ୍ଧି ସେ ବାନରସେନାରେ ସାମିଲ ହେଲେ । ବରୀ ସ୍ୱରାଜ ଆଶ୍ରମ ସହିତ ଯୋଡ଼ି ହେବା ପରେ ବାର୍ତ୍ତା ...

Read More »

କୁଡ଼ା ସମ୍ପ୍ରଦାୟର ଚିତା ଚିତାରେ ଜୀବନ ଦର୍ଶନ

      ମାଟି, ପାଣି, ପବନ ଅଗ୍ନି ଓ ଆକାଶ ଏଇ ପଞ୍ଚ ମହାଭୂତକୁ ନେଇ ଆମ ଜୀବନ ଗଢ଼ା। ଏହାକୁ ଜୀବନର ମହାତତ୍ତ୍ୱ ବୋଲି ମଧ୍ୟ କହନ୍ତି। ଯିଏ ଏହି ପଞ୍ଚ ମହାଭୂତଙ୍କ ସହ ଯେତିକି ଅନ୍ତରଙ୍ଗ ହୁଏ ତା’ରି ଜୀବନ ସେତେ ସରସ ଓ ସ୍ୱାଭାବିକ ହୋଇଥାଏ। ଏ ବିଶ୍ୱାସ କହାହିଁ କେତେ କାଳରୁ ଆମ ଭିତରେ ଉଜ୍ଜୀବୀତ। ତାହା ଆଧୁନିକ ଯୁଗରେ ବିଜ୍ଞାନ ଦ୍ୱାରା ...

Read More »

ଖ୍ରୀଷ୍ଟମାସ ବିଶେଷ: ଦିବ୍ୟାତ୍ମା ପ୍ରଭୁ ଯୀଶୁଙ୍କ ଜନ୍ମର କାହାଣୀ

ପ୍ରାୟ ୨ ହଜାର ବର୍ଷ ପୂର୍ବେ ରୋମ‍୍‌ ସାମ୍ରାଜ୍ୟର ଏକ ସହର ନାସରତ‌୍‍ରେ ଗୋବ୍ରିଏଲ‌୍‍ ନାମକ ଜଣେ ଦେବଦୂତ ମେରିୟମ‌୍‍ଙ୍କୁ ଦର୍ଶନ ଦେଇ କହିଥିଲେ ଯେ ସେ ଏକ ଦିବ୍ୟ ତଥା ପବିତ୍ର ଆମିାକୁ ଗର୍ଭରେ ଧାରଣ କରିବେ ଏବଂ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବେ। ସେହି ପବିତ୍ର ଆତ୍ମାଙ୍କ ନାଁ ହେବ ପ୍ରଭୁ ଯୀଶୁ। ଏହି ସମୟରେ ୟୁସୁଫ‌୍‍ଙ୍କ ସହିତ ମେରିୟମ‌୍‍ଙ୍କ ନିର୍ବନ୍ଧ ହୋଇଯାଇଥିଲା। ଦେବଦୂତଙ୍କ ଏହି ...

Read More »

ପ୍ରେଗନାନ୍ସୀ ସମୟରେ ନିରାପଦ ସେକ୍ସ କରିବାର ଟିପ୍ସ

ଗର୍ଭଧାରଣ କରିବା ସମୟରେ ସେକ୍ସ ମନା ନୁହେଁ। ୬ ମାସ ଯାଏ ଆପଣ ନିଜ ପାର୍ଟନର‍୍‌ଙ୍କ ସହ ବିନା କୌଣସି ସମସ୍ୟାରେ ସେକ୍ସ କରିପାରିବେ। ଏହା ଗର୍ଭ ଉପରେ କୌଣସି ପ୍ରଭାବ ପକାଇ ନଥାଏ। ହଁ, ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ଦିଗପ୍ରତି ଧ୍ୟାନ ଦେବାକୁ ପଡ଼ିବ। ନଚେତ‌୍‍ ଗର୍ଭ ନଷ୍ଟ ହେବାର ଆଶଙ୍କା ବି ରହିଛି। ଇଣ୍ଟର‍୍‌ନେଟ‍୍‌ରେ ଉପଲବ‍୍‌ଧ ତଥ୍ୟ ଅନୁସାରେ ଗର୍ଭଧାରଣ ସମୟରେ ପୁରୁଷ ପାର୍ଟନରଙ୍କ ଅପେକ୍ଷା ମହିଳା ...

Read More »

ସନ୍ନି ସାଜିବେ ଟ୍ରାଜେଡି କୁଇନ ମୀନା କୁମାରୀ

ହିନ୍ଦୀ ଚଳଚ୍ଚିତ୍ର ଜଗତର କ୍ଷାତନାମା ଟ୍ରାଜେଡ଼ି କୁଇନ୍‌ ମୀନା କୁମାରୀଙ୍କ ଜୀବନୀ ଉପରେ ଆଧାରିତ ସିନେମାରେ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିବେ ସନ୍ନି ଲିଓନି । ଅର୍ଥାତ ମୀନା କୁମାରୀଙ୍କ ଭୂମିକାରେ ଅବତିର୍ଣ୍ଣ ହେବେ ସେକ୍ସି କ୍ବିନ ସନ୍ନି । ଏହି ଭୁମିକାରେ ନିର୍ଦ୍ଦେଶକ ପ୍ରଥମେ  ମାଧୁରୀ ଦୀକ୍ଷିତ ଏବଂ ବିଦ୍ୟା ବାଲନ୍‌ଙ୍କୁ ଯୋଗାଯୋଗ କରିଥିଲେ । ତେବେ ଏବେ ମିଳୁଥିବା ଖବର ଅନୁଯାୟୀ ଏହି ଭୂମିକାରେ ସନ୍ନିଙ୍କୁ ଦେଖିବାକୁ ...

Read More »

ଓପିଜିସି ସିଏସ‍୍‌ଆର‍୍‌ ମୁଖ୍ୟ ମନୋଜ ଦାଶଙ୍କ ପୁସ୍ତକ “ସିଏସ‍୍‌ଆର‍୍‌ ଏ ଗେମ‍୍‌ ଚେଞ୍ଜର…’ ଉନ୍ମୋଚିତ

ଭୁବନେଶ୍ୱର, (ଓଟି): ଝାରସୁଗୁଡ଼ା ସ୍ଥିତ ଓଡ଼ିଶା ପାୱାର‍୍‌ ଜେନେରେସନ‍୍‌ କର୍ପୋରେସନ‍୍‌ ( ଓପିଜିସି) ଲିମିଟେଡର ସିଏସ‍୍‌ଆର‍୍‌ ମୁଖ୍ୟ ମନୋଜ କୁମାର ଦାଶଙ୍କ ଲିଖିତ ପୁସ୍ତକ “ସିଏସ‍୍‌ଆର‍୍‌ ଏ ଗେମ‍୍‌ ଚେଞ୍ଜର: ଷ୍ଟେକ୍ ହୋଲ୍ଡର‍୍‌ ଏନ‍୍‌ଗେଜ୍‌ମେଣ୍ଟ ହୋଲ୍ଡସ‍୍‌ ଦି କି’ ଲନ୍ମୋଚିତ ହୋଇଛି। ନୂଆ ଦିଲ୍ଲୀର କନ‍୍‌ଷ୍ଟିଚ୍ୟୁସନ‍୍‌ କ୍ଲବ‍୍‌ରେ ଆୟୋଜିତ ଏକ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ କେ ଜେ ଆଲଫନ‍୍‌ସ ଏହି ପୁସ୍ତକର ଲୋକାର୍ପଣ କରିଥିଲେ। ଶ୍ରୀ ...

Read More »

ଶିଶୁ କଳାକାରରୁ ସେକ୍ସି ଓମେନ ଜେନିଫର ୱିଙ୍ଗେଟ

 ଶିଶୁ କଳାକାରରୁ ବିଶ୍ବର ଶ୍ରେଷ୍ଠ 21ଜଣ ସେକ୍ସି ଓମେନ ତାଲିକାରେ । ନିଜର ନିଚ୍ଛକ ଅଭିନୟରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିବା ଏହି ଅଭିନେତ୍ରୀ ହେଉଛନ୍ତି ଜେନିଫର ୱିଙ୍ଗେଟ । ଏବେ ଜେନିଫର ଏକ ନୂଆ ଧାରାବାହିକ ବେପନାହ’ରେ ନଜର ଆସିବେ । ଏହି ଧାରାବାହିକ କଲର୍ସରେ ପ୍ରସାରିତ ହେବାକୁ ଯାଉଛି । ଟିଭିରେ ତାଙ୍କର ଏହି ସୋ’ର ପ୍ରମୋଶନ ଜାରି ରହିଛି । ଏଥିରେ ଜେନିଫର ...

Read More »

ଉଦୟଙ୍କୁ ବାହା ହେବେନି ନରଗୀସ

ବେଶ କିଛି ଦିନ ହେବ ବଲିଉଡ ନାୟିକା ନରଗୀସ୍ ଫକରୀ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚା ହେଉଥିଲା । ସେ କୁଆଡେ କୌଣସି ନୂଆ ସିନେମା ସାଇନ୍‌ କରୁ ନଥିଲେ। ଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ସାନ ଭାଇ ଉଦୟ ଚୋପ୍ରାଙ୍କୁ ନରଗୀସ ବିବାହ କରୁଛନ୍ତି ଚର୍ଚ୍ଚା ହେଉଥିଲା। ସେ ଦୁହେଁ କୁଆଡେ ଗତ କିଛି ଦିନ ହେଲା ଲିଭ ଇନ୍ ରିଲେସନରେ ଥିଲେ। ...

Read More »

ଚୋର ଗଲାଣି, ତଥାପି ଚେତା ପଶୁନି

  ମୋବାଇଲ ସିନା ମନ୍ଦିର ଭିତରକୁ ଗଲା ବୋଲି ଫଟୋ ଉଠିଲା। ଯଦି ମନ୍ଦିର ଭିତରକୁ ଯିବା ସମୟରେ ହିଁ ଯାଞ୍ଚରେ ଧରାପଡିଯାଆନ୍ତା, ତେବେ ଫଟୋ ଉଠିବାର ପ୍ରଶ୍ନ ହିଁ ଉଠନ୍ତାନାହିଁ। ବାରମ୍ୱାର ଏହିପରି ଘଟଣା ଘଟୁଥିଲେ ମଧ୍ୟ ଶ୍ରୀମନ୍ଦିରର ସୁରକ୍ଷାକୁ ଏତେଟା ଗୁରୁତ୍ୱର ସହ ନେବା ଭଳି ଲାଗୁନି। କିଛି ଏପରି ଅନୁଭବ ହେଉଛି, ସତେ ଯେମିତି ଆମ ପ୍ରଶାସନିକ ଅଧିକାରୀ ଅପେକ୍ଷା କରିବସିଛନ୍ତି, ସଂସଦ ପରି ଶ୍ରୀମନ୍ଦିରରେ ...

Read More »
   Update :