କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
elephat-death-due-to-electirc-current-dkl

ଢ଼େଙ୍କାନାଳରେ ୧୦ ବର୍ଷରେ ୧୦୦ରୁ ଉର୍ଦ୍ଧ୍ୱ ହାତୀ ମୃତ

ଢ଼େଙ୍କାନାଳ,(ଅମରେନ୍ଦ୍ର ଦାଶ): ହାତୀମାନଙ୍କ ପାଇଁ ଢ଼େଙ୍କାନାଳ ଜିଲା ଏବେ ସୁରକ୍ଷିତ ନୁହେଁ । ଢ଼େଙ୍କାନାଳ ଜିଲା ହାତୀମାନଙ୍କ ପାଇଁ ମଶାଣୀ ଭୂଇଁରେ ପରିଣତ ହୋଇଛି । ଫଳରେ ବିଗତ ଦଶ ବର୍ଷ ମଧ୍ୟରେ ୧୦୦ରୁ ଉର୍ଦ୍ଧ୍ୱ ହାତୀ ଶିକାରୀମାନଙ୍କ ଦ୍ୱାରା ମୃତ୍ୟୁମୁଖରେ ପଡ଼ିଛନ୍ତି । ଯାହା ଫଳରେ ଆଗାମୀ ଦିନରେ ଢ଼େଙ୍କାନାଳ ଜିଲ୍ଲାରୁ ହାତୀ ବଂଶ ସମ୍ପୁର୍ଣ୍ଣ ଲୋପ ପାଇଯିବାର ଆଶଙ୍କା ସୃଷ୍ଟି ହୋଇଛି ।

ଜିଲ୍ଲାରେ ୧୭୩୭.୬୨ ବର୍ଗ କି.ମି. ଜଙ୍ଗଲ ସରକାରୀ ଖାତାରେ ରହିଥିଲେ ହେଁ ପ୍ରକୃତ ପକ୍ଷରେ ତାହା ନାହିଁ । ଜିଲ୍ଲାର ଜଙ୍ଗଲ ଜମିକୁ ଶିକ୍ଷାନୁଷ୍ଠାନ, ରେଙ୍ଗାଲି କେନାଲରେ ଉପଯୋଗ କରାଯାଇ ତାହା ହ୍ରାସ ପାଇଛି । ଫଳରେ ବଣୁଆ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ପଶି ଆସିବା କ୍ଷେତରେ ପଶି ଖାଦ୍ୟ ସଂଗ୍ରହ କରୁଛନ୍ତି ।

ହାତୀମାନେ ଶଷ୍ୟ କ୍ଷେତ୍ରରେ ପଶୁ ଥିବାରୁ କେତେବେଳେ ଚାଷୀମାନେ ବିଷ ପକାଇ ସେମାନଙ୍କୁ ମାରୁଛନ୍ତି ତ କେତେବେଳେ ଶିକାରୀମାନେ ଦାନ୍ତ ଲୋଭରେ ବିଦ୍ୟୁତ କରେଣ୍ଟ ଲଗାଇ ମାରିବାରେ ଲାଗିଛନ୍ତି ।

ହାତୀ ମୃତ୍ୟୁ ନେଇ ମିଳିଥିବା ତଥ୍ୟ ଅନୁସାରେ ୨୦୦୫-୦୬ରେ ୪ଟି, ୨୦୦୬-୦୭ରେ ୧ଟି, ୨୦୦୭-୦୮ରେ ୫ଟି, ୨୦୦୮-୦୯ରେ ୪ଟି, ୨୦୦୯-୧୦ରେ ୮ଟି, ୨୦୧୦-୧୧ରେ ୧୩ଟି, ୨୦୧୧-୧୨ରେ ୧୦ଟି, ୨୦୧୨-୧୩ରେ ୧୦ଟି, ୨୦୧୩-୧୪ରେ ୭ଟି, ୨୦୧୪-୧୫ରେ ୧୪ଟି, ୨୦୧୫-୧୬ରେ ୧୧ଟି ଓ ଚଳିତ ୨୦୧୬ରେ ଅଦ୍ୟାବଧି ୮ଟି ହାତୀ ମୃତ୍ୟୁ ବରଣ କରିଛନ୍ତି । ବିଗତ ୧୦ ବର୍ଷରେ ଏହି ମୃତ୍ୟୁ ସଂଖ୍ୟା ୧୦୦ ଟପିଯିବ ବୋଲି ଜଣାପଡ଼ିଛି ।

About admin

Check Also

12

ନବୀନ ହାୱାଲା ଘୋଟାଲ ମାମଲାରେ ଇଡ଼ିର ଦ୍ୱାରସ୍ଥ ହେଲା ବିଜେପି

-ନୋଡାଲ ଏଜେନ୍ସି ଇଣ୍ଡିଆଆଇଡିଆଜରୁ କୋଟି କୋଟି ଟଙ୍କା ବିଜେଡ଼ି ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରଣ କରାଯାଇଛି। ଇଣ୍ଡିଆଆଇଡ଼ିଆଜ ସଂସ୍ଥା କାହାର ଓ ...

7 comments

  1. Ahaa, its pleasant discussion regarding this article at this place at this blog, I have read all
    that, so now me also commenting at this place.

  2. It’s truly very complex in this busy life to listen news on TV, therefore I
    simply use internet for that reason, and gett the moost recent news.

  3. My partner and I stumbled over here coming from a different website and thought I might
    check things out. I like what I see so now i am following you.
    Look forward to looking at your web page for a second time.

  4. Hello to all, how is the whole thing, I think every one
    is getting more from this website, and your views are fastidious for new visitors.cheap nhl jerseys free shipping

  5. Gօod post! We are linking to this great article on օur site.
    Kеep up the greɑt writing.

  6. Perhaps i can add a few more to your list caitmo1.

Leave a Reply

Your email address will not be published. Required fields are marked *