କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
Breaking News

ଫିରୋଜ ଗାନ୍ଧୀ: ଶ୍ୱଶୁର ନେହେରୁଙ୍କୁ ସଂସଦରେ ଅପଦସ୍ତ କରୁଥିଲେ

firoj gandhi copy

ଭୁୁବନେଶ୍ୱର,(ଓଟି): ୧୯୫୮ ମସିହାର କଥା । ଲୋକସଭାର ଅଧିବେଶନ ଚାଲୁଥିଲା । ଏହି ସମୟରେ ଶାସକ ଦଳର ଜଣେ ସଦସ୍ୟଙ୍କର କହିବାର ପାଳି ପଡିଲା । ସେ ଯାହା କହିବାର ଥିଲା, ତାହା ନୈତିକତାର ଉଚ୍ଚ ଆଦର୍ଶ ଦାବି କରୁଥିିବା ଜବାହାରଲାଲ ନେହେରୁ ସରକାର ହଲଚଲ ହୋଇଯିବାର ଆଶଙ୍କା ଥିଲା । ସାଂସଦ କହିବା ଆରମ୍ଭ କଲେ । ଋଣରେ ବୁଡିଯାଇଥିବା କିଛି କମ୍ପାନୀର ୧୨୫ କୋଟି ଟଙ୍କାର ଅଂଶଧନ ...

Read More »

ବିଶିଷ୍ଟ ଲେଖିକା ବନଜ ଦେବୀ ପାଇବେ ଶାରଳା ପୁରସ୍କାର

banaja devi

ଭୁବନେଶ୍ୱର,(ଓଟି): ବିଶିଷ୍ଟ ଲେଖିକା ବନଜ ଦେବୀ ତାଙ୍କ ରଚିତ ଗଳଁ ସଙ୍କଳନ “କାଠପୁଅ’ ନିମନ୍ତେ ୩୮ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ପୁରସ୍କାର ସ୍ୱରୂପ ବନଜ ଦେବୀଙ୍କୁ ପାଞ୍ଚଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। ଏତଦ‌୍‍ବ୍ୟତୀତ ରାଜ୍ୟର ଅନ୍ୟ ଦୁଇଜଣ କୃତୀ ବ୍ୟକ୍ତିଙ୍କୁ ସେମାନଙ୍କ ନିଜସ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ “ଇଲା ...

Read More »

୨୦୧୮ରେ ଲୋକସଭା ନିର୍ବାଚନ!

modi-shah copy

ଭୁୁବନେଶ୍ୱର,(ଓଟି): ସଂପ୍ରତି ଭାରତୀୟ ରାଜନୀତିରେ ପ୍ରତିପକ୍ଷ ଦଳକୁ ଅପ୍ରସ୍ତୁତ କରି ଆକସ୍ମିକ ନିଷ୍ପତ୍ତି ନେବାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ୍ ଶାହା ବେଶ‍୍‌ ଜଣାଶୁଣା । ରାଜନୀତି ପାଣିପାଗକୁ ଠଉରାଇ ଆଗୁଆ ପଦକ୍ଷେପ ନେବାରେ ମାହିର ଏହି ଯୋଡି ଏବେ ସାଧାରଣ ନିର୍ବାଚନ ୨୦୧୯ ପରିବର୍ତେ ୨୦୧୮ରେ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିସାରଲେଣି ବୋଲି ବିଜେପି ମହଲରେ ଚର୍ଚ୍ଚା ହେଉଛି । ...

Read More »

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

asok-bjp

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ପ୍ରତ୍ୟାଖାତ ହେଉଥିବା ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଏବେ ବିଜେପି ଉପରେ ନଜର ପକାଇଛନ୍ତି । ଏପରିକି ବିଜେପିର ରାଜ୍ୟ ସ୍ତରୀୟ ନେତୃତ୍ୱ ଅଶୋକଙ୍କୁ କୋଳେଇ ନେବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । କିନ୍ତୁ ଅଶୋକଙ୍କୁ ସ୍ଥାନୀୟ ବିଜେପି କର୍ମୀମାନେ ବିରୋଧ କରୁଥିିବାରୁ ବିଜେପି ...

Read More »

ନିର୍ବାଚନରେ ପରାଜୟ ଭୟ: ସୁବଳଙ୍କ ପରିବାର ଶରଣରେ ବିଜେଡି

subal- bjd copy.jpg1111

ଭୁବନେଶ୍ୱର,(ଓଟି): ବିଜେଡି ନେତାଙ୍କୁ ବିଜେପି ଭୟ ଏତେ ଘାରିଛି ଯେ, ସେମାନେ ବିଜେପୁର ଉପନିର୍ବାଚନ ଜିତିବାକୁ କଂଗ୍ରେସର ଅନୁକମ୍ପା ଭୋଟକୁ ଭରସା କରିଛନ୍ତି । ବୋଧହୁଏ ଖାସ ସେଇଥି ପାଇଁ ବିଜେପୁରର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପରିବାରକୁ ବିଜେଡିରେ ମିଶାଇ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛନ୍ତି । ଆସନ୍ତା ୨୩ ତାରିଖରେ ସୁବଳଙ୍କ ପତ୍ନୀ ଓ ତାଙ୍କ ପୁଅ ବିଜେଡିରେ ମିଶିବେ । ବିଜେଡିର ରାଜ୍ୟ ସ୍ତରୀୟ ...

Read More »

ଆଦିବାସୀ ଅଧ୍ୟୁସିତ ଜିଲ୍ଲାରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ନେଇ ବିଜ୍ଞପ୍ତି ଜାରି

tribal-villages-in-odisha

କୁମୁଲୁ ଜାନି କୋରାପୁଟ ଜିଲ୍ଲାର ପ୍ରଥମ ଅଧ୍ୟକ୍ଷ ମନୋନୀତ ଭୁବନେଶ୍ୱର,(ଓଟି): ୯ଟି ଆଦିବାସୀ ଅଧ୍ୟୁସିତ ଜିଲ୍ଲାରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହାର ପ୍ରଥମ ଅଧ୍ୟକ୍ଷ ଭାବରେ କୋରାପୁଟ ଜିଲ୍ଲାର କୁମୁଲୁ ଜାନିଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରିବା ପାଇଁ ଗତ ...

Read More »

ଆସନ୍ତା ମାସରେ ନିଲାମ ହେବ ଆଉ ୬ ଖଣି

mines

ଭୁବନେଶ୍ୱର,(ଓଟି): ଆସନ୍ତା ଅକ୍ଟୋବର ମାସରେ ଆହୁରି ୬ଟି ଖଣି ନିଲାମ କରାଯିବ ବୋଲି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଖଣି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ନିଲାମ ହେବାକୁ ଥିବା ଖଣିଗୁଡ଼ିକ ମଧ୍ୟରେ ୪ଟି ଲୁହାପଥର ଖଣି, ଗୋଟିଏ ଗ୍ରାଫାଇଟ‌୍‍ ଖଣି ଓ ଏକ ଚୁନପଥର ଖଣି ରହିଛି। ଆଜିର ...

Read More »

ସବୁ ଉଦ୍ୟମ ସତ୍ତ୍ୱେ ଈଟିଭି ଦର୍ଶକ ଜୁଟାଇବାରେ ଫେଲ‍୍‌: ଦୟାନିଧିଙ୍କ ୫ ବିଫଳତା

dayanidhi das

ଭୁବନେଶ୍ୱର, (ଓଟି): ଓଟିଭିର ପୂର୍ବତନ ନ୍ୟୁଜ୍‌ ମୁଖ୍ୟ ଦୟାନିଧି ଦାଶ ଈଟିଭି ଓଡ଼ିଆ ନ୍ୟୁଜ୍‌ରେ ଯୋଗ ଦେବା ପରେ ଆଶା କରାଯାଉଥିଲା ଓଡ଼ିଶା ନ୍ୟୁଜ୍‌ ଟିଭି ଦୁନିଆରେ କିଛି ପରିବର୍ତ୍ତନ ହେବ। ଅତିକମ‍୍‌ରେ ଈଟିଭି ପୁଣିଥରେ ତା’ର ପୂର୍ବ ଅବସ୍ଥା ଫେରି ପାଇବା ସହ ଅନ୍ୟମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ହୋଇପାରିବ। ହେଲେ ଗଲା ତିନିମାସ ଭିତରେ ସବୁ ଉଦ୍ୟମ ସତ୍ତ୍ୱେ ଶ୍ରୀ ଦାଶ ଫେଲ‍୍‌ ମାରିଥିବା ଚର୍ଚ୍ଚା ହେଉଛି। କାରଣ ଚ୍ୟାନେଲ‍୍‌ର ...

Read More »

ମୋଦିଙ୍କ କବ‍୍‌ଜାକୁ ଆସିବ ଆରଏସଏସ!

Dattatreya hosbole

ଭୁୁବନେଶ୍ୱର,(ଓଟି): ୨୦୧୪ ମଇ ମାସରେ ବିଜେପି ନେତା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାର ଠିକ୍ ୧୦ମାସ ପରେ ୨୦୧୫ ମାର୍ଚ୍ଚରେ ରାଷ୍ଟ୍ରୀୟ ସ୍ୱଂୟମ ସେବକ ସଂଘ (ଆରଏସଏସ)ରେ ବଡ ଧରଣର ପରିବର୍ତ୍ତନର ଆଭାସ ମିଳିଥିଲା । ଆରଏସଏସର ବରିଷ୍ଠ ପଦାଧିକାରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ସମର୍ଥକ କୁହାଯାଉଥିବା ଦତ୍ତାତ୍ରେୟ ହୋସବୋଲେଙ୍କୁ ସଂଘର ସରକାର୍ଯ୍ୟବାହ କରିବାର ପ୍ରୟାସ ହୋଇଥିଲା । କିନ୍ତୁ ଏହି ପ୍ରୟାସ ଶେଷ ମୂହୁର୍ତ୍ତରେ ବିଫଳ ...

Read More »

ବିଜେଡିରେ ବଢୁଛି ଅବିଶ୍ୱାସନୀୟତା: ବିଜେପିକୁ ମୁକ୍କାବିଲା କରିବାରେ ରଣନୀତି ବିଫଳ

bjd

ଭୁୁବନେଶ୍ୱର,(ଓଟି): ଶାସକ ବିଜୁ ଜନତା ଦଳ (ବିଜେଡି) ଏବେ ରାଜନୈତିକ ସଂକଟ ଦେଇ ଗତି କରୁଛି । ବିଜେଡି ବିରୋଧରେ ଏକଦା ସହଯୋଗୀ ଥିବା ବିଜେପି ଲଗାତର ସୁଚିନ୍ତିତ ଢଙ୍ଗରେ ଆକ୍ରମଣ କରିଚାଲିଥିଲେ ମଧ୍ୟ ଶାସକ ଦଳର କୌଣସି ନେତା ଏହାର ସଠିକ୍ ମୁକ୍କାବିଲା କରିବାରେ ସମର୍ଥ ହୋଇପାରୁ ନାହାଁନ୍ତି । ବିଜେପିକୁ ଉଚିତ୍ ଜବାବ ଦେବା ପାଇଁ ବିଜେଡି ତରଫରୁ ଯେତେ ଯୋଜନା କଲେ ବି ସେ ସବୁ ...

Read More »

ସିବିଆଇ ତାଲିକାରେ ୫୪ଜଣ ବିଜେଡି ନେତା

cbi

ଭୁୁବନେଶ୍ୱର,(ଓଟି):   ଚିଟଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ସିବିଆଇ ସକ୍ରିୟ ହେଲେ ବିଜେଡି ନେତାଙ୍କ ଭିତରେ ଛନକା ପଶିଯାଉଛି । କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ସିସୋର ଲିଙ୍କରେ ଗିରଫ ହେବା ପରେ ବିଜେଡିର ଆଉ କିଛି ନେତାମାନେ ଏବେ ପ୍ରମାଦ ଗଣିବା ଆରମ୍ଭ କରିଦେଇଛନ୍ତି । ଚର୍ଚ୍ଚା ହେଉଛି  ସିବିଆଇ ୫୪ଜଣ ବିଜେଡି ନେତାଙ୍କ ତାଲିକା କରିଛି । ଏଇ ବର୍ଷ ଶେଷ ସୁଦ୍ଧା ସିବିଆଇ ଚିଟଫଣ୍ଡ ଲିଙ୍କରେ ...

Read More »

କଂଗ୍ରେସ ନେତୃତ୍ୱର ଅଯୋଗ୍ୟତାରୁ ସୁବଳ ପରିବାର ବଜେଡି ମୁହାଁ

SUBAL SAHU

  ଭୁୁବନେଶ୍ୱର,(ଓଟି): ଗତ ମାର୍ଚ୍ଚ ମାସରେ କଂଗ୍ରେସ ନେତୃତ୍ୱର ନିଷ୍ପତ୍ତି ନେବାରେ ବିଳମ୍ୱ ଯୋଗୁ ବିଜେପି ତତ୍ପରତା ପ୍ରକାଶ କରି ଗୋଆରେ ସରକାର ଗଠନ କରିବାରେ ଯେପରି ସଫଳ ହେଲା, ଠିକ୍ ସେହି ଭଳି ବିଜେପୁରର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପରିବାର ସହିତ ରାଜ୍ୟ କଂଗ୍ରେସ ନେତାଙ୍କ ଯୋଗଯୋଗ କ୍ଷେତ୍ରରେ ସୌଜନ୍ୟତାର ଅଭାବରୁ ସେମାନେ ଏବେ ବିଜେଡି ମୁହାଁ ହୋଇଥିବା ଆଲୋଚନା ହେଉଛି। ଏହି କାରଣରୁ ସୁବଳଙ୍କ ପରିବାର ...

Read More »

ଜଷ୍ଟିସ୍‌ କୁଦ୍ଦୁସି ସମେତ ୬ଜଣ ୪ ଦିନିଆ ସିବିଆଇ ରିମାଣ୍ଡରେ

kudushi

ଭୁୁବନେଶ୍ୱର,(ଓଟି): ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଆଇ ଏମ୍‌ କୁଦ୍ଦୁସି ସମେତ ୬ଜଣଙ୍କୁ ଗୁରୁବାର ୪ଦିନିଆ ରିମାଣ୍ଡରେ ସିବିଆଇ ନେଇଛି। ସିବିଆଇ ୫ଦିନିଆ ରିମାଣ୍ଡ ପାଇଁ ନୂଆଦିଲ୍ଲୀ ତିସହଜ।ରୀ କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ପକ୍ଷରୁ ୪ଦିନ ରିମାଣ୍ଡ ଅନୁମତି ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ରାମଦେବ ସାରସ୍ୱତ, ବିପି ଯାଦବ, ପଳାସ ଯାଦବ, ଭାବନା ପାଣ୍ଡେ ଓ ମଧ୍ୟସ୍ଥି ବିଶ୍ୱନାଥ ଅଗ୍ରୱାଲ । ୫ ଦିନ ...

Read More »

ବିଜେଡି କଟା ଘା’ରେ ବୈଜୟନ୍ତଙ୍କ ଚୂନ!

baijayant

ଭୁୁବନେଶ୍ୱର,(ଓଟି): ସଂପ୍ରତି ଶାସକ ବିଜୁ ଜନତା ଦଳ (ବିଜେଡି)ର ନୀତି ନିର୍ଦ୍ଧାରକମାନଙ୍କୁ ଦଳର ଅସନ୍ତୁଷ୍ଟ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମାଲୋଚନା ବନ୍ଦ ହେବାର ନାଁ ଧରୁନାହିଁ । ଗତକାଲି ପୁଣି ଥରେ ସେ ଟ୍ୱିଟ‍୍‌ କରି ଏହି ନୀତି ନିର୍ଦ୍ଧାରକମାନଙ୍କ କଟା ଘା’ରେ ଚୂନ ମାରିଲା ଭଳି କଥା କହିଛନ୍ତି । ୧୮ତାରିଖ ହରତାଲ ସମୟରେ ବିଜେଡି କର୍ମୀମାନଙ୍କ ଦ୍ୱାରା ହୋଇଥିବା ହିଂସାକାଣ୍ଡ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ...

Read More »

ସରକାରଙ୍କ ଖରିଫ ଋଣ ନେବାକୁ ଚାଷୀ ମିଳୁନାହାନ୍ତି

farmer

ଭୁବନେଶ୍ୱର,(ଓଟି): ଖରିଫ ଚାଷ ଆସି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ସରକାର ଏ ପର୍ଯ୍ୟନ୍ତ ଚାଷୀଙ୍କୁ ଖରିଫ ଋଣ ଦେଇପାରନାହାନ୍ତି । ଋଣ ଦେବାକୁ ଚାଷୀ ଖୋଜୁଛନ୍ତି ସରକାର। ଡେଡ୍‌ଲାଇନ୍ ସେମ୍ବେର ୩୦। ଟାର୍ଗେଟ୍ ପୂରଣ ପାଇଁ ରାଜ୍ୟର ସବୁ ସମବାୟ ବ୍ୟାଙ୍କ ଅଧିକାରୀଙ୍କ ପାଖକୁ ଚିଠି ଲେଖିଛନ୍ତି ରେଜିଷ୍ଟ୍ରାର। ଚିଠିରେ ଥିବା ତଥ୍ୟ ଅନୁସାରେ ଚଳିତ ଖରିଫ ଋତୁରେ ୭ ହଜାର କୋଟି ଟଙ୍କା ଋଣ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ...

Read More »

ରାଜ୍ୟରେ ୭୦ପ୍ରତିଶତ ନଦୀ ଜଳ ବିଷାକ୍ତ

kathajori

ଭୁୁବନେଶ୍ୱର,(ଓଟି): ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ବର୍ଜ୍ୟ ବସ୍ତୁ ସୁପରିଚଳନାରେ ତ୍ରୁଟି ଯୋଗୁ ରାଜ୍ୟର ୭୦ ପ୍ରତିଶତ ନଦରୀ ଜଳ ଏବେ ବିଷାକ୍ତ ହୋଇଛି । ଫଳରେ ଅନେକ ଜଳବାହୀ ଜୀବ ସବୁ ଅକାଳ ମୃତ୍ୟୁମୁଖରେ ପଡୁଛନ୍ତି । କେବଳ ଜଳବାହୀ ଜୀବ ନୁହଁନ୍ତି ଏହି ଜଳ ଉପରେ ନିର୍ଭର କରୁଥିବା ମଣିଷ ଓ ଗୃହପାଳିତ ପଶୁମାନେ ମଧ୍ୟ ବିଭିନ୍ନ ରୋଗର ଶୀକାର ହେଉଛନ୍ତି । ଏ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ...

Read More »

ବେକାରୀ ଦୂରୀକରଣରେ ଓଡିଶା ୧୭ତମ ସ୍ଥାନରେ

Unemployment

ଭୁୁବନେଶ୍ୱର,(ଓଟି): ରାଜ୍ୟରେ ବେକାରୀ ସଂଖ୍ୟାକୁ ନେଇ ଏକ ନିରାଶାଜନକ ଚିତ୍ର ସାମ୍ନାକୁ ଆସିଛି । ବେକାରୀ ଦୂରୀକରଣକୁ ନେଇ ନିକଟରେ ହୋଇଥିବା ସର୍ଭେ ଅନୁସାରେ ଓଡିଶା ୧୭ତମ ସ୍ଥାନରେ ରହିଛି । ଏପରିକି ଓଡିଶାର ବେକାରୀ ସଂଖ୍ୟା ପଡୋଶୀ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡଠାରୁ ଢେର ଅଧିକ ରହିଛି । ସର୍ବଭାରତୀୟ ସ୍ତରରେ ହୋଇଥିବା ଏହି ପଞ୍ଚମବାର୍ଷିକ ରୋଜଗାର ଓ ବେରୋଜଗାରୀ ସର୍ଭେ ମୁତାବକ ଓଡିଶାର ବେକାରୀ ହାର ୫ପ୍ରତିଶତ ...

Read More »